2023 ବର୍ଷ ର ପ୍ରଥମ ସଙ୍କ୍ରାନ୍ତି 14 ତାରିଖ ଶନିବାର ଦିନ ପଡିବାକୁ ଯାଉଛି । ଏହି ଦିନ ଏପରି ଏକ ଦୁର୍ଲଭ ଯୋଗ ପଡୁ ଅଛି, ଯାହାକି ବହୁ ବର୍ଷ ପରେ ଦେଖିବାକୁ ମିଳିଛି ବୋଲି ସୂଚନା ରୁ ପ୍ରାପ୍ତ ହୋଇଛି । ଏହି ଦିନ ଲୁଣ ର ସହାୟତା ରେ ଏକ ଉପାୟ କରିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ । ତାହାସହ ଶୋଇଥିବା ଭାଗ୍ୟ ମଧ୍ୟ ଚମକି ଉଠିବ ।
ସାମାନ୍ୟ ପ୍ରତୀତ ହେଉଥିବା ବା ଖାଦ୍ୟ ରେ ସ୍ଵାଦ ପାଇଁ ବ୍ୟବହାର କରୁଥିବା ଲୁଣ ପଇସା କୁ ଚୁମ୍ଭକ ପରି ଘରକୁ ଟାଣି ଆଣିଥାଏ । ବହୁ ପୁରୁଣା ସମୟ ରୁ ଲୁଣ ଦ୍ଵାରା ଏହି ପରି ଅନେକ କିଛି ଉପାୟ ମାନ କରାଯାଉଛି । କିନ୍ତୁ ବନ୍ଧୁଗଣ ଏଠାରେ ଆପଣ ଙ୍କୁ କହି ରଖୁଛୁ କି ଯଦି ଆପଣ କୌଣସି କିଛି ଉପାୟ ମାନ କରୁଛନ୍ତି,
ତେବେ ସର୍ବ ପ୍ରଥମେ ଆପଣଙ୍କୁ ସେହି ଉପାୟ ଉପରେ ନିଜର ପୂର୍ଣ୍ଣ ବିଶ୍ବାସ ଆଣିବାକୁ ପଡେ । ଲୁଣ ମଧ୍ୟରେ ଏପରି ଶକ୍ତି ରହିଛି କି ଏହା ମନୁଷ୍ୟ କୁ ସବୁଠାରୁ ଶିଘ୍ର ଧନବାନ କରି ଦେଇଥାଏ । କାରଣ ଲୁଣ ମଧ୍ୟ ରେ ସକରାତ୍ମକ ଉର୍ଜା ଭରି ହୋଇ ରହିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଲୁଣ ର ଯେଉଁ ଉପାୟ ଟିକୁ ନେଇ କରି ଆସିଛୁ, ତାହାକୁ ଆପଣ ସବୁ ବାର ରେ ପ୍ରୟୋଗ କରି ପାରିବେ ତେବେ ସେ ରବିବାର ହେଉ ବା ଶନିବାର ।
ବନ୍ଧୁଗଣ ଯଦି ଆପଣ ଙ୍କ ଜୀବନ ରେ ବାର ବାର କିଛି ନା କିଛି ସମସ୍ଯା ଲାଗି ରହୁଛି, ତେବେ ଆପଣ ୧୦୦ ଗ୍ରାମ ର ମୁଗ ଡାଲି ଓ ୫୦ ଗ୍ରାମ ଚାଉଳ, ୫୦ ଗ୍ରାମ ନାଲି ଶୁଖିଲା ଲଙ୍କା, ୧ ପ୍ଯାକେଟ ଲୁଣ, ୧୦୦ ଗ୍ରାମ ସୋରିଷ ତେଲ ଓ ଏକ ପାଣି ବୋତଲ କୁ ଏକତ୍ରିତ କରି ଆପଣ କୌଣସି ଏକ ମହିଳା ବା ବ୍ରାହ୍ମଣ ଙ୍କୁ ନେଇ ଦାନ କରି ଦିଅନ୍ତୁ ।
ଏହା ପରେ ଆପଣ ଚୁପଚାପ ହୋଇ ନିଜ ଘରକୁ ଚାଲି ଆସନ୍ତୁ । ଦେଖିବେ ଏହା କରବା ପରେ ସଙ୍ଗେ ସଙ୍ଗେ ଆପଣ ଙ୍କୁ ଏହି ଉପାୟ କରିବାର ପରିଣାମ ଦେଖିବାକୁ ମିଳିବ । ମାତା ଲକ୍ଷ୍ମୀ ମଧ୍ୟ ଆପଣ ଙ୍କ ଘରକୁ ଆକର୍ଷିତ ହୋଇ ଆସିବେ ।
ଜୀବନ ରେ ନ ହେଉଥିବା କାମ ମଧ୍ୟ ହେବାକୁ ଲାଗିବ । ଶନିଦେବ ଓ ଗୁରୁ ବୃହସ୍ପତି ମଧ୍ୟ ଆପଣଙ୍କ ଉପରେ ନିଜର କୃପା ବର୍ଷା କରିବେ । ଏପରିକି ଆପଣ ଙ୍କର ଶୁକ୍ରଗ୍ରହ ମଧ୍ୟ ମଜବୁତ ହୋଇଯିବ । ତାହା ସହ ବନ୍ଧୁଗଣ ମନେ ରଖିବେ କି ଆପଣଙ୍କ ଘରେ ଆପଣ କେବେ ମଧ୍ୟ ଲୁଣ ଶେଷ ହେବାକୁ ଦେବେ ନାହିଁ ।
ଲୁଣ ଶେଷ ହେବା ପୂର୍ବରୁ ହିଁ ଆପଣ ଗହରେ ଲୁଣ ଆଣି ରଖିଦେବେ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର କୃପା ସବୁବେଳେ ଲାଗି ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ ।