ନଭେମ୍ବର 26 ରେ ବୁଧ ଗ୍ରହର ରାଶି ପରିବର୍ତ୍ତନ, ଏହି 2ଟି ରାଶିର ଖୋଲିବ ଭାଗ୍ଯର ତାଲା

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଭେମ୍ବର ୨୬ ରେ ତୁଳା ରାଶି ଓ କୁମ୍ଭ ରାଶିରେ କିଛି ଖାସ ପରିବର୍ତ୍ତନ ହେବାକୁ ଯାଉଛି । ବୁଧ ଗ୍ରହର ପରିବର୍ତ୍ତନ ଯୋଗୁ ଏହି ଦୁଇଟି ରାଶି ମାନଙ୍କର ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଏହାର କେଉଁ ଭଳି ପ୍ରଭାବ ରହିବ ଆସନ୍ତୁ ଜାଣିବା । କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ କିଛି ଖାସ ରହିବ ।

ଆପଣଙ୍କର ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଲାଭ ମିଳିବା ସହ ନୂଆ ନିବେଶ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ରେ ବୃଦ୍ଧି ହେବ । ଆପଣଙ୍କର ଅଟକି ଥିବା କାମ ପୂରଣ ହେବ । କର୍ମ କ୍ଷେତ୍ର ରେ ଆପଣଙ୍କର ଭାଗ୍ୟ ର ତାଲା ଖୋଲିବାକୁ ଯାଉଛି । ସମାଜ ରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ ।

ଆପଣଙ୍କର ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ପରିବାର ଲୋକଙ୍କ ସହ ଆପଣ ଧାର୍ମିକ ସ୍ଥଳ କୁ ଯାତ୍ରା କରିବେ । ଆପଣ ଅନେକ ଚେଷ୍ଟା କରିବେ ଯାହା ଦ୍ଵାରା ସଫଳତା ହାସଲ କରିବେ । ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେବ । ଭବିଷ୍ୟତ ପାଇଁ ଆପଣ ନୂଆ ପ୍ଳାନ କରିବେ । କୌଣସି ପ୍ରୋଜେକ୍ଟ କୁ ନେଇ ଆପଣ ପ୍ରଶଂସାର ପାତ୍ର ହେବେ । ବୈବାହିକ ଜୀବନରେ ହସ ଖୁସିର ଲହରୀ ଖେଳିଯିବ ।

ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ ସମୟ ଶୁଭ ରହିବ । ଆପଣଙ୍କର ଦାଂପତ୍ଯ ଜୀବନରେ ହସ ଖୁସିର ସମୟ ରହିବ । ଅପାନ କୌଣସି କାର୍ଯ୍ୟ ରେ ସଫଳ ହେବେ । ଆପଣ ନିଜର ଲକ୍ଷ୍ୟ ପୂରଣ କରିବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । କୌଣସି କାମ କରିବା ପୂର୍ବ ରୁ ବଡ ମାନଙ୍କ ଅନୁମତି ନିଅନ୍ତୁ । ସନ୍ତାନ ମାନଙ୍କ ତରଫରୁ ଆପଣ କୌଣସି ଖୁସି ଖବର ଶୁଣିବାକୁ ପାଇବେ ।

କୌଣସି ନିସ୍ପତି ନେବା ପୂର୍ବ ରୁ ଆପଣ ବିଚାର ବିମର୍ଶ କରନ୍ତୁ । ଆପଣଙ୍କର ପିତାଙ୍କ ସହ ଭଲ ସମୟ ରହିବା ସହ ସମର୍ଥନ ମଧ୍ୟ ମିଳିବ । ଆପଣଙ୍କ ପ୍ରେମ ଜୀବନ ସଫଳ ହେବ । ଆପଣଙ୍କୁ ସବୁ ପ୍ରକାରର ଖୁସି ପ୍ରାପ୍ତି ହେବାକୁ ଯାଉଛି । ଧନ ଜନିତ ସମସ୍ୟା ସବୁ ଦୂର ହେବ ।

ଆପଣଙ୍କ ମନରେ ଥିବା ସମସ୍ତ ନକାରାତ୍ମକ ଚିନ୍ତାଧାରା ସବୁ ଶେଷ ହେବ । ଆପଣ ଯେଉଁ କାମର ହାତ ଦେବେ ସେଥିରେ ସଫଳତା ଅବଶ୍ୟ ପାଇବେ । ଆପଣଙ୍କ ଖୁସିର ସମୟ ଆରମ୍ଭ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *