ନିଜ ହୃଦୟରୁ ବାଛନ୍ତୁ 1 ବହି, ଜାଣନ୍ତୁ କଣ ଆପଣଙ୍କ ଭାଗ୍ୟରେ ଅଛି କୋଟିପତି ହେବାର ଯୋଗ ? ( Personality Test )

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏକ ନୂତନ କାର୍ଡ ରିଡିଂ ର ବିଷୟ ଯାହାଦ୍ଵାରା ଆପଣ ଜାଣି ପାରିବେ କି ଆସୁଥିବା ସମୟ ଟି ଆପଣଙ୍କ ପାଇଁ କେଉଁ ଭଳି ଖୁସି ର ଖବର ମାନ ନେଇ କରି ଆସୁଅଛି । ଆପଣ ମାନେ ତଳେ ଦିଆ ଯାଇଥିବା ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର ଈଶ୍ଵର ଙ୍କୁ ସ୍ମରଣ କରି ବାଛି ନିଅନ୍ତୁ ।

ଦେଖିବା ଆପଣଙ୍କ ପାଇଁ କେଉଁ ଭଳି କାର୍ଡ ଆସିବ ଓ ଈଶ୍ଵର ଙ୍କର କେଉଁ ଭଳି ସନ୍ଦେଶ ରହିଛି । ତେବେ ଆଜିର ଏହି ରିଡିଂ ଟିକୁ ଆରମ୍ଭ କରିବା ପୂର୍ବରୁ କହି ରଖିବୁ କି ଏହା ଏକ ପ୍ରକାରର ଜେନେରାଲ ରିଡିଂ ଅଟେ । ଏହି କାରଣ ରୁ ହିଁ ଏହା ବେଳେବେଳେ କିଛି ଲୋକ ଙ୍କ ସହ କନେକ୍ଟ ହୋଇ ନଥାଏ ।

ଆସନ୍ତୁ ଜାଣିବା ଯେଉଁ ମାନେ ମଧ୍ୟ ନମ୍ବର 1 ର ଚୟନ କରିଛନ୍ତି, ସେମାନଙ୍କର କେଉଁ ଇଛା ଟି ପୂରଣ ହେବାକୁ ଯାଉଛି, ବନ୍ଧୁଗଣ କିଛି ଏପରି ସମସ୍ଯା ଯାହା ଆପଣଙ୍କୁ ବହୁ ଦିନରୁ ଘେରି ରହିଥିଲା ସେ ସବୁ ରୁ ଆପଣ ଆସୁଥିବା ସମୟରେ ମୁକ୍ତ ହୋଇଯିବେ ।

ଏହା ଆପଣଙ୍କ ପାଇଁ ଏକ ଖୁସିର ଖବର ଅଟେ । ଆପଣ ଙ୍କ ପାଇଁ ୟୁନିଭର୍ସ ତରଫ ରୁ ଏହି ସନ୍ଦେଶ ଅଛି କି ଆପଣ କୌଣସି ବିଷୟରେ ଅନ୍ୟ କାହା ଉପଦେଶ ନିଅନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ଭୁଲ ନିସ୍ପତି ହୋଇ ପାରେ । ଯେଉଁ ମାନେ ମଧ୍ୟ ନମ୍ବର 2 ର ଚୟନ କରିଛନ୍ତି,

ଆପଣଙ୍କ ପାଇଁ ଖୁସି ର ଖବର ଏହାକି ଆପଣଙ୍କ ଜୀବନରେ ଆସୁଥିବା ସମୟ ରେ ଏକ ନୂଆ ଆରମ୍ଭ ହେବ । ଏହି ଆରମ୍ଭ ଆପଣ ନ୍କୁଜୀବନରେ ଅନେକ ସଫଳତା ମଧ୍ୟ ଦେବାରେ ସହାୟକ ହେବ। ଆପଣ ଙ୍କ ପାଇଁ ୟୁନିଭର୍ସ ତରଫ ରୁ ଏହି ସନ୍ଦେଶ ଅଛି କି ଆପଣ କୌଅଂଶୀ ପରିସ୍ଥିତି ରେ ମଧ୍ୟ ବ୍ୟତି ବ୍ୟସ୍ତ ହେବେ ନାହିଁ ।

ନମ୍ବର 3 କୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ସେମାନଙ୍କ ପାଇଁ ଏକ ସନ୍ଦେଶ ରହିଛି କି ଆପଣ ମାନଙ୍କୁ ଆସୁଥିବା ସମୟରେ କିଛି ନୂଆ ଦେଖିବାକୁ ମିଳିବ । ଆପଣଙ୍କ ଭାଗ୍ୟର ଦ୍ଵାର ଆପଣଙ୍କ ପାଇଁ ଖୋଲି ଯାଇଛି । ଆପଣଙ୍କୁ ଏହି ସମୟରେ ସେ ସବୁକିଛି ମିଳିବ ଯାହା ଆପଣ ଇଛା କରିଥିଲେ ।

ଆପଣଙ୍କ ପାଇଁ ୟୁନିଭର୍ସ ତରଫ ରୁ ଏହି ଏକ ସନ୍ଦେଶ ଅଛିକି, ଆପଣ ମାତ୍ର ନିଜର ଆସ୍ଥା ଓ ବିଶ୍ବାସ ୟୁନିଭର୍ସ ତରଫରୁ କମ ହେବାକୁ ଦିଅନ୍ତୁ ନାହିଁ । ଖୁବ ଭଲ ସମୟ ଟି ଆପଣ ମାନଙ୍କ ପାଇଁ ଆସୁଅଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *