Vastu Tips – ସ୍ଵପ୍ନରେ ଆସୁଛନ୍ତି କି ମୃତ ପରିଜନ ? ଦେଖନ୍ତୁ କଣ ହୋଇପାରେ ଏହାର ଅର୍ଥ କଣ !

ସ୍ଵପ୍ନ ରେ ମରୁତ ବ୍ୟକ୍ତି ଙ୍କୁ ଦେଖିବା ଆଡବାରା ଆପଣାଙ୍କ ଜୀବନରେ କଣ ପରିବର୍ତ୍ତନ ହୁଏ । ଏହାର ଅର୍ଥ କଣ ଅଟେ । ଆପଣ ଯଦି ମଲା ଲୋକଙ୍କ ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣ ଦରନ୍ତୁ ନି ଆପଣ ଯଦି ଏହାକୁ ଦେଖୁଛନ୍ତି ତେବେ ଏହା ପାଇଁ ଆପଣ ଦରନ୍ତୁ ନି । ଏହା ବିଶାୟରେ ଆମ ସ୍ଵପ୍ନ ଶାସ୍ତ୍ର ରେ ଲେଖା ଯାଇଛି । ଆପଣ ଯଦି ଏହି ସ୍ଵପ୍ନ ଦେଖୁଛନ୍ତି ଏହାର ମାନେ ସ୍ଵପ୍ନ ଶାସ୍ତ୍ର ରେ କୁହାଯାଇଛି କି ସବୁ ସ୍ଵପ୍ନ ପାଇଁ କିଛି ନା କିଛି ମାନେ ଥାଏ ।

ଆଜି ଆମେ କହିବା କି ଆମେ କେଉଁ ଭଳି ସ୍ଵପ୍ନ ଦେଖିବା ଦ୍ଵାରା ଆମର କଣ ହୁଏ । ଯଦି କେହି ମରୁତ ଅଛନ୍ତି ଓ ତାଙ୍କର ସ୍ଵପ୍ନ ରେ ସେ ଭଲ ରେ ଦେଖା ଯାଉଛନ୍ତି ତେବେ ଏହାର ମାନେ ହେଉଛି କି ତାଙ୍କର ଜନ୍ମ ଏକ ଭଲ ଜାଗାରେ ଜନ୍ମ ନେଇ ସାରିଛନ୍ତି ।

ଆପଣ ତାଙ୍କ ଚିନ୍ତା ଛାଡି ଦିଅନ୍ତୁ । ଆପଣ ଯଦି ମରୁତ ପରିଜନ ଙ୍କ ଅକାଳ ମୃତ ହୋଇଛି ମାତ୍ର ସେ ଆପଣଙ୍କୁ ସ୍ଵପ୍ନ ରେ ରୋଗିଣା ଆଦେଖା ଯାଉଛନ୍ତି ଏହାର ମାନେ ହେଉଛି କି ସେମାନେ ଆପଣଙ୍କୁ ନିଜ ମନର କିଛି ଅଧୁରା ଇଚ୍ଛା ଜାହିର କରିବା ପାଇଁ ଚାହୁଁ ଛନ୍ତି ।

ଏହାର ମାନେ ଏହା ହେଉଛି କି ଆପଣ ତାଙ୍କ ଅଧୁରା ଆସା କୁ ପୂରଣ କରିବାର ଉତ୍ତରଦାଇତ୍ଵ ନେବା ନିହାତି ଭାବେ ଦରକାର ଅଟେ ।  ଆପଣ ଏହା କରିବା ଦ୍ଵାରା ଆତ୍ମା କୁ ଶାନ୍ତି ମିଳି ଥାଏ ଓ ଏହା ଦ୍ଵାରା ବହୁତ ଶାନ୍ତି ବଢିଯାଇ ଥାଏ ।ଯଦି ଆପଣ ଆପଣଙ୍କ ପରିଜନ ଙ୍କ ଜୀବିତ ଥିବା ବେଳେ ଭି ମୃତ ଦେଖୁଛନ୍ତି । ତେବେ ଆପଣ ଦରନ୍ତୁ ନି ଏହା ଦ୍ଵାରା ସେହି ଲୋକର ଆୟୁଷ ବଢିଯାଇଛି । ଆମେ ଅନେକ ସମୟରେ ଏହାକୁ ନ ବୁଝି କାନ୍ଦି ଦେଇଥାଉ । ଏହା ସହ ମୃତ ପରିଜନ ଙ୍କୁ ଦେଖିବା ବେଳେ ଆପଣ ଅନୁଭବ କରି ଥାଉ ମାତ୍ର ସେମାନେ କିଛି କହି ନାହାଁନ୍ତି ।

ଏହାର ମାନେ ହେଉଛି ମୃତ ପରିଜନ ଆମକୁ ଆମ ଜୀବନର ଗତି କୁ ସୁଚାଇ ଦେଇ ଥାନ୍ତି । ଏହାର ମାନେ ଆମେ ଭୁଲ କମ କରୁଛେ । ଆପଣ ଯଦି ମୃତ ପରିଜନ ଙ୍କୁ ଦେଖୁଛନ୍ତି ଓ ସେ ଆପଣଙ୍କୁ ଆଶୀର୍ବଦ କରି ସେହି ଜାଗରୁ ଚାଲି ଯାଉଛନ୍ତି ତେବେ ଏହା ଦ୍ଵାରା କିଛି ଭଲ କାମ ହେବା ପାଇଁ ଯାଉଛି ବୋଲି ଜାଣି ନିଅନ୍ତୁ ।

ଯଦି ଆମେ ତାଙ୍କୁ ଦୁଃଖୀ ଥିବାର ଦେଖୁଛେ ତେବେ ଆପଣ କାମ ଯାହା ଅକରିବା ପାଇଁ ଯାଉଛନ୍ତି ତାକୁ ଅଟକାଇ ଦିଅନ୍ତୁ , ଆମ ପରିଜନ ଆମକୁ ସ୍ଵପ୍ନ ରେ ହିଁ ସଂକେତ ଦେଇ ଥାଉ । ଆମେ ଅନେକ ସମୟରେ ଆମେ ଦେଖି ଥାଉ କି ଆମ ପରିଜନ ମାନେ ଖାଇବା ପାଇଁ ମାଗି ଥାନ୍ତି କିମ୍ବା ବସ୍ତ୍ର ମାଗି ଥାନ୍ତି  ଶାସ୍ତ୍ର ଅନୁସାରେ ଏହାର ମାନେ ହେଉଛି ସେମାନେ ଭୋକିଲା ଅଛନ୍ତି । ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *