Odia GK;- କେଉଁ ଜୀବ ତା’ର ନାକ ଦ୍ଵାରା ସବୁ କାମ କରିଥାଏ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କିମ୍ବା କୌଣସି ପ୍ରାଇଭେଟ ଚାକିରି ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ରହିବ । ଯେକୌଣସି ପରୀକ୍ଷା ହେଉ ଆଜିକାଲି ଏପରି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସାଧାରଣ ଲାଗୁଥିଲେ ମଧ୍ୟ ଅନେକ ପିଲା ଏହାର ଉତ୍ତର ଜାଣି ନଥାନ୍ତି । ତେବେ ଚାଳନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତା’ର ଉତ୍ତର ।

୧:- କିଏ ମୁଣ୍ଡରେ ପାଣି ଧରି ଦିନରାତି ଠିଆ ହୋଇଥାଏ ?

ଉତ୍ତର:- ନଡ଼ିଆ ଗଛ

୨:- କେଉଁ ଫଳ ସହିତ ଜାପାନ, ଚାଇନା, ନାଗପୁର ଏବଂ ବେଲେଂଶିଆର ସମ୍ବନ୍ଧ ରହିଛି ?

ଉତ୍ତର:- କମଳା

୩:- ବ୍ଯାଙ୍କରୁ ନେଇଥିବା ଋଣ ପରିଶୋଧ କରିବା ସମୟରେ ଆମେ ‘EMI’ ଶବ୍ଦ ଶୁଣିଥାଉ । ଏଠାରେ ‘EMI’ ର ଫୁଲ୍ ଫର୍ମ କଣ ?

ଉତ୍ତର:- Equated Monthly Installment

୪:- ଭାରତର ପଡୋଶୀ ରାଷ୍ଟ୍ର ମାନଙ୍କ ମଧ୍ୟରୁ କେଉଁଟି ଆକାରରେ ସବୁଠୁ ଛୋଟ ?

ଉତ୍ତର:- ଭୁଟାନ

୫:- ରାମାୟଣ କଥା ଅନୁସାରେ ରାଜା ଭାଗୀରଥୀ ପୃଥିବୀ ପୃଷ୍ଠରେ ଗଙ୍ଗା ସ୍ପର୍ଶ କରିବା ପୂର୍ବରୁ ଏହାର ବେଗ କମ୍ କରିବା ପାଇଁ କାହାକୁ ଅନୁରୋଧ କରିଥିଲେ ?

ଉତ୍ତର:- ଶିବ

୬:-କେଉଁ ଜୀବ ଉଭୟ ଲିଙ୍ଗୀ ହୋଇଥାଏ ?

ଉତ୍ତର:- ଜିଆ ଏପରି ଏକ ଜୀବ ଯାହା ଉଭୟ ଲିଙ୍ଗୀ ହୋଇଥାଏ ।

୭:- ମୁଁ ସବୁଜ, ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି । ମୁଁ କିଏ ?

ଉତ୍ତର:- ଗୁଜୁରାତି

୮:- କାହାର ମୃତ୍ୟୁ ଦିବସକୁ ଭାରତରେ ପ୍ରତିବର୍ଷ ଶହୀଦ ଦିବସ (Martyrs’ Day) ରୂପେ ପାଳନ କରାଯାଏ ?

ଉତ୍ତର:- ମହାତ୍ମା ଗାନ୍ଧୀ

୯:- ସାହିତ୍ଯ ଏକାଡେମୀର ମୁଖ୍ୟ କାର୍ଜ୍ୟାଳୟ ଭାରତର କେଉଁ ସହରରେ ଅବସ୍ଥିତ ?

ଉତ୍ତର:- ନୂଆଦିଲ୍ଲୀ

୧୦:- କେଉଁ ପ୍ରସିଦ୍ଧ କବି ଏବଂ ନାଟ୍ଯକାର ଏକ ବୃକ୍ଷର ଅଗ୍ରଭାଗରେ ବସି ମୂଳକୁ ହାଣୁଥିଲେ ?

ଉତ୍ତର:- କାଳିଦାସ

୧୧:- ସୌନ୍ଦର୍ଜ୍ୟ ଉପଚାର ବ୍ଲୋ ଡ୍ରାଇ ଶରୀରର ଉପର ଭାଗରେ ହୋଇଥାଏ ନା ତଳ ଭାଗରେ ?

ଉତ୍ତର:- ଉପର ଭାଗରେ

୧୨:- ମୁଖ୍ୟମନ୍ତ୍ରୀ ହେବ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେଉଁ ସରକାରୀ ସେବାରେ ନିଯୁକ୍ତ ଥିଲେ ?

ଉତ୍ତର:- ଭାରତୀୟ ରାଜସ୍ୱ ସେବା

୧୩:- କିଏ ପଞ୍ଜାବ କେଶରୀ ନାମରେ ପ୍ରସିଦ୍ଧ ଥିଲେ ?

ଉତ୍ତର:- ଲାଲା ଲାଜପତ ରାୟ

୧୪:- ରାମାନନ୍ଦ ସାଗରଙ୍କ ରାମାୟଣ ସିରିଏଲରେ କିଏ ରାବଣ ଭୂମିକାରେ ଅଭିନୟ କରିଥିଲେ, ଯାହାଙ୍କର ନିକଟ ଅତୀତରେ ବିୟୋଗ ହୋଇଛି ?

ଉତ୍ତର:- ଅରବିନ୍ଦ ତ୍ରିବେଦୀ

୧୫:- କେଉଁ ଜୀବ ତା’ର ନାକ ଦ୍ଵାରା ସବୁ କାମ କରିଥାଏ ?

ଉତ୍ତର:- ହାତୀ

ତେବେ ବନ୍ଧୁଗଣ ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *