( ମଶା ) ଘର ଛାଡି ଚାଲିଯିବେ, ବାସ କରନ୍ତୁ ଏହି ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି

ପରିବେଶ ଆମ ଜୀବନ ଏହାକୁ ଆମେ ପିଲା ଦିନୁ ପଢିଛେ । ଆଜି ଆମେ ଆପଣଙ୍କୁ କହିବା କି ଆପଣ କିଭଳି ଭାବେ ନିଜ ପରିବେଶ କୁ ଅପରିଷ୍କାର କରିବା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ଯା ମାନ ସୃଷ୍ଟି ହୋଇଛି । ଆପଣ ନିଜ ଘର ଆଖ ପାଖରେ ଥିବା ସବୁ ଜାଗାକୁ ଭଲ ଭାବରେ ଦେଖିବା ପରେ ଥରେ କୁହନ୍ତୁ ତ ଏହା କଣ ପରିଷ୍କାର ଅଟେ କି ଏହା କିଭଳି ଭାବେ ଅସନା ହୋଇ ପଡିଛି ଯାହା ଦ୍ଵାରା ଆମ ପରିବେଶରେ ଅନେକ ପ୍ରକାର ରୋଗ ବଢିବାରେ ଲାଗିଛି ଯାହା ଦ୍ଦ୍ଵାରା ଆମେ ସମସ୍ଯା ମାନ ଅନୁଭୂତ କରୁଛୁ ।

ତାହା ମଧ୍ୟରୁ ଏକ ସମସ୍ଯା ମାନ ହେଉଛି ମସାର ସମସ୍ଯା ଆପଣ ମାନେ ଯଦି ଜାଣି ଥିବେ ତ ଏହା ମଧ୍ୟ ଜାଣି ପାରିବେ କି ମସା ମାନେ ଆମକୁ କାମୁଡିବା ଦ୍ଵାରା ଅନେକ ପ୍ରକାର ରୋଗ ଆରମ୍ଭ ହେଉଛି । ଏହା ସହ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା ଏମାନେ ଅନ୍ୟ ମାନଙ୍କ ଦେହରୁ ରକ୍ତ ଯାହା ବିଷାକ୍ତ ମଧ୍ୟ ହୋଇ ପାରେ ଆମ ଶରୀର ରେ ଛାଡି ଦେଇ ଯାଉଛି ।

ଏହା ଆମ କୁ ବିଭିନ୍ନ ପ୍ରକାର ରୋଗରେ ପକାଉଛି ଅନେକ ଲୋକମାନେ ଏହା ପାଇଁ ପ୍ରାଣ ହରାଇବା ପରେ ଅନେକ ପ୍ରକାର ଉପାୟ ମାନ କରୁଛନ୍ତି ମାତ୍ର ତଥାପି ନିଜ ପରିବେଶ କୁ ସୁରକ୍ଷା ଦେଇ ପାରୁ ନାହାଁନ୍ତି । ଆଜି ଆମେ କହିବା କି ଏହି ମଶାକୁ ଅଡାଇବା ପାଇ ଆମେ ଅନେକ ପ୍ରକାର ଉପାୟ ମାନ କରୁଛେ ।

ଏହା ସହ ଆମେ ଏହା ମଧ୍ୟ ଦେଖୁଛେ କି ଏହା ଦ୍ଵାରା ଆମର ଶ୍ବାଶ ରୋଗ ବାହାରି ଯାଉଛି । ଅନେକ କେମିକାଳ ମିଶିବା ୱାରା ଅନେକ ପ୍ରକାର ସମସ୍ଯା ମାନ ଆରମ୍ଭ ହେଉଛି । ଯାହା ଦ୍ଵାରା ଚରମ ରୋଗ ମଧ୍ୟ ହେଇ ଯାଉଛି । ଆଜି କହିବା ପାଇଁ ଯାଉଥିବା ଉପାୟ ସମ୍ପୂର୍ଣ ଭାବେ ପ୍ରାକୃତିକ ଅଟେ ।

ଆପଣ ଏହା ମଧ୍ୟରୁ ଯାହା ଠିକ ଲାଗିବ ଆପଣ ତାକୁ ବ୍ୟବହାର କରି ପାରିବେ । ପ୍ରଥମ ଉପାୟ ଆମ ଘରେ ଘରେ ନଡିଆ ତେଲ ଖୁବ ପରିଚିତ ଅଟେ । ଏହାକୁ ଆମେ ଯଦି ଲବଙ୍ଗ ରେ ପକାଇ କିଛି ଦିନ ଯାଏ ରଖୀ ଦେବା ଏହା ପରେ ଆମେ ଏହାକୁ ଆମ ଶରୀର ରେ ଶୋଇବା ବେଳେ ଲଗାଇବା ଏହାର ଗନ୍ଧ ରେ ଆମ ପାଖକୁ ମସା ଆସିବନି ।

ଆଉ ଏକ ଉପାୟ ହେଉହଚି ଆପଣ ସନ୍ଧ୍ୟା ସମୟ ରେ ଯଦି କର୍ପୁର ଲଗାଇକି ପୂଜା କରୁଛନ୍ତି ଏହା ଜାଣି ଥିବେ କି କର୍ପୁର ର ଗନ୍ଧରେ ଆମ ସେମାନେ ବେହୋଶ ହୋଇଯିବେ । ଏହା ସହ ଆପଣ ଯଦି ଲେମ୍ବୁ ରସକୁ ଆପଣଙ୍କ ର ଏକ ଜାର ରେ ରଖିକି ଏହାକୁ ଘରର ସବୁ ଆଡେ ଟିକେ ଟିକେ ସ୍ପ୍ରୀ କରାଇବେ ତେବେ ଏହା ଆପାନଙ୍କ ପାଇଁ ଭଲ ହେବ । ଏହା ପରେ ଆସେ ନିମ ପତ୍ରର ପାଣି ଏହାକୁ ଆପଣ ଛିଞ୍ଚି ପାରିବେ ।

ତୁଳାଷୀ ଗଛ ଏହା ସବୁଙ୍କ ଘରେ ଥାଏ ଆପଣ ଏହାକୁ ପ୍ରଚୁର ମାତ୍ରାରେ ଲଗାଇବେ ତାହା ଆପଣଙ୍କୁ ମସାର ଦାଉରୁ ରକ୍ଷା କରିବ । ଏହା ପରେ ଆସେ ରସୁଣ ଆପଣ କାନ୍ଥଏଆ କାନାରେ ଯଦି ରସୁଣ ରଖିବେ ତ ମସା ଆପଣନାକ ଘର ଆଡେ ଜୀବନୀ । ତେବେ ଉପର ଉପଚାର ମାନଙ୍କ ମଧ୍ୟରୁ ଆପଣ ଯଦି ଏକ ଉପଚାର କୁ ଗ୍ରହଣ କରିବା ପାଇଁ ଚାହିଁବେ ତେବେ ଆପଣ ଏହାକୁ ବ୍ୟବହାର କରି ପରିବେ । ଏହି ପୋଷ୍ଟ ଟି ଗୋଟେ ସେୟାର କରିବାକୁ ଅନୁରୋଧ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *