Vastu Tips- ମରିଗଲେବି ଏହି 3ଟି ଗଛ ଘରେ ଲଗାନ୍ତୁନି – ବରବାଦ ହୋଇଯିବେ

ଏହି ସଂସାରରେ ଯେଉଁଠି କିଛି ଲୋକମାନେ ଗଛ କାଟିବା ପାଇଁ ଆଗରେ ରୁହନ୍ତି ଠିକ ସେହିଭଳି ଏମିତି ବି କିଛି ଲୋକମାନେ ଅଛନ୍ତି ଯେଉଁମାନେ ଜୀବନ ସାରା ଗଛ ଲଗାଇବା ପାଇଁ ଇଚ୍ଛା ରଖିଥାନ୍ତି । ଗଛ ଆମକୁ ଅମ୍ଳଜାନ ଦେବା ସହିତ ପରିବେଶକୁ ବି ସ୍ଵଚ୍ଛ ରଖିଥାଏ । ଘରେ କିମ୍ବା ଘରର ଆଖପାଖରେ ଗଛ ଲଗାଇବା ଉଚିତ ।

କିନ୍ତୁ ଧ୍ୟାନ ରଖିବେ କି ସେହି ଗଛ ଆପଣଙ୍କର କିଛି କ୍ଷତି ନ କରେ । କହିବାକୁ ଗଲେ କିଛି ଗଛ ଏମିତି ଅଛି ଯାହାକୁ ଘରର ବଗିଚାରେ ଲଗାଇଲେ ଜୀବନରେ ଦରିଦ୍ରତା ଆସିଥାଏ । ଚାଳନ୍ତୁ ସେହି ଗଛ ଗୁଡିକ ବିଷୟରେ ଜାଣିବା । ଯାହାକି ଆପଣଙ୍କ ଦୁର୍ଭାଗ୍ୟର କାରଣ ହୋଇଥାଏ ।

ଖଜୁରୀ ଗଛ- ଏମିତି କିଛି ରାଶି ଅଛି ଯାହାଙ୍କ ପାଇଁ ଖଜୁରୀ ଗଛ ଭଲ ହୋଇ ନ ଥାଏ । ସେଥିପାଇଁ ପ୍ରାୟତଃ ଲୋକମାନଙ୍କ ବହୁତ ଖରାପ ହୋଇଥାଏ । କିନ୍ତୁ ଅନ୍ୟ ପଟେ ଏହିଭଳି ବି କିଛି ରାଶି ଅଛି ଯେଉଁମାନଙ୍କ ପାଇଁ ଖଜୁରୀ ଗଛ ଶୁଭ ଫଳ ଦେଇଥାଏ । ଖଜୁରୀ ଗଛକୁ ଘରର ବଗିଚାରେ ଲଗାଇବା ଦ୍ଵାରା ଧନର ଅଭାବ ଲାଗି ରୁହେ । ସେଥିପାଇଁ ଘରେ କେବେ ବି ଖଜୁରୀ ଗଛ ଲଗାନ୍ତୁ ନାହିଁ ।

ବାଉଁଶ ଗଛ- ବାଉଁଶ ଗଛକୁ ବି ଘରେ ଲଗାଇବା ଦ୍ଵାରା ଆର୍ଥିକ ସମସ୍ୟା ଉତ୍ପନ୍ନ ହୁଏ । ଘରେ ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରୁହେ । ବାଉଁଶ ଗଛ ଘରେ ରହିବା ଦ୍ଵାରା ଘରର ସଦସ୍ୟମାନେ କରଜରେ ବୁଡି ରହିଥାନ୍ତି । ସେଥିପାଇଁ ଘର ପାଖରୁ ବାଉଁଶ ଗଛକୁ ଦୂରେଇ ଲଗାନ୍ତୁ ।

ନାସପାତି ଗଛ- ନାସପାତି ଗଛ ବି ଘରେ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କର ବହୁତ କ୍ଷତି ହୋଇପାରେ । ଆପଣଙ୍କ ଘରର ଉନ୍ନତି ବି ହେବ ନାହିଁ । ସେଥିପାଇଁ ଏହି ୩ ଟି ଗଛକୁ ଘର ପାଖରେ କେବେ ବି ଲଗାଇବେ ନାହିଁ ।

କେଉଁ ଗଛ ଘର ସମସ୍ୟା ଦୂର କରିଥାଏ

ତୁଲସୀ ଗଛ-ହିନ୍ଦୁ ଧର୍ମରେ ତୁଲସୀ ଗଛର ବହୁତ ହିଁ ମହତ୍ଵ ଅଛି । ହିନ୍ଦୁ ଧର୍ମରେ ପ୍ରାୟତଃ ସମସ୍ତେ ଏହି ଗଛକୁ ନିଜ ଘରେ ଲଗାନ୍ତି । ତୁଲସୀ ଗଛ ଘରେ ଲଗାଇବା ଦ୍ଵାରା ଆର୍ଥିକ ସମସ୍ୟା ବି ଦୂର ହୋଇଯିବ ।

ଅପରାଜିତା ଗଛ-ଘରର ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଏହି ଗଛକୁ ଘରେ ଲଗାନ୍ତି । ନୀଳ ରଙ୍ଗର ଏହି ଗଛ ଜୀବନର ସବୁ ସମସ୍ୟା ଦୂର କରିଥାଏ । ଘରେ ଧନର ବୁଦ୍ଧି କରିଥାଏ ।

ବେଳ ଗଛ- ଏହି ଗଛକୁ ଭଗବାନ ଶିବଙ୍କର ଗଛ ବୋଲି କୁହାଯାଏ । ବେଳ ଗଛର ପତ୍ର ଭଗବାନ ଶିବଙ୍କର ଅତି ପ୍ରିୟ ବି ହୋଇଥାଏ । ଘରେ ଏହି ଗଛ ଲଗାଇବା ଦ୍ଵାରା ଘରର ସବୁ ନକାରତ୍ମକ ଊର୍ଜା ଦୂରେଇ ଯାଏ । ଆର୍ଥିକ ସମସ୍ୟା ବି ଦୂର ହୋଇଥାଏ । ଘରେ ସୁଖ ଶାନ୍ତି ରହିଥାଏ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *