Ollywood ଜଗତରେ ଶୋକର ଲହରୀ, ବର୍ଷିୟାନ ଅଭିନେତା Mihir Das ଙ୍କ ପରଲୋକ !

ବନ୍ଧୁଗଣ ଲୋକପ୍ରିୟ ଅଭିନେତା ମିହିର ଦାସ ନିଜର ଅଭିନୟ ଦ୍ୱାରା ଆମ ସମସ୍ତଙ୍କ ଦୃଦୟରେ କେଉଁଠି ନା କେଉଁଠି ଏକ ଭିନ୍ନ ଜାଗା ସୃଷ୍ଟି କରିଛନ୍ତି । ସେ ବହୁତ ଫିଲ୍ମ ରେ ଅଭିନୟ କରିଛନ୍ତି । ତାଙ୍କର ସବୁ ଫିଲ୍ମ ହିଟ ହୋଇଥାଏ । ମିହିର ଦାସଙ୍କ ଫ୍ୟାନ ମାନେ ତାଙ୍କୁ ବହୁତ ବେଶି ଭଲ ପାଇଥାନ୍ତି । କିନ୍ତୁ ବର୍ତ୍ତମାନ ଆସିଯାଇଛି ସବୁଠାରୁ ବଡ଼ ଦୁଃଖର ଖବର ଆଊ ନାହାନ୍ତି ମିହିର ଦାସ ।

ଭିଟରାନ ଅଭିନେତା ମିହିର ଦାସ ଆରପାରିରେ । ଗତ କିଛି ଦିନ ହେବ ମିହିର ଦାସ ଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କର କଟକ ସ୍ତିତ ଏକ ପ୍ରାଇଭେଟ ହସ୍ପିଟାଲ ରେ ଚିକିତ୍ସ କରାଯାଉଥିଲା । ଚିକିତ୍ସା ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ଧରି ସେ ଖୁବ ଅସୁସ୍ଥ ରହିଥିଲେ ଏବଂ ତାଙ୍କର ଅବସ୍ଥା ଗୁରୁତର ମଧ୍ୟ ହୋଇଥିଲା । ତାଙ୍କର ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ବୋଲି ଖବର ମିଳିଥିଲା କିନ୍ତୁ ଏବେ ମିହିର ଦାସ ଙ୍କ ପରଲୋକ ହୋଇଛି ।

ଭେଟରାନ ଅଭିନେତା ମିହିର ଦାସ ଆଊ ଆମ ସମସ୍ତଙ୍କ ଗ୍ରହଣ ରେ ନାହାନ୍ତି ଏସିବ ରେ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି । ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ବଡ ଦୁଃଖଦ ଖବର ପାଲଟିଛି । ସମସ୍ତ ସିନେପ୍ରେମୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ଦୁଃଖଦ ଖବର ରହିଛି । ଅନେକ ସିନେମାରେ ସେ ଅଭିନୟ କରିଛନ୍ତି । ଅନେକ ଚରିତ୍ରରେ ଆମେ ତାଙ୍କୁ ଦେଖିଛୁ କିନ୍ତୁ ବର୍ତ୍ତମାନ ସେ ଆଊ ଆମ ଭିତରେ ନାହାନ୍ତି ।

ସେ ଚାଲିଯାଇଛନ୍ତି ଆର ପାରିକୁ । ମିହିର ଦାସ ଏମିତି ଜଣେ ଅଭିନେତା ଯିଏ କି ଭୋଳା ଶଙ୍କର ହୋଇ କେତେବେଳେ ଦର୍ଶକ ମାନଙ୍କୁ କନ୍ଦାଇଛନ୍ତି ତ କେତେବେଳେ କମେଡି ରୋଲ କରି ଦର୍ଶକ ମାନଙ୍କୁ ହସାଇଛନ୍ତି । ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୋକର ସାୟା ଖେଳିଯାଇଛି । ଏହା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଆଊ ଫେରିବେନି ପ୍ରସିଦ୍ଧ ଭେଟରାନ ଅଭିନେତା ମିହିର ଦାସ ।

ଚାଲିଯାଇଛନ୍ତି ସେଇ ଅପେରା ରାଇଯକୁ ଯେଉଁଠାରୁ କେହି କେବେ ଫେରି ନାହାନ୍ତି । ନିଜର ଦମଦାର ଅଭିନୟ ପାଇଁ ସେ ବହୁତ ପୁରସ୍କାର ମଧ୍ୟ ପାଇଛନ୍ତି । ଜାତୀୟ ସ୍ତରରେ ମଧ୍ୟ ତାଙ୍କର ସୁନାମ ରହିଥିଲା । କିନ୍ତୁ ବର୍ତ୍ତମାନ ସେ ଆଊ ଆମ ଗ୍ରହଣରେ ନାହାନ୍ତି । ତେବେ ବନ୍ଧୁଗଣ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଆତ୍ମ ଶାନ୍ତି ପାଇଁ କମେଣ୍ଟ ରେ ଲେଖନ୍ତୁ ଓମ ଶାନ୍ତି ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *