ଆଜି ରାତି ଠାରୁ ବୁଧଙ୍କ ଓଲଟା ଚଳନ, ଏହି 3 ରାଶି ହୋଇ ଯାଆନ୍ତୁ ସାବଧାନ ନହେଲେ ଭୋଗିବେ କିଛି ଏମିତି

ବନ୍ଧୁଗଣ ଆମ ଜୀବନରେ ଆସିଥିବା ସମସ୍ତ ଉତ୍ତନ ଏବଂ ପତ୍ତନ ଗ୍ରହ ମାନଙ୍କ ସ୍ଥିତି ପରିବର୍ତ୍ତନ ଯୋଗୁଁ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ମାନଙ୍କ କାରଣରୁ କେବେ ଆମକୁ ଖୁସି ମିଳିଥାଏ ତ ପୁଣି କେବେ ଆମକୁ ବିଭିନ୍ନ ପ୍ରକାରର ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ । ତେବେ ବର୍ତ୍ତମାନ ବୁଦ୍ଧ ଗ୍ରହ ବକ୍ରୀ ଅବସ୍ଥାରେ ରହିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ଗ୍ରହ ବକ୍ରି ଅବସ୍ଥାରେ ରହିଲେ ଏହା ଭଲ ଫଳାଫଳ ଦେଇନଥାଏ । ଯେଉଁ କାରଣରୁ ୩ ରାଶି ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ।

କନ୍ୟା ରାଶି:- ବୁଦ୍ଧ ଗ୍ରହ ବକ୍ରି ହୋଇଥିବାରୁ ଆପଣଙ୍କୁ ଆର୍ଥିକ କ୍ଷତି ହୋଇପାରେ । ଆପଣ କୌଣସି ଭଲ କାର୍ଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ ତାହା ହୋଇପାରିବ ନାହିଁ । ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଖରାପ ରହିବାକୁ ଯାଉଛି । ଆପଣ କୌଣସି ନିଷ୍ପତି ନେବା ଆଗରୁ ବାରମ୍ବାର ଭାବନ୍ତୁ । ଏବଂ ଭଗବାନ ଙ୍କୁ ସ୍ମରଣ କରି ନିଷ୍ପତି ନିଅନ୍ତୁ । ଆପଣଙ୍କ ଖରାପ ସମୟ ସହ କିଛି ଖୁସି ଖବର ମଧ୍ୟ ମିଳିବାକୁ ଯାଉଛି ।

ସିଂହ ରାଶି:- ବୁଦ୍ଧ ବକ୍ରି ଗୋଚର ଯୋଗ ପାଇଁ ଆପଣଙ୍କ ଆଗାମୀ ସମୟରେ ସୁଖ ଏବଂ ଦୁଃଖ ମିଳିମିଶି ରହିବ । କେତେବେଳେ ଆପଣ ଖୁସି ହେବେ ତ କେତେବେଳେ ଦୁଃଖୀ ମଧ୍ୟ ହେବେ । ଆପଣ ନିଜ ମନ ଭିତରକୁ ନକାରାତ୍ମକ ଭାବନାକୁ ଆସିବାକୁ ଦିଅନ୍ତୁ ନାହିଁ । ଆପଣ ନିଜ ଚେଷ୍ଟା ଦ୍ୱାରା କଠିନ ରୁ କଠିନ ପରିସ୍ଥିତିରୁ ମୁକ୍ତି ପାଇବେ । ଆପଣ ବୁଦ୍ଧ ଦେବଙ୍କୁ ପାର୍ଥନା କରନ୍ତୁ ।

ବୃଷ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଏହି ବୁଦ୍ଧ ବକ୍ରି ବହୁତ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଯାହା ବର୍ତ୍ତମାନ ସମୟରେ ଆପଣଙ୍କ ପାଇଁ କ୍ଷତି ହୋଇପାରେ କିନ୍ତୁ ଆଗାମୀ ସମୟରେ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କୁ ପାରିବାରିକ ଅଶାନ୍ତି ର ସମ୍ମୁଖୀନ ହେବାକୁ ପଡିବ । ଘରେ ସଦା ସର୍ବଦା ବିବାଦ ଲାଗିରହିବ ।

କେଉଁଠି ଯଦି ଝଗଡ଼ା ହେଉଥାଏ ତେବେ ଆପଣ ସେହି ସ୍ଥାନକୁ ଯାଆନ୍ତୁ ନାହିଁ । ଝଗଡ଼ା ବିବାଦ ଠାରୁ ଦୂରେଇ ରୁହନ୍ତୁ । ବୁଧବାର ଦିନ ବୁଦ୍ଧ ଦେବଙ୍କୁ ସ୍ମରଣ କରି ଘରୁ ବାହାରନ୍ତୁ । ତେବେ ବନ୍ଧୁଗଣ ବୁଦ୍ଧ ଦେବଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ବୁଦ୍ଧ ଦେବ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *