ମାତ୍ର 1 ଶନିବାର କରନ୍ତୁ ଏହି ଉପାୟ ଏବଂ ଜୀବନରେ ଦେଖନ୍ତୁ ଚମତ୍କାର – ସବୁ ମନୋକାମନା ପୁରା ହେବ

ନମସ୍କାର ବନ୍ଧୁଗଣ ଟଙ୍କା ପଇସା ଧନ ଦୌଲତ କାହାକୁ ସେମିତି ମିଳି ଯିବ ନାହିଁ । ଏହା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ଏହା ସମସ୍ତେ ଜାଣିଥାନ୍ତି କି ସେ କେହି ବି ହେଇଥାଉ ତାକୁ ନିଜ ଜୀଵନ ରେ ଟଙ୍କା ପଇସା ର ଆବଶ୍ୟକତା ନିଶ୍ଚିତ ହୋଇଥାଏ । ଗରିବ କୁ ପଇସା ରୋଜଗାର କିପରି କରିବ ସେ ଚିନ୍ତା ଥାଏ ଏବଂ ଧନୀ କୁ ପଇସା କୁ କିପରି ସୁରକ୍ଷିତ ରଖିବ ସେ ବିଷୟରେ ଚିନ୍ତା ଥାଏ । ସେ ଯାହା ବି ହେଉ ପଇସା ମନୁଷ୍ୟ ର ସବୁଠାରୁ ବଡ଼ ଆବଶ୍ୟକତା ଏବଂ ଦୁ-ର୍ବ-ଳ-ତା ମଧ୍ୟ । ବର୍ତ୍ତମାନ ସମୟରେ ମଣିଷ ବହୁତ ଭଲ ଭାବରେ ବୁଝି ଯାଇଥିବ । ତେଣୁ ସର୍ଵଦା ଆମ ବଡ଼ ଗୁରୁଜନ ମାନେ ଟଙ୍କା ପଇସା କୁ ଦେଖି ଚାହିଁ ଖର୍ଚ୍ଚ କରନ୍ତି ଏବଂ ସଞ୍ଚିତ ରଖିବାର ଅଧିକ ଉପାୟ ମଧ୍ୟ ଖୋଜିଥାନ୍ତି । କାରଣ ସେହି ସଞ୍ଚିତ ଧନ ଆମ ଖ-ରା-ପ ସମୟରେ କାମ ରେ ଆସି ପାରିବ । ତେବେ ଯଦି ଆପଣ ଙ୍କ କୌଣସି କ୍ଷ-ତି ହୋଇଯିବ ଏବଂ ଧନ ଦୌଲତ ଆପଣ ଙ୍କ ପାଖରେ ରହିବ ନାହିଁ ତେବେ ଏହା ହୁଏତ ଆପଣ ଙ୍କ ଗ୍ର-ହ ଦୋଷ ହୋଇପାରେ କିମ୍ବା ଆପଣ ଙ୍କ ଘରର ବାସ୍ତୁ ଦୋଷ ଯୋଗୁଁ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଆଜି ଆମେ ଏକ ଏଭଳି ଉପାୟ ବିଷୟ ରେ ଜାଣିନେବା ଯାହା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଯିବ । ତେବେ ଆପଣ ଜାଣିଥିବେ କି ଗଛ ମାନଙ୍କ ଭିତରୁ ଅଶ୍ୱସ୍ତ ଗଛ ବହୁତ ପବିତ୍ର ଏବଂ ସ୍ୱୟଂ ଭଗବାନ ବିଷ୍ଣୁ ମଧ୍ୟ କହିଛନ୍ତି କି ସେ ଗଛ ଭିତରୁ ହେଉଛନ୍ତି ଅଶ୍ୱସ୍ତ ଗଛ ।
ତେବେ ଏହା ଛଡା ଏହି ଅଶ୍ୱସ୍ତ ଗଛ ରେ ବହୁ ଦେବା ଦେବୀ ବାସ କରନ୍ତି । ଏବଂ ସେମାନଙ୍କ ସେବା ଦ୍ୱାରା ଆମେ ଆମର ସମସ୍ତ ମନୋକାମନା କୁ ପୂର୍ଣ୍ଣ କରିବାରେ ସଫଳ ହେବୁ ।
ତେବେ ସେହି ଉପାୟ ଟି କରିବା ପାଇଁ ପ୍ରଥମେ ଆପଣ ଏକ ଏଭଳି ଅଶ୍ୱସ୍ତ ଗଛ ଖୋଜନ୍ତୁ ଯାହା ବହୁତ ପୁରୁଣା ଥିବ ଏଵଂ ସେଠାରେ ପୂଜା ମଧ୍ୟ ହେଉଥିବ ।

ତେବେ ସେହି ଗଛ ମୂଳରେ ଯିବାର ଅଛି ଏବଂ ସନ୍ଧ୍ୟା ସମୟରେ ଯିବା ଉଚିତ ହେବ । ତେବେ ଏହା ପାଇଁ କିଛି ସାମଗ୍ରୀ ମଧ୍ୟ ଦରକାର ତେବେ ସେହି ସାମଗ୍ରୀ ଗୁଡିକ ହେଉଛି ଟିକେ ରୋଲି ଏବଂ ଛୋଟ ଲାଲ ରଙ୍ଗର କପଡ଼ା, ଏହା ସହ ଲାଲ କଳା ବନ୍ଧ, ଅଟାର ଦୀପ ଏବଂ ଗାଈର ଘିଅ ର ଆବଶ୍ୟକ । ତେବେ ସେହି ବୃକ୍ଷ ପାଖକୁ ଯାଇ ପ୍ରଥମେ ବୃକ୍ଷ ତଥା ସବୁ ଦେବୀ ଦେବତାଙ୍କୁ ପ୍ରଣାମ କରନ୍ତୁ ଏବଂ ପୂର୍ବ ପୁରୁଷ ମାନଂକୁ ମଧ୍ୟ ପ୍ରଣାମ କରନ୍ତୁ ଏହା ସହ ଆପଣ ହନୁମାନ ଙ୍କୁ ମଧ୍ୟ ପ୍ରଣାମ କରନ୍ତୁ । ଶନିଦେଵ ଙ୍କୁ ମଧ୍ୟ ଆରଧନା କରନ୍ତୁ ।
ତାପରେ ଅଟାର ଦୀପ କୁ ଗଛ ମୂଳରେ ରଖି ପ୍ରଜ୍ଵଳନ କରି ଦିଅନ୍ତୁ ଏବଂ ହନୁମାନ ଚାଲିଶା ପାଠ କରନ୍ତୁ । ପାଠ ପୁରା ହେବା ପରେ ସେହି ଗଛର ଏକ ବଡ଼ ପତ୍ର ଦେଖିବାର ଅଛି ସେହି ପତ୍ରରେ ଟିକେ ରୋଲି ଦେଇ ଓଦା କରି ଦିଅନ୍ତୁ । ନିଜର ମନୋକାମନା କୁ ନିଜର ଅନାମିକା ଆଙ୍ଗୁଠି ରେ ଲେଖିବାର ଅଛି । ଏହା ପରେ ସେହି ପତ୍ର ରେ କଳା ବ-ନ୍ଧ କୁ ସାତ ଥର ବା-ନ୍ଧି ନିଜ ହାତରେ ମଧ୍ୟ ବାନ୍ଧିଦେବେ ଏହା ପରେ ସେହି ବୃକ୍ଷ ର ଛାଇ ତଳେ ବସି ଏକ ମନ୍ତ୍ର ର ଜପ କରିବାର ଅଛି ।
ତେବେ ସେହି ମନ୍ତ୍ର ହେଉଛି ଓଁ ହୃମ ଭଟ ସ୍ୱହା ଏହା ଛଡା ଆପଣ ହନୁମାନ ଚାଲିଶା କିମ୍ବା ସୁନ୍ଦର କା-ଣ୍ଡ ଆଦି ମଧ୍ୟ ପାଠ କରି ପାରିବେ ।
ତେବେ ଏହା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *