କାହାର ନାମ ଭାବି କୌଣସି ଗୋଟିଏ ବହି ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ । ଆଜିର ଏହି ବିଷୟ ବସ୍ତୁ ଟିର ସାହାର୍ଯ୍ୟ ରେ ଆପଣ ନିଜ ମନରେ ଥିବା ବ୍ୟକ୍ତି ଙ୍କର ମନର ଭାବ କୁ ଜାଣି ପାରିବେ । ଏହି ବିଷୟ ଉପରେ ଅନେକ ଥର ଅନେକ ପୋଷ୍ଟ ପୂର୍ବେ ବହୁଥର ଆସିଛି । କିନ୍ତୁ ଏଠାରେ ଜଣାଇ ଦେବୁ କି ସବୁବେଳ ସମସ୍ତ ଙ୍କର ମୁଡ୍ ଏକା ପରି ନଥାଏ । ସମୟ ର ସହ ମଣିଷ ର ବିଚାର ରେ ମଧ୍ୟ ଅନେକ ପରିବର୍ତ୍ତନ ଆସି ଯାଇଥାଏ ।

ତେଣୁ ଏପରି ରେ ଯଦି ଆପଣ ନିଜ ମନ ମଧ୍ୟରେ ଥିବା ବ୍ୟକ୍ତି ଙ୍କ ମନର ଭାବ କୁ ଜାଣିବାକୁ ଚାହୁଁଥାନ୍ତି, ତେବେ ଆପଣ ତାଙ୍କୁ ଚିନ୍ତା କରି ତଳେ ଥିବା ଦୁଇ ଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ ।

କିନ୍ତୁ ବନ୍ଧୁଗଣ ପ୍ରତ୍ଯେକ ଥର ପରି ଏହି ଥର ମଧ୍ୟ ଏଠାରେ ଆପଣ ଙ୍କୁ କହି ରଖୁଚୁ କି ଏହା କୌଣସି ପ୍ରସନାଲ ରିଡିଂ ନୁହେଁ ଏହା ଏକ ପ୍ରକାର ଜେନେରାଲ ରିଡିଂ ଅଟେ । ତେଣୁ କିଛି ଲୋକ ଙ୍କ ସହ ଏହା କନେକ୍ଟ ହେବା ସମୟ ରେ କିଛି ଲୋକ ଙ୍କ ସହ ଏହା କନେକ୍ଟ ହୋଇ ନ ଥାଏ ।

ତେଣୁ ଆପଣ ଏହାକୁ ନିଜର ମନୋରଞ୍ଜନ ପାଇଁ ମଧ୍ୟ ପଢି ପାରନ୍ତି । ତେବେ ବନ୍ଧୁଗଣ ଯଦି ଆପଣ ଉପରୋକ୍ତ ନମ୍ବର ମାନଙ୍କ ମଧ୍ୟରୁ 1 ନମ୍ବର କୁ ଚୟନ କରିଥାନ୍ତି, ତେବେ ଯେଉଁ ବ୍ୟକ୍ତି ଜଣକ ଙ୍କୁ ଚିନ୍ତା କରି ଆପଣ ଏହି ନମ୍ବର ଟି କୁ ଚୟନ କରିଛନ୍ତି, ସେହି ବ୍ୟକ୍ତିଙ୍କ ମନରେ ବର୍ତ୍ତମାନ ର ସମୟରେ ଆପଣ ଙ୍କର ଏକ ଏପରି ଛବି ବନି ଯାଇଛି କି, ସେ ଆପଣଙ୍କ ପାଇଁ ଏହି ସମୟରେ ଭାବୁଛନ୍ତି କି ଆପଣ କୌଣସି ଜରୁରତ ପାଇଁ ସହ ଅଛନ୍ତି ବ ଅତାଙ୍କୁ ନିଜର କିଛି କାମ ପାଇଁ ନିଜ ଜୀବନରେ ରଖିଛନ୍ତି । ହୁଏତ ଏହା ଆତଙ୍କର ଏକ ଭ୍ରମ ମଧ୍ୟ ହୋଇ ପାରେ । ତେଣୁ ଯଦି ଏପରି ନୁହେଁ ତେବେ ଆପଣ ଯଥା ଶୀଘ୍ର ହିଁ ତାଙ୍କ ମନରେ ଥିବା ଏହି ସଂଶୟ କୁ ଦୂର କରିବାକୁ ଚେଷ୍ଟା କରନ୍ତୁ ।

ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ଆପଣ ନମ୍ବର 2 କୁ ଚୟନ କରିଛନ୍ତି, ସେହି ବ୍ୟକ୍ତି ଙ୍କ ମନରେ ଆପଣ ଙ୍କ ପାଇଁ ଏକ ଏପରି ଛବି ଅଛି କି ସେ ଭାବନ୍ତି କି ଆପଣ ନିଜ ପରିବାରର ଲୋକ ଙ୍କୁ ନେଇ ଖୁବ ଅଧିକ ଦୁଃଖିତ ହୋଇ ଅଛନ୍ତି । ବା ଆପଣ ନିଜର ଅତୀତ କୁ ନେଇ ଖୁବ ଅଧିକ ଚିନ୍ତା କରିଥାନ୍ତି । କିନ୍ତୁ ସେ ଆପଣଙ୍କ ସହ ରହିବାକୁ ଚାହାଁନ୍ତି । ସେ ଆପଣଙ୍କୁ ଖୁବ ଅଧିକ ଭଲ ମଧ୍ୟ ପାଇଥାନ୍ତି । ତାଙ୍କୁ ଏପରି ଲାଗୁଛି କି ଆପଣ ଜୀବନରେ ବହୁତ ଦୁଃଖ ଦେଖିଛନ୍ତି, ସେ ସ୍ବାଉ ପରିସ୍ଥିତି ରେ ଆପଣଙ୍କ ସହ ହିଁ ରହିବାକୁ ଚାହାଁନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *