ମନ୍ଦାର ଫୁଲ ଆପଣଙ୍କୁ କରିବ ଧନୀ , କରନ୍ତୁ ଏହି ଉପାୟ – Odia Vastu tips

ନମସ୍କାର ବନ୍ଧୁଗଣ ତେବେ ଆମ ଜୀଵନ ରେ ଫୁଲ ର ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଋହିଛି । କେତେବେଳେ କେଉଁ ଫୁଲ ଏବଂ କେଉଁ ଠାକୁର ଙ୍କୁ ଚଢାଇବା ଉଚିତ ତାହା ଜାଣିବା ବହୁତ ଆବଶ୍ୟକ ଅଟେ । ତେବେ ବନ୍ଧୁଗଣ ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲ ହେଉଛି ମନ୍ଦାର ଫୁଲ । ତେବେ ଆସନ୍ତୁ ସେହି ମନ୍ଦାର ଫୁଲ ବିଷୟ ରେ କିଛି କଥା କିମ୍ବା କିଛି ଚମତ୍କାର କଥା ବିଷୟ ରେ ଆଲୋଚନା କରି ନେବା ।
ତେବେ ଏହି ମନ୍ଦାର ଫୁଲ ହେଉଛି ଏକ ଦୁ-ର୍ଲ-ଭ ଫୁଲ ଯାହାର ଅନ୍ୟନାମ ହେଉଛି ପାରିଜାତ । ଦେବୀଙ୍କ ପୂଜାରେ ନାଲି ରଙ୍ଗ ର ଫୁଲ ର ବହୁତ ଅଧିକ ମହତ୍ତ୍ଵ ରହିଥାଏ ଏବଂ ଦେବତା ଙ୍କ ପୂଜା ରେ ହଳଦୀ ରଙ୍ଗର ଫୁଲ ର ଗୁରୁତ୍ୱ ରହିଥାଏ । ଏଣୁ ଆଜି ଆମେ ଏହି ମନ୍ଦାର ଫୁଲ ର କିଛି ଚମତ୍କାର ବିଷୟରେ ଆଲୋଚନା କରିବା ଏବଂ କିପରି ଏହି ଫୁଲ ଦ୍ୱାରା ଆମେ ଧନୀ ହୋଇ ପାରିବା ତାହା ମଧ୍ୟ ଜାଣିବା ।

ତେବେ ଦେବୀ ନବଦୁର୍ଗା ଙ୍କୁ ଏହି ନାଲି ମନ୍ଦାର ଅର୍ପଣ କରନ୍ତୁ ୯ ଟି ଏଗାର ଟି କିମ୍ବା ୨୧ ଟି ମନ୍ଦାର ଫୁଲ ର ମାଳ ମାଆ ଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ର ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ ହୋଇ ଯିବ । ମାତା ନିଶ୍ଚିତ ଏହି ମନ୍ଦାର ଫୁଲ କୁ ଅତି ଶ୍ରଦ୍ଧା ର ସହିତ ଗ୍ରହଣ କରିବେ ଏବଂ ଆମର ସମସ୍ତ ପ୍ରକାରର ମନବାଞ୍ଛା କୁ ମଧ୍ୟ ପୂର୍ଣ୍ଣ କରିଥାନ୍ତି । ମାଆ ଦୁର୍ଗା ଏବଂ ମାତା ଲକ୍ଷ୍ମୀ ଙ୍କୁ ଏହି ମନ୍ଦାର ଫୁଲ ବହୁତ ପ୍ରିୟ ହୋଇଥାଏ ଏହା ଛଡା ହନୁମାନ ଙ୍କ ର ମଧ୍ୟ ଏହି ଫୁଲ ବହୁତ ପ୍ରିୟ ହୋଇଥାଏ । କାହିଁକି ନା ହନୁମାନ ଲାଲ ରଙ୍ଗ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି । ମଙ୍ଗଳ ବାର ଦିନ ହନୁମାନ କିମ୍ବା ନବଦୁର୍ଗା ଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ ସୁଖ ସମୃଦ୍ଧି, ଧନ ରତ୍ନ ଆଦି ବୃଦ୍ଧି ହୋଇଥାଏ ।

ଏଥିରେ ଗ୍ର-ହ ପୀ-ଡା ମଧ୍ୟ ଦୁର ହୋଇଥାଏ । ଶୁଭଫଳ ପ୍ରାପ୍ତି ହୋଇଥାଏ । ଯେଉଁ ମାନେ ନବଦୁର୍ଗା ଏବଂ ସୂର୍ଯ୍ୟନାରାୟଣ ଙ୍କ ଉପାସନା କରୁଥାନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହା ମାନ୍ୟତା ଅଛି କି ପ୍ରତିଦିନ ଯଦି ଗୋଟିଏ ମନ୍ଦାର ଫୁଲ ନବଦୁର୍ଗା ଙ୍କୁ ଅର୍ପଣ କରାଯାଏ ତେବେ ଆପଣଙ୍କ ସମସ୍ତ ଶ-ତ୍ରୁ ମାନଙ୍କୁ ଦେବୀ ଦ-ମ-ନ କରିଥାନ୍ତି । ଏହି ମନ୍ଦାର ଫୁଲ କୁ ଜଳ ରେ ପକାଇ ସୂର୍ଯ୍ୟ ନାରାୟଣଙ୍କୁ ଅର୍ପଣ କଲେ ଦି-ର୍ଘା-ୟୁ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ରୋଗ ନା-ଶ ହୋଇଥାଏ । ଘରେ ଥିବା କଳସ କିମ୍ବା ଫୁଲ ତୋଡା ରେ ମନ୍ଦାର ଫୁଲ କୁ ସର୍ଵଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଏବଂ ସହାନୁଭୂତି ପ୍ରାପ୍ତି ହୋଇଥାଏ । ଏହାଛଡା ପରିବାର ରେ ମଧ୍ୟ ଏକତା ଦେଖା ଦେଇଥାଏ ।
ତେଣୁ ଘରେ ନିଶ୍ଚିତ ମନ୍ଦାର ଗଛ ଲଗାନ୍ତୁ ଏବଂ ଫୁଲ ମଧ୍ୟ ଦେବୀ ଙ୍କୁ ଅର୍ପଣ କରିବା ସହ ନିଜ ଘରେ ମଧ୍ୟ ରଖନ୍ତୁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *