ମୁଣ୍ଡ ଠାରୁ ନେଇ ଗୋଡ ପର୍ଯ୍ୟନ୍ତ, ସମସ୍ତ ଆଣ୍ଠୁଗଣ୍ଠି ବିନ୍ଧା କୁ ଦୂର କରିବାର ସବୁଠୁ ଜବରଦସ୍ତ ଉପାୟ ( Healthy Tips )

ଶରୀର ଏକ ପ୍ରାକୃତିକ ବସ୍ତୁ ଅଟେ ଏହାର ସମୟ ସୀମା ଥାଏ ଏକ ସମୟ ପରେ ଏହା ନିଜର ଜବାବ ଦେଇ ଦିଏ ଆଜି ଆମେ ଆଖିବା କି ଆଜି କାଲୀ ର ସମସ୍ଯା ବିଷୟରେ କାହିଁ ପୁରାତନ କାଳରୁ ଚାଲି ଆସୁଥିବା ଉପାୟ କଥା ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କୀ ଆମ ଶରୀର ଯେତେବେଳେ ଅସୁସ୍ଥ ଥାଏ କିମ୍ବା ବୟଶ ଅଧିକା ହୋଇଯିବ ପରେ ମଧ୍ୟ ଆମେ ଏହାକୁ ବ୍ୟବହାରକରି ପାରିବା ନିଜ ଆଁଠୁ ଗଣ୍ଠି ବେମାରି ପାଇଁ ।

ଆପଣ ମାନେ ଅନେକ ପ୍ରକାର ବେମାରି ପାଇଁ ଅନେକ ପ୍ରକାର ଔଷଧ ଖାଉଥିବେ ମାତ୍ର ଏହାକୁ ଆପଣ ଯଦି ଠାରେ ବ୍ୟବହାର କରିବା ଆରମ୍ଭ କରି ଦେବେ ନିଜର ଗଣ୍ଠି ବିନ୍ଧା ପାଇଁ ଆପଣ ଆଉ କେଉଁ ଜାଗାକୁ ଯିବା ଦରକାର ନାଇ । ଆପଣ ଏହା ଜାଣି ଥିବେ କି କିଛି ଜଣ ଅଛନ୍ତି ଯେଉଁ ମାନେ ସବୁ ବେଳେ ନିଜ ବେମାରି ପାଇଁ ଔଷଧ ବଦଲାଉ ଥାନ୍ତି ।

ଏହା ଦ୍ଵାରା ଖୁବ ଭଲ ପରିଣାମ ପାଇଥାନ୍ତି ବୋଇ ଆଗେ କୁହନ୍ତି ପଛରେ କ୍କିହହୀ କାମ ଦେଇ ନଥାଏ ବୋଲି କହି ଥାନ୍ତି ଏହା ସହ ଯନ୍ତ୍ରଣା ମଧ୍ୟ ଭଲ ହୋଇ ନଥାଏ । ଆମେ ଆଜି ଆପଣଙ୍କୁ ଘରୋଇ ଉପଚାର ଉପରେ ତିନୋଟି ଉପଚାର କହିବା ଯାହା ଦ୍ଵାରା ଆମେ ସଂପୂର୍ଣ୍ଣ ଭାବେ ଏହା ଠାରୁ ମୁକ୍ତି ପାଇବା ।

ଆସନ୍ତୁ ଜାଣିବା ପ୍ରଥମେ ଆପଣ କିଛି ଲବଙ୍ଗ ନେବେ ଏହାକୁ ଆପଣ ଖାଇବା ପାଇଁ ନେବେନି । ଯେଉଁ ମାନଙ୍କ ପାଇଁ ହାତ ଗୋଡ ହାତ ବିଧା ହୁଏ ଏହା ତାଙ୍କୁ ଭଲ କରି ଦେଇଥାଏ । ଆପଣ 20 ରୁ 25 ଲବଙ୍ଗ ନେବେ ସୋରିଷ ତେଲ କିମ୍ବା ଜଡା ତେଲ ଆପଣ ନେଇ ପାରନ୍ତି ଆପଣ ଏହାକୁ ସ୍ଲୋ ଫ୍ଲେମ ରେ ରଖିବେ ଏହା ପରେ ଆପଣ ସେ ଯାଏ ଫୁଟାନ୍ତୁ ।

ଯେଉଁ ଯାଏ ଲବଙ୍ଗ ଭଲ ଭାବେ କଳା ପଡିଯାଇ ନାହି । କଳା ପଡିଯିବା ପରେ ଆପଣ ଏହାକୁ ଖାଲି ଜାଗାକୁ ନେଇ ଯାଅନ୍ତୁ ଏହାକୁ ଆପଣ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ଆପଣ ଆଉ ଏକ ଉପଚାର ଶୁଣି ନିଅନ୍ତୁ । ଆପଣ ଏହା ପାଇଁ ଶୁଦ୍ଧ ଗାଈ ର ଘିଅ ଆଣନ୍ତୁ ଆପଣ ମାରକେଟ ରେ ମିଳୁଥିବା ଘିଅ ଆଣନ୍ତୁ ନି ।

ଆପଣ ଯଦି ମୋଟା ଅଛନ୍ତି ଏହା ଆପଣ ଖାଇ ପାରିବେ ଯାହା ଦ୍ଵାରା ଆପଣ ଖୁବ ଶୀଘ୍ର ଝଡି ପାରିବେ କିଛି ଲୋକମାନେ କୁହନ୍ତି କି ଘିଅ ଖାଇବା ଦ୍ଵାରା ଆମେ ମୋଟା ହୋଇ ଥାଉ । ଆପଣ ଯଦି ଘିଅକୁ ଫ୍ରାଏ କରିବେ ତେବେ ଆପଣ ମୋଟା ହେବେ ନିଶ୍ଚିତ ଭାବେ । ଆପଣ ଯଦି ଘିଅ କୁ ଡାଲି କିମ୍ବା ତରକାରୀ କିମ୍ବା ଅରୁତିରେ ଲଗାଇକି ଖାଇବେ ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ । ଆପଣ ଏହା ସହ 3 ରୁ 4 ଲିଟର ପାଣି ପିଆନ୍ତୁ ।

ଆପଣ ଖାଟା ଖୁବ କମ ଖାନ୍ତୁ । ଯେଉଁ ମାନେ ରୋଗରେ ନାହାଁନ୍ତି କିନ୍ତୁ ଆପଣଙ୍କ ଗୋଡ ବିନ୍ଧୁଛି ତେବେ ଆପଣ କିଛି ପାଣି ନିଅନ୍ତୁ ଯାହା କୁ ଆପଣ ତର୍କିସ ରେ ଓଦା କରିକି ଏହାକୁ ସେହି ଜାଗାରେ ବାନ୍ଧନ୍ତୁ ଏହା ପରେ ଆପଣ ନିଜର ବଡିର ତାପମାତ୍ରା କୁ ନେଇ ଜୀବ ପରେ ଆପଣ ପୁଣି ଏହାକାଉ କରନ୍ତୁ । ଆପଣ ଯଦି ରାଶି ତେଲ ରଖିଛନ୍ତି ଏହାକୁ ମଧ୍ୟ ମଶାଚ କରି ପାରିବେ । ଏହା ଅସହ ଆମେ କହିଥିବା ସୋରିଷ ତେଲ ରେ ମଧ୍ୟ ଆପଣ ଜାଗାକୁ ମଶାଚ କରି ପାରି ପାରିବେ । ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *