Breaking:- ଏବେ ଏବେ ଆସିଲା ସବୁଠାରୁ ବଡ ଖବର, ପୁଣି ସରକାରଙ୍କ ବଡ ଘୋଷଣା, ବଦଳିଲା School ଖୋଲିବା ନିଷ୍ପତି…

ବନ୍ଧୁଗଣ ପୁଣି ଥରେ ବଦଳିଲା ସ୍କୁଲ ଖୋଲିବା ନିଷ୍ପତି । SRC ଙ୍କ ନୂଆ ଗାଇଡ ଲାଇନ ସବୁ କଲେଜ ଏବଂ ବିଶ୍ଵବିଦ୍ୟାଳୟ ବନ୍ଦ ରହିବ । ତେବେ କେବେଠାରୁ ଖୋଲିବା ଷଷ୍ଠ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ୟ୍ୟନ୍ତ ଚାଲନ୍ତୁ ଜାଣିବା । ରାଜ୍ୟରେ ପୁଣି ଥରେ କରୋନା ଚିନ୍ତାର ବିଷୟ ପାଲଟିଛି । କୋରୋନା ନିଜର ପିକ । ଗତ ୨୪ ଘଣ୍ଟାରେ ୭୮୦୧ ରୁ ଅଧିକ କରୋନା କେସ ସାମ୍ନାକୁ ଆସିଛି ।

ତେବେ ରାଜ୍ୟରେ ବଢୁଥିବା କରୋନା ସ୍ଥିତିକୁ ନେଇ ନୂଆ ଗାଇଡଲାଇନ ତିଆରି କରିଛନ୍ତି SRC । ନୂଆ ଗାଇଡ ଲାଇନ ଅନୁସାରେ ରାଜ୍ୟରେ ସମସ୍ତ କଲେଜ ଏବଂ ବିଶ୍ଵବିଦ୍ୟାଳୟ ବନ୍ଦ ରହିବ କିନ୍ତୁ ମେଡିକାଲ କଲେଜ ଓ ନର୍ସିଂ କଲେଜ ପୂର୍ବ ପରି ଖୋଲା ରହିବ ବୋଲି କହିଛନ୍ତି । ଏହା ସହିତ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ।

ତେବେ ସ୍କୁଲ, ଉନିଭର୍ସଟି ଓ ସ୍କୁଲ ବନ୍ଦ ଥିବା ସତ୍ତ୍ବେ ମଧ୍ୟ ଅନଲାଇନ ଜରିଆରେ କ୍ଲାସ ହେବ । ଚାଲୁଥିବା ସମସ୍ତ ଅଫଲାଇନ ପରୀକ୍ଷା ଯଥା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ କୋଚିଂ ସେଣ୍ଟର, ଟୁସନ ଆଦି ମଧ୍ୟ ବନ୍ଦ କରିବାକୁ ନିଷ୍ପତି ଦିଆଯାଇଛି । ଏହା ସହିତ ଗଣଶିକ୍ଷା ବିଭାଗ ସମସ୍ତ ସରକାରୀ ଅନୁଷ୍ଠାନ, ଘରୋଇ ବିଦ୍ୟାଳୟ ଗୁଡିକରେ ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର୍ୟ୍ୟନ୍ତ ବର୍ତ୍ତମାନ ବନ୍ଦ ରହିଛି କିନ୍ତୁ ଫେବୃଆରୀ ୧ ଠାରୁ ଖୋଲା ହୋଇପାରେ ବୋଲି ଘୋଷଣା କରାଯାଇଛି ।

କିନ୍ତୁ ଯଦି କରୋନା ର ପରିମାଣ ବଢ଼ିବାକୁ ଲାଗେ ତାହେଲେ ଏହି ନିଷ୍ପତି ବଦଳି ମଧ୍ୟ ପାରେ । ବର୍ତମାନ କରୋନା  ନିଜର ପିକ ବଢାଇଛି ତେଣୁ କେଉଁ ବି ସମୟରେ କୌନଶୀ ବି ନିସ୍ପତି ବଦଲାଯାଇପାରେ ।  ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *