Jyotish Shastra- ନୂଆ ବର୍ଷ 2022 ର ସବୁଠୁ ଧନୀ ଓ ଭାଗ୍ୟଶାଳୀ ଅଟନ୍ତି ଏହି 3 ଟି ରାଶି, ଦେଖନ୍ତୁ ଏହା ଆପଣଙ୍କ ରାଶି ବି ହୋଇପାରେ !

ବନ୍ଧୁଗଣ ଆଊ କିଛି ଦିନ ପରେ ଆସିବାକୁ ଯାଉଛି ନୂଆ ବର୍ଷ ମାନେ ୨୦୨୨ । ତେହି ଏହି ନୂଆ ବର୍ଷ ଆରମ୍ଭ ଠାରୁ ଗ୍ରହ ମାନଙ୍କ ଚଳନ ଏମିତି କିଛି ହେବାକୁ ଯାଉଛି ଯେ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଆସିଥିବା ସମସ୍ତ ଉତନ ପତନ ଗ୍ରହ ମାନଙ୍କ ସ୍ଥିତି ପରିବର୍ତ୍ତନ କାରଣରୁ ହୋଇଥାଏ । ତେବେ ଏହି ନୂଆ ବର୍ଷରେ କିଛି ରାଶି ମାନଙ୍କ ଭାଗ୍ୟ ଏମିତି କିଛି ବଦଳିବ ଯେ ଏହି ରାଶି ମାନଙ୍କ ପାଇଁ ଭାଗ୍ୟ ଚମକିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ।

ବୃଷ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବର୍ଷ ୨୦୨୨ ବହୁତ ଶୁଭଫଳ ଦେବ । ଆପଣ ଯେକୌଣସି କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ହାସଲ କରିବେ । ଆପଣଙ୍କ ସମସ୍ତ ଦୁଃଖ ଦୂର ହେବ । ଆପଣ ଯଦି କୌଣସି କଥାକୁ ନେଇ ଚିନ୍ତାରେ ଥିଲେ ତେବେ ସେହି ଚିନ୍ତା ସବୁ ଦୂର ହେବ । ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ଯାହା ଆଗାମୀ ସମୟରେ ଆପଣଙ୍କ ପାଇଁ ଲାଭଦାୟକ ହେବ । ଧନ ପ୍ରାପ୍ତି ମଧ୍ୟ ହେବ ।

ମିଥୁନ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ବର୍ଷ ଶୁଭଦାୟକ ରହିବ । ଏମାନଙ୍କ ଜୀବନ ରେ କେବଳ ଖୁସି ର ଆଗମନ ହେବ । ଏହି ରାଶି ଥିବା ବ୍ୟକ୍ତି ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ । ଏହା ସହିତ ଚାକିରୀ କ୍ଷେତ୍ରରେ ମଧ୍ୟ ଉନ୍ନତି ହାସଲ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଧନ ଲାଭ ହେବାର ମଧ୍ୟ ସମ୍ଭାବନା ରହିଛି । ବୈବାହିକ ଜୀବନରେ ଖୁସି ମିଳିବ ।

ମକର ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ଶରୀର ସୁସ୍ଥ ରହିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ । ବିଦେଶ ଯାତ୍ରା ଏବଂ ଧର୍ମ କ୍ଷେତ୍ରରେ କିଛି ବିଘ୍ନ ଘଟିପରେ । ଦ୍ରବ୍ୟଲାଭ ର କିଛି ଯୋଗ ରହୁଅଛି । ପାତିବାରିକ ସୁଖ ପ୍ରାପ୍ତ ହେବ । ଚାକିରି ରେ ପ୍ରତିଷ୍ଠିତ ଏବଂ ବ୍ୟବସାୟ ରେ ଖୁବ ଲାଭବାନ ହେବେ । ଏହି ମାସରେ ଆପଣ କିଛି ବିପତ୍ତି ର ସମୁଖୀନ ମଧ୍ୟ ହୋଇପାରନ୍ତି ।

କିଛି ବନ୍ଧୁ ଦୂରେଇ ଯାଇ ପାରନ୍ତି । ପାରିବାରିକ ଜୀବନ ସୁଖମୟ ରହିବ । ଚାକିରି କ୍ଷେତ୍ରରେ ଆପଣଙ୍କ ର ବଦଳି ହେବାର ସମ୍ଭାବନା ରହୁଅଛି । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟ ରେ ଲାଭ ହେବ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *