ଓଡ଼ିଆ ହିରୋଇନ୍ ମାନଙ୍କର ପ୍ରକୃତ ଘର କେଉଁଠି ?

ମଣିଷ ତା ଜୀବନ ରେ କାର୍ଯ୍ୟ ମଧ୍ୟ ରେ ବହୁତ ବ୍ୟସ୍ତ ରହୁଥାଏ । ତେବେ କିଛି ସମୟ ମଣିଷ ନିଜର ଚିନ୍ତା ଆଦିକୁ ଭୁଲି ଟିକେ ନିଜର ମନୋରଞ୍ଜନ ପାଇଁ ପାଇଁ ଟିଭି , ଫୋନ ଆଦି ଦେଖିଥାଏ । ତେବେ ଆଜି କାଲି ଟିଭି ଓ ଫୋନ ରେ ଅନେକ ସିରିଆଲ ଆଦି ଆସୁଛି । ଆମେ ସମସ୍ତେ ତ ଫିଲ୍ମ ନିଶ୍ଚୟ ଦେଖିଥାଉ । ତେବେ ସେହି ଚଳଚିତ୍ର ରୁ କିଛି ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରତିଭା ଆମର ମନ ଜିଣି ନେଇଥାଏ ।

ଆମ ଓଲିଉଡ ଜଗତରେ ଏହି ଭଳି ଅନେକ କଳାକାର ମାନେ ଅଛନ୍ତି ଯେଉଁମାନେ କି ଅନେକ ଲୋକଙ୍କ ର ପ୍ରିୟ ର ପାତ୍ର ହୋଇଥାନ୍ତି । ଆମ ସମସ୍ତ ଙ୍କ ମନରେ କିଛି ନା କିଛି ଆଶା ଓ ଇଛା ରହିଥାଏ ଯେ ଆମେ ଆମର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ସମ୍ଭନ୍ଧରେ ଜାଣିବା ପାଇଁ ।

ତେବେ ଆଜି ଆମେ ଜାଣିବା ସେହି ଭଳି କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନଙ୍କ ବିଷୟରେ । ଏହି ଅଭିନେତ୍ରୀ ମାନେ ଘରେ ଘରେ ଭଲ ଭାବେ ପରିଚିତ । ଏହି ଅଭିନେତ୍ରୀ ମାନଙ୍କ ର ପ୍ରକୃତ ଘର କେଉଁ ଠାରେ ରହିଛି ଅର୍ଥାତ କେଉଁ ସ୍ଥାନ ରେ ତାଙ୍କ ପିଲା ବେଳ ବିତିଛି । ତାହା ଆମେ ଜାଣିବା । ତେବେ ପ୍ରଥମେ ହେଉଛନ୍ତି ଶିବାନୀ ।

ଅଭିନେତ୍ରୀ ଶିବାନୀ ଙ୍କର ପ୍ରକୃତ ଘର ହେଉଛି ଖୋର୍ଦ୍ଧା । ଦ୍ଵତୀୟ ଅଭିନେତ୍ରୀ ହେଉଛନ୍ତି ରିୟା । ରିୟଙ୍କର ପ୍ରକୃତ ଘର ବାଲେଶ୍ଵର ଜିଲା ରେ ଅବସ୍ଥିତ । ତୃତୀୟ ଅଭିନେତ୍ରୀ ହେଉଛନ୍ତି ଏଲିନା । ଏଲିନାଙ୍କ ନିଜର ଘର ହେଉଛି ଭଦ୍ରକ । ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଭୂମିକା । ତେବେ ଭୂମିକା ଙ୍କର ନିଜ ଘର ହେଉଛି ରାଉଲକେଲା ।

ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ସନମୀରା । ତାଙ୍କର ପ୍ରକୃତ ଘର ହେଉଛି ମୟୁରଭଞ୍ଜ ଜିଲ୍ଳା । ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ସମ୍ଭାବନା । ସମ୍ଭାବନାଙ୍କର କଟକ ଜିଲ୍ଲାରେ ଘର ରହିଥାଏ । ସପ୍ତମ ଅଭିନେତ୍ରୀ ହେଉଛନ୍ତି ଝିଲିକ । ଝିଲିକ ଙ୍କର ଘର ହେଉଛି କଲିକତା ରେ । ଝିଲିକି ବଙ୍ଗାଳି ଅଟନ୍ତି । ଅଷ୍ଟମ ଅଭିନେତ୍ରୀ ହେଉଛନ୍ତି ପ୍ରକୃତି ମିଶ୍ର ।

ପ୍ରକୃତି ଙ୍କର ଘର ହେଉଛି ଖୋର୍ଦ୍ଧା ରେ । ନବମ ଅଭିନେତ୍ରୀ ହେଉଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ । ତେବେ ବର୍ଷାଙ୍କର ଶାଶୁ ଘର କଟକ ଜିଲ୍ଲାରେ କିନ୍ତୁ ତାଙ୍କ ପ୍ରକୃତ ଘର ହେଉଛି ଖୋର୍ଦ୍ଧା ଜିଲ୍ଲାରେ । ଦଶମ ଅଭିନେତ୍ରୀ ହେଉଛନ୍ତି ଅନୁଭା । ଅଭିନେତ୍ରୀ ଅନୁଭାଙ୍କ ଘର ହେଉଛି ଖୋର୍ଦ୍ଧା ଜିଲ୍ଲାରେ । ଏଗାର ରେ ହେଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଘର ମଧ୍ୟ ଖୋର୍ଦ୍ଧା ଜିଲ୍ଲା ରେ ଅବସ୍ଥିତ । ତେବେ ଏହା ଥିଲା କିଛି ଲୋକ ପ୍ରିୟ ଅଭିନେତ୍ରୀମାନଙ୍କ ବିଷୟରେ କିଛି ଟିପ୍ପଣୀ । ଅଭିନେତ୍ରୀ ମାନଙ୍କ ଘର କେଉଁ ସ୍ଥାନ ରେ ରହିଛି ତାହା ବିଷୟରେ କିଛି ଟିପ୍ପଣୀ ।

Leave a Reply

Your email address will not be published. Required fields are marked *