ବାଟରେ ଶବ ଯାତ୍ରା ଦେଖିବା ମାତ୍ରେ କରନ୍ତୁ ଏହି 3ଟି କାମ ସବୁ ମନକାମନା ପୂର୍ଣ ହେବ

ଆମେ ଜାଣିଛୁ ଜୀବନରେ ଜନ୍ମ ମୃତ୍ୟୁ ସୁନିଶ୍ଚିତ ।  ଯିଏ ଜନ୍ମ ହୁଏ ତାହାର ମୃତ୍ୟୁ ବ ହୋଇଥାଏ ।  ଜନ୍ମ ବା ମୃତ୍ୟୁ ଦୁଇ ଟି ଜିନିଷ କେତେବେଳେ ଓ କେଉଁ ସମୟରେ ବା କେଉଁ ସ୍ଥାନରେ ହେବ ଏହା କେହି ବି କହିପାରିବେ ନାହି ।  ଜୀବନର କୌଣସି ଭରସା ନାହି କେତେ ବେଳେ ଏହା ଚାଲିଯିବ କେହି ଜାଣି ନାହାନ୍ତି ।  ତେବେ ଭଗବାନ ଶ୍ରୀ କୃଷ୍ଣ ଭଗବତ ଗୀତା ରେ ଶ୍ରୀ କୃଷ୍ଣ କହିଛନ୍ତି ମଣିଷର ମୃତ୍ୟୁ ସୁନିଶ୍ଚିତ ।  ପ୍ରତେକ ମଣିଷର ଜୀବନରେ ମୃତ୍ୟୁ ଆସିବା ଧାର୍ଯ୍ୟ ଅଟେ ।

ତେବେ ଆମ ହିନ୍ଦୁ ଧର୍ମ ରେ ଜନ୍ମ ଓ ମୃତ୍ୟୁ ଏହି ଦୁଇଟି ଜିନିଷ ପାଇଁ ଶାସ୍ତ୍ର ରେ ଅନେକ ରୀତି ନୀତି ଉଲ୍ଲେଖ ଅଛି ।  ତେବେ ଆମ ଶାସ୍ତ୍ର ରେ କୁହାଯାଇଛି ଯେ ଯଦି  କୌଣସି  ମଣିଷର ମୃତ୍ୟୁ ଯଦି ହୋଇଯାଏ ତେବେ ତାହାର ଶବ ସତ୍କାର ଦିନ ଠାରୁ ୧୩  ଦିନ ପର୍ଯ୍ଯନ୍ତ ଅନେକ ରୀତି ନୀତି ହୋଇଥାଏ ।

ତେବେ ଆପଣ ଜାଣିଛନ୍ତି କି ଶବ ଦେଖିବା ଦ୍ଵାରା ଆପଣଙ୍କର ମନ ସ୍କାମନା ପୂର୍ଣ ହୋଇଥାଏ ?  ହଁ ଏହା ସତ ଅଟେ ।  ଆପଣ ଯଦି ବାଟରେ ଯିବା ବେଳେ ବା ଅନ୍ୟ କୌଣସି ସ୍ଥାନରେ ଯଦି ଶବ ଦେଖନ୍ତି ତେବେ ଆପଣ ୩ ଟି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ମନରେ ଥିବା କାର୍ଯ୍ୟ ପୂର୍ଣ ରେ ପରିଣତ ହୋଇଥାଏ ।

ତେବେ ପ୍ରଥମ କାର୍ଯ୍ୟ ହେଉଛି ଯଦି ଆପଣ ବାଟରେ ଗଲା ବେଳେ କୌଣସି ଶବ ଦେଖନ୍ତି ତେବେ ଆପଣ ମନରେ ଶିବ ଶିବ ଉଛାରଣ କରିବେ ।  ଏପରି କରିବା ଦ୍ଵାରା ଆପଣ ମନରେ ଭଗବାନ ଙ୍କୁ ଜପ କରିଲେ ।  ଆଉ ଶବ କୁ ଶିବ କହିବା ଦ୍ଵାରା ଆପଣ ସେହି ଶବର ମୁକ୍ତି ପାଇଁ ପ୍ରାଥନା କାଲେ । ଅର୍ଥାତ ଅତୃପ୍ତ ହୋଇ ବୁଲୁଥିବା ଆତ୍ମା ଶାନ୍ତି ପାଇଥାଏ ।

ତେଣୁ ଏହା ଏକ ଧାର୍ମିକ କାର୍ଯ୍ୟ ଅଟେ । ସେହି ଭଳି ଦ୍ଵିତୀୟ କାର୍ଯ୍ୟ ହେଉଛି ଶବ ଜ୍ଜେଉନ ପଟେ ଯିବା ହୋଇଥାଏ ଶୁଭ ।  ଆମ ହିନ୍ଦୁ ଶାସ୍ତ୍ର ରେ ଏହି କଥା ର ଅନେକ ମାନ୍ୟତା ରହିଛି ।  ଶବ ସର୍ବଦା କେଉଁ ପଟେ ଯିବା ଦ୍ଵାରା ଆପଣଙ୍କର ଶୁଭ କି ଅଶୁଭ ହୋଇଥାଏ ? । ତେଣୁ ସର୍ବଦା ମାନେ ରଖିବେ ଶବ ସର୍ବଦା ଆପଣଙ୍କ ର ଡାହାଣ ପାର୍ଶ୍ଵ ଦେଇ ଯିବା ଉଚିତ ।

ଯଦି ଶବ ଆପଣଙ୍କ ଡାହାଣ ପାର୍ଶ୍ଵ ଦେଇ ଯାଇଥାଏ ତେବେ ଏହାର ଅର୍ଥ ଆପଣଙ୍କର କୌଣସି କାର୍ଯ୍ୟ ଯଦି ଅଧାରୁ ଅଟକି ଯାଇଥାଏ ତେବେ ଏହା ଦେଖିବା ଦ୍ଵାରା ଆପଣଙ୍କ ର ସେହି କାର୍ଯ୍ୟ ପୂର୍ଣ ହୋଇଥାଏ ।  ତୃତୀୟ କଥା ହେଉଛି ଯଦି ଆପଣ ବାଟରେ କୌଣସି ଶବ ଦେଖିଥିବେ ତେବେ ସଙ୍ଗେ ସଙ୍ଗେ ସେହି ଲୋକଙ୍କର ଶବକୁ ପ୍ରଣାମ କରି ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ଦ୍ଵାରା ଆପଣଙ୍କର କାରଜ୍ୟରେ ସଫଳତା ମିଳିଥାଏ ।

Leave a Reply

Your email address will not be published. Required fields are marked *