Vastu Tips – ମହା ଶିବରାତ୍ରି ( 1 ମାର୍ଚ୍ଚ ) ଦିନ ନନ୍ଦୀ କାନରେ କହିଦିଅନ୍ତୁ ଏହି 1 ମନ୍ତ୍ର, ମାତ୍ର 24 ଘଣ୍ଟାରେ ହେବ ସବୁ ଇଚ୍ଛା ପୂର୍ଣ୍ଣ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବହୁତ ମହତ୍ତ୍ୱପୂର୍ଣ୍ଣ ବିଷୟରେ କହିବାକୁ ଯାଉଛୁ । ଆପଣ ବର୍ଷସାରା ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କ ମନସ୍କାମନା ପୂରଣ ହେଉନାହିଁ । ଅଧିକାଂଶ ସମୟରେ କୌଣଷି ବି କାର୍ଯ୍ୟ ସଫଳ ହୁଏନାହିଁ । ବିବାହରେ ବାଧା ଆସୁଅଛି, ବ୍ୟବସାୟରେ ଉନ୍ନତି ହେଉନାହିଁ, ପରିବାରରେ ଆସନ୍ତି ଲାଗିରହିଛି ତେବେ ଏହି ସବୁ ଦୁଃଖ ଦୂର କରିବ କେବଳ ଗୋଟିଏ ଉପାୟ ।

ସେହି ଉପାୟଟିକୁ ଆପଣ ବିଶ୍ଵାସ ସହିତ କରନ୍ତୁ ଏବଂ ଆପଣଙ୍କ ଜୀବନର ସମସ୍ତ ଦୁଃଖକୁ ଦୂର କରନ୍ତୁ । ବନ୍ଧୁଗଣ ଆପଣ ଯେଉଁ ଶିବ ମନ୍ଦିର ଯିବେ ଦେଖିବେ ସେଠାରେ ପ୍ରଥମେ ନନ୍ଦୀ ଭଗବାନ ବସିଥାନ୍ତି । ଶାସ୍ତ୍ର ଅନୁସାରେ ଆପଣ ଚୁପଚାପ ନନ୍ଦୀଙ୍କ କାନରେ ଯାହା ବି ମାଗିବେ ତାହା ଶୀଘ୍ର ପୁରାଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ତ୍ର ବିଷୟରେ କହିବୁ ଯାହାକୁ ଆପଣ ନନ୍ଦୀ ଙ୍କ କାନରେ କହିବା ଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ ।

ନନ୍ଦୀ ଭଗବାନ ଶିବଙ୍କ ପ୍ରମୁଖଗଣ କିପରି ହେଲେ:- ବନ୍ଧୁଗଣ ସିଲାଖମୁନି ବୋଲି ଜଣେ ଥିଲେ । ସେ ତପସ୍ୟା କରିବାର ବହୁତ ସମୟ ବିତିଯାଇଥିଲା । ତାଙ୍କର ଯେଉଁ ପିତୃଗଣ ଥିଲେ ସେମାନେ ଭାବିଲେ ସେ ତପସ୍ୟା ଏପରି କଲେ ବଂଶ ଆଗକୁ ବଢିବ ନାହିଁ । ତେଣୁ ସେମାନେ କହିଲେ ସିଲାଖ ଆପଣ ଏପରି ପୁତ୍ରକୁ ଜନ୍ମ ଗ୍ରହଣ ଦିଅନ୍ତୁ ଯିଏ ଚିରଜିବି ହୋଇଥିବ ଯାହା ମୃତ୍ୟୁ କେବେ ମଧ୍ୟ ହେବ ନାହିଁ ।

ତେଣୁ ସିଲାଖ ମୁନି ଭଗବାନ ଇନ୍ଦ୍ରଙ୍କ ତପସ୍ୟା କରି ତାଙ୍କୁ ପ୍ରସନ୍ନ କଲେ । ଇନ୍ଦ୍ର ପ୍ରକଟ ହୋଇ ବରଦାନ ମାଗିବାକୁ କହିଲେ । ଏବଂ ସିଲାଖ ମୁନି ଚିରଯିବି ପୁତ୍ର ପ୍ରାପ୍ତିର ବର ମାଗିଲେ । ଇନ୍ଦ୍ର ତାଙ୍କୁ ଏପରି ବର ଦେଇପାରିବେ ନାହିଁ ବୋଲି କହିଲେ । ଏବଂ ଭଗବାନ ଶିବଙ୍କ ଉପାସନା କରିବାକୁ କହିଲେ । ଏହାପରେ ସିଲାଖ ମୁନି ବହୁତ ବର୍ଷ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ପୂଜା କଲେ ଏବଂ ଭଗବାନ ଶିବଙ୍କୁ ପ୍ରସନ୍ନ ମଧ୍ୟ କଲେ । ଏବଂ ଭଗବାନ ଶିବ ତାଙ୍କ ଇଚ୍ଛା ପୂରଣ କଲେ ।

ଏହାପରେ ସିଲାଖ ମୁନି ସେହି ଶିଶୁର ନାମ ଦେଲେ ନନ୍ଦୀ । କିନ୍ତୁ ଗୋଟେ ଥର ସିଲାଖ ମୁନି ଙ୍କ ଆଶ୍ରମକୁ ଦୁଇ ଜଣ ମହାଋଷି ଆସିଥିଲେ । ସେମାନେ ନନ୍ଦୀ ଙ୍କୁ ଦେଖିବା ପରେ କହିଥିଲେ କି ନନ୍ଦୀ ଅଳ୍ପ ଆୟୁ ବାଳକ ଅଟନ୍ତି । ନନ୍ଦୀ ଯେତେବେଳେ ଏହି କଥା ଜାଣିଲି ସେ ଭଗବାନ ଶିବଙ୍କ ଆରାଧନା କରିବା ଆରମ୍ଭ କରିଦେଲେ । ଏବଂ ଭଗବାନ ଶିବ ନନ୍ଦୀଙ୍କ ତପସ୍ୟାରେ ପ୍ରଶାସନ ହୋଇ ତାଙ୍କୁ କହିଲେ କି ନନ୍ଦୀ ତୁମେ ମୃତ୍ୟୁରୁ ମୁକ୍ତ ହେଲ । ତୁମେ ହଜାର ହଜାର ବର୍ଷ ଅମର ରହିବ ।

ଭଗବାନ ଶିବଙ୍କ ଠାରୁ ଏହି ବରଦାନ ପାଇ ସେ ତାଙ୍କ ପାଖରେ ରହିବାକୁ ଲାଗିଲେ । ଭଗବାନ ଶିବଙ୍କୁ କେଉଁଠାକୁ ଯିବାକୁ ହେଲେ ସେ ନନ୍ଦିଙ୍କ ପିଠିରେ ବସି ଯାଉଥିଲେ । ତେବେ ବନ୍ଧୁଗଣ ଏହି କାରଣରୁ ନନ୍ଦୀ ଶିବଙ୍କ ବିଶେସଗୁଣ ବାହନ ଅଟନ୍ତି । ତେବେ ବନ୍ଧୁଗଣ ଏହି ବର୍ଷ ଶିବରାତ୍ରି ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ପଡୁଅଛି । ତେବେ ଆପଣ ଏହି ଦିନ ଏହି ଛୋଟ ଉପାୟ କରନ୍ତୁ ଦେଖିବେ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଶିବରାତ୍ରି ଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ପୂଜା ଅର୍ଚ୍ଚନା କରନ୍ତୁ । ଭଗବାନ ଶିବଙ୍କୁ କ୍ଷୀର, ଚନ୍ଦନ, ଚାଉଳ, ଦହି ଆଦି ଦେଇ ପୂଜା ଅର୍ଚ୍ଚନା କରନ୍ତୁ ।

ଏହାପରେ ନନ୍ଦୀଙ୍କ ଆଗରେ ଗୋଟିଏ ଦୀପ ଜଳାନ୍ତୁ । ଏହାପରେ ନିଜର ମନସ୍କାମନା କହିବା ପୁର୍ବରୁ ତିନି ଥର ତାଳି ମାରନ୍ତୁ ଏବଂ ନନ୍ଦୀ ଙ୍କ କାନରେ ଏହି ମନ୍ତ୍ରକୁ କହିଦିଅନ୍ତୁ । ମନ୍ତ୍ରଟି ହେଉଛି ଓମ ତତ୍ ପୁରୁଷୟ ବିଦ୍ମହେ ମହାଦେବାୟ ଅଧିମୟୀ ତନୋ ରୁଦ୍ର ପ୍ରଚୋଦୟାତ । ଏବଂ ନିଜର ମନସ୍କାମନା କହିଦିଅନ୍ତୁ । ଦେଖିବେ ଖୁବ ଶୀଘ୍ର ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ତେବେ ଆପଣମାନେ ଏହି ଶିବରାତ୍ରି ଦିନ ଏହି ଉପାୟଟି ନିଶ୍ଚିତ ଭାବେ କରନ୍ତୁ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *