ଆପଣଙ୍କ ନାମର ପ୍ରଥମ ଅକ୍ଷର R, S, M, N, P, B ଅଛି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ଆମ ଜୀବନରେ କେତେବେଳେ ସୁଖ ତ ପୁଣି କେତେବେଳେ ଦୁଃଖ ଲାଗି ରହିଥାଏ । କିନ୍ତୁ ପ୍ରତ୍ଯେକ ବ୍ୟକ୍ତି ନିଜ ଜୀବନର ଭବିଷ୍ୟତ କୁ ଜାଣିବା ପାଇଁ ସବୁବେଳେ ନିଜର ଇଛା ପ୍ରକାଶ କରିଥାଏ । ଜ୍ଯୋତିଷ ଶାସ୍ତ୍ର ର ସହାୟତା ରେ ପ୍ରତ୍ଯେକ ବ୍ଯକ୍ତିର ନାମ ଓ ତାର ସ୍ଵଭାବ ବିଷୟରେ ଜାଣି ହୋଇଥାଏ । କାରଣ ପ୍ରତ୍ଯେକ ଅକ୍ଷର ର ଅଲଗା ଅଲଗା ମହତ୍ଵ ରହିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କ ମଧ୍ୟରେ କାହାର ମଧ୍ୟ ନାମ S, R, B, P, N ଓ M ମଧ୍ୟରୁ କୌଣସି ଅକ୍ଷର ରୁ ଆରମ୍ଭ ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହି ନାମର ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ଵ ବିଷୟରେ, ଯେଉଁ ବ୍ୟକ୍ତି ମାନଙ୍କର ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ, ସେମାନେ ଅତ୍ୟନ୍ତ ନ୍ୟାୟବନ୍ତ ହୋଇଥାନ୍ତି ।

ଏହି ମାନେ ନିଜ ପରିବାର ଓ ପ୍ରେମ ସାଥି ମାନଙ୍କୁ ନିଜର ସବୁକିଛି ଭାବିଥାନ୍ତି । ସ୍ବଭାବରୁ ଏମାନେ କିଛି ମାତ୍ରାରେ ରାଗି ମଧ୍ୟ ହୋଇଥା’ନ୍ତି । କିନ୍ତୁ କଠୋର ଅନ୍ୟାୟ ମଧ୍ୟ ଏହି ରାଶିର ଲୋକ ମାନେ ସହ୍ୟ କରି ପାରି ନଥା’ନ୍ତି । ଭଗବାନ ଙ୍କର କୃପାରୁ ଏହି ମାନଙ୍କର ଜୀବନରେ ନୂତନ ବର୍ଷ ଟି ଅନେକ ସାରା ଖୁସି ନେଇ କରି ଆସୁଅଛି ।

N ନାମର ବ୍ୟକ୍ତି ମାନେ ଅନେକ ଖୁଶିରେ ରହିବାକୁ ପସନ୍ଦ କରିଥାନ୍ତି ଏହାସହ ଏମାନେ ସବୁବେଳେ ସାଙ୍ଗ ସାଥି ଙ୍କ ସହ ମିଳି ମିସି ହୋଇ ରହିବାକୁ ପସନ୍ଦ କରିଥାନ୍ତି । M ଯେଉଁ ବ୍ୟକ୍ତି ମାନଙ୍କର ନାମ ଏହି ଅକ୍ଷର ରୁ ହୋଇଥାଏ ସେମାନଙ୍କର ସ୍ଵଭାବ ଖୁବ ଅଧିକ ଶାନ୍ତ ଓ ସରଳ ପ୍ରକୃତି ର ହୋଇଥାଏ ।

ଏମାନଙ୍କର ରୂପ ଓ ଗୁଣ ସବୁ କିଛି ଅତ୍ୟନ୍ତ ସୁନ୍ଦର ଥାଏ । ଏହି କାରଣ ରୁ ଏମାନଙ୍କୁ ସମସ୍ତେ ଖୁବ ଅଧିକ ପସନ୍ଦ ମଧ୍ୟ କରିଥାନ୍ତି । S ନାମର ବ୍ୟକ୍ତି ମାନେ ଖୁବ ଚାଳକ ଓ ଚତୁର ସ୍ଵଭାବର ହୋଇଥାନ୍ତି । ଏମାନେ ସବୁବେଳେ ନିଜର ମିଠା ମିଠା କଥାରେ ସମସ୍ତ ଙ୍କୁ କିଣି ରଖିବାକୁ ଚାହିଁ ଥାନ୍ତି ।

B ନାମ ର ବ୍ୟକ୍ତି ମାନେ ନିଜର ଲକ୍ଷ କୁ ସବୁବେଳେ ପୂରଣ କରିବାକୁ ଚାହିଁ ଥାନ୍ତି । ଏହା ସହ ଏମାନେ ସମସ୍ତଙ୍କ ସହ ଖୁବ କମ ସମୟରେ ନିଜର ବନ୍ଧୁତା ସ୍ଥାପନ କରି ଦେଇଥାନ୍ତି । ଏହି ବ୍ୟକ୍ତି ମାନଙ୍କ ପାଇଁ ଆଗକୁ ଖୁବ ଭଲ ସମୟର ଆଗମନ ହେବାକୁ ଯାଉଛି । R ନାମର ବ୍ୟକ୍ତି ମାନଙ୍କର ହୃଦୟ ଟି ଖୁବ ଭଲ ହୋଇଥାଏ ।

ଏମାନେ ଘର ଲୋକଙ୍କ ସହ ବାହାର ଲୋକଙ୍କୁ ମଧ୍ୟ ଖୁବ ଅଧିକ ଭଲ ପାଇଥାନ୍ତି । ଏମାନେ ସର୍ବଦା ସମସ୍ତ ଙ୍କର ହିଁ ଭଲ ଚିନ୍ତା କରିଥାନ୍ତି । ଏହାଛଡା ଏମାନେ କେବେ ମଧ୍ୟ କାହାର ଖରାପ ଚିନ୍ତା କରି ନଥାନ୍ତି । ତେବେ ଦର୍ଶକ ବନ୍ଧୁ ଆପଣ ମାନଙ୍କର ଆମର ଏହି ପୋସ୍ତ ଉପରେ କଣ ମାତା ମତ ରହିଛି ତାହ ଆପଣ ଆମକୁ କାମେଣ୍ଟ ମାଧୟମ ରେ ଜଣାଇବାକୁ ଭୁଲିବେଣୀ । ଧନ୍ୟବାଦ

Leave a Reply

Your email address will not be published. Required fields are marked *