ମଙ୍ଗଳବାର ଦିନ କରନ୍ତୁ ଏହି ୮ଟି କାମ, ଘରେ ହେବ ଧନର ବର୍ଷା

ଜୀବନରେ ଅନେକ ଦୁଖ ସମସ୍ଯା ଆସିଥାଏ । କୌଣସି ବ୍ୟକ୍ତିର ଜୀବନରେ କେବବେବି ସର୍ବଦା ଖୁସୀ ରହି ନ ଥାଏ । ତେଣୁ ମଣିଷ ନିଜ ଜୀବନରେ ଯଦି କୌଣସି ଦୁଖ ସମସ୍ଯା ଦେଖେ ତେବେ ସେ ବହୁତ ଚିନ୍ତିତ ହୋଇ ଯାଇଥାଏ । ତେବେ ଯଦି ଆପଣଙ୍କର ଜୀବନରେ କିଛି ସମସ୍ଯା ଲାଗି ରହିଥାଏ ତେବେ ଆପଣ ଚିନ୍ତିତ ହୁଅନ୍ତୁ ନାହି । ଆମେ ଜାଣିଛୁ ହନୁମାନ ଜି ବହୁତ ଜଲ୍ଦି ନିଜ ଭକ୍ତଙ୍କ ର ଭକ୍ତିରେ ପ୍ରସନ୍ନ ହୋଇଥାନ୍ତି । ତେଣୁ ଆପଣ ଯଦି ଚିନ୍ତିତ ରହୁ ଥାନ୍ତି ତେବେ ଆପଣ ଏହି କାର୍ଯ୍ୟ କରିବା ଦ୍ଵାରା ସବୁ ସମସ୍ଯା ଦୂର ହୋଇଯିବ ।

ତେବେ ମଙ୍ଗଲ ବାର ଦିନ ଯଦି ଆପ୍ଣ ଏହି 8 ଟି କାର୍ଯ୍ୟ କରିବେ । ତେବେ ଆପଣଙ୍କ ର ସବୁ ମାନକାମାନା ପୁରା ଓ ସବୁ ଦୁଖ ପ୍ରଭୁ ହନୁମାନ ଜି ଦୂର କରିଥାନ୍ତି । ତେବେ ପ୍ରଥମ ହେଉଛି ଆପଣ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଆନ୍ତୁ । ହନୁମାନ ଜି ଙ୍କୁ ଗୋଲାପ ଫୁଲ ର ମାଳ ଅର୍ପଣ କରନ୍ତୁ ଏପରି କରିବା ଦ୍ଵାରା ଆପଣଙ୍କ ର ସବୁ ମନ କାମନା ପୂର୍ଣ ହୋଇଥାଏ ।

ଦ୍ଵିତୀୟ ଉପାୟ ମଙ୍ଗଳବାର ଦିନ ବର ଗଛ ର ପତ୍ର ଆଣି ଏହାକୁ ଭଲ ଭାବେ ଧୋଇ ଏଥିରେ କେଶର ସାହାର୍ଯ୍ୟ ଏଥିରେ ଶ୍ରୀ ରାମ ଲେଖନ୍ତୁ । ଏହାପରେ ଏହି ପତ୍ରକୁ ହନୁମାନ ଜି ଙ୍କ ଚରଣ ରେ ରଖନ୍ତୁ । କିଛି ସମୟ ରଖିବା ପରେ ଏହାକୁ ନେଇ ନିଜ ପର୍ସ ରେ ରଖିଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ର ଧନ ଜନିତ ସମସ୍ଯା ଦୂର ହୋଇଥାଏ । ମତ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

ତୃତୀୟ ଉପାୟ ଆପଣ ଯଦି ମଙ୍ଗଳବାର ଦିନ ହନୁମାନ ଯନ୍ତ୍ର ନିଜ ଘରେ ସ୍ଥାପନ କରନ୍ତୁ । ଏହାକୁ ଯଥା ରୀତି ପୂଜା କରନ୍ତୁ ଆପଣଙ୍କର ଘରେ ନକାରତ୍ମକ ଜିନିଷ ବାହାରିଯାଏ । ଚତୁର୍ଥ ଉପାୟ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଅନ୍ତୁ । ହନୁମାନ ଜି ଙ୍କୁ ଚାମେଲି ଫୁଲର ତେଲ ଓ ସିନ୍ଦୁର ଅର୍ପଣ କରନ୍ତୁ ।

ଏହା ଦ୍ଵାରା ହନୁମାନ ଜି ବହୁତ ପ୍ରସନ୍ନ ହୋଇଥାନ୍ତି ଓ ମନ କାମନା ପୂର୍ଣ କରନ୍ତି । ପଞ୍ଚମ ଉପାୟ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ସେଠାରେ ଶ୍ରୀ ରାମ ର ଲକ୍ଷେ ଥର ଜପ କରନ୍ତୁ । ଜପ କରିବା ପରେ ନିଜର ମନର କଷ୍ଟ କହି ହନୁମାନ ଜି ଙ୍କୁ ଗୁଡ ର ଭୋଗ କରନ୍ତୁ । ଷଷ୍ଠ ଉପାୟ କୌଣସି ଅଶ୍ଵଥ ଗଛ ର ମୂଳରେ ସୋରିଷ ତେଲର ଦୀପ ଜାଲନ୍ତୁ ।

୧୦୮ ତୁଲସୀ ମାଳର ୧୧ ଥର ଜପ କରନ୍ତୁ । ଏପରି କରିବା ଦ୍ଵାରା ଦୁଖ ଦୂର ହୋଇଥାଏ । ସପ୍ତମ ଉପାୟ ମଙ୍ଗଲ ବାର ଦିନ ହନୁମାନ ମନ୍ଦିର ଯାଇ ଅତି କମ ରେ ୧୦୮ ଥର ରାମ ନାମ ଜପ କରନ୍ତୁ । ସନ୍ଧ୍ଯା ସମୟରେ ବୁନ୍ଦିଆ ଭୋଗ କରନ୍ତୁ । ଏପରି କରିବା ଦ୍ଵାରା ବେଶୀ ସମୟ ଧରି ଚାଲିଥିବା ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *