ଦର୍ଶକ ବନ୍ଧୁ, ଆଜିର ସମୟରେ ଯେ କୌଣସି ପରୀକ୍ଷା ହେଉ ବା ଇନ୍ଟରଭିଉ ସମସ୍ତ ସ୍ଥାନରେ କିଛି କିଛି ଏପରି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ମାନ ପଚରା ଯାଇଥାଏ, ଯାହା ସାଧାରଣ ଭାବରେ ଅଧିକାଂଶ ଲୋକ ଉତ୍ତର ଦେବା ପାଇଁ ସମର୍ଥ ହୋଇ ପାରି ନଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ପ୍ରଶ୍ନ ଉତ୍ତର ମାନ ନେଇ ଆସିଛୁ, ଯାହାର ସାହାର୍ଯ୍ୟରେ ଆପଣ ସରଳତା ର ସହ ବଡ ରୁ ବଡ ପରୀକ୍ଷା ମଧ୍ୟ ପାର କରି ଦେଇ ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଓ ଉତ୍ତର ର ସଂପୂର୍ଣ୍ଣ ବିଷୟ ବସ୍ତୁ ଟି,
ପ୍ର 1- ଆମ ବାୟୁମଣ୍ଡଳର ବୟସ କେତେ ?
ଉ : ପାଖାପାଖି 4500 ବର୍ଷ ।
ପ୍ର 2- ପୃଥିବୀରେ କେତେ ପ୍ରକାର ପକ୍ଷୀ ଅଛନ୍ତି ?
ଉ : ପ୍ରାୟ 9000 ହଜାର ପ୍ରକାର ।
ପ୍ର 3- ମଣିଷ ର ଜୁଲୋଜିକାଲ ନାମ କଣ ?
ଉ : ହୋମିଓ ସାପିଏନସ୍ ।
ପ୍ର 4- ଭାରତୀୟ ବୈଜ୍ଞାନିକ ମାନେ ନେପଟୁନ୍ କୁ କି ନାମ ଦେଇଛନ୍ତି ?
ଉ : ବରୁଣ ।
ପ୍ର 5- ସୁଗନ୍ଧ ବାରିବାରରେ ମଣିଷ ଶରୀରର କେଉଁ କୋଷ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ?
ଉ : ନାକ ଭିତରେ ଥିବା ଆଲ୍ଫାକେଟରୀ କୋଷିକା ।
ପ୍ର 6- ଚନ୍ଦ୍ରପୃଷ୍ଠ କୁ ଯାଇଥିବା ପ୍ରଥମ ମଣିଷ ର ନାମ କଣ ?
ଉ : ନେଲ ଆର୍ମାଙ୍ଗ ।
ପ୍ର 7- ପରମାଣୁ ବୋମା କିଏ ଆବିଷ୍କାର କରିଥିଲେ ?
ଉ : ରଜରଫୋର୍ଡ ।
ପ୍ର 8- ମାରବଲ ପଥରର ରାସାୟନିକ ନାମ କଣ ?
ଉ : କ୍ୟାଲସିୟମ ।
ପ୍ର 9- ବର୍ଷା ରେ କେଉଁ ଖାଦ୍ଯସାର ଥାଏ ?
ଉ : ଖାଦ୍ୟସାର (ଖ) ।
ପ୍ର 10- କେଉଁ ଗଛର ଚାଲି ରୁ କୁଇନାଇନ ପ୍ରସ୍ତୁତ ହୁଏ ?
ଉ : ସିନକୋନ ଗଛ ଛାଲିରୁ ।
ପ୍ର 11- ବି.ସି.ଜି. ଟିକାର ପୁରା ନାମ କଣ ?
ଉ : ବ୍ୟାସିଲସ କାଲିମେଟ୍ ଗୁଏରିନ୍ ।
ପ୍ର 12- କମ୍ପ୍ୟୁଟର ଭାଷାର ନାମ କ’ଣ ?
ଉ : ଚାର୍ଲସ ବାବେଲ ।
ପ୍ର 13- ପ୍ରଥମ କମ୍ପ୍ୟୁଟର ଭାଷାର ନାମ କ’ଣ ?
ଉ : ପ୍ଲାକାଲ କୁଏଲ ।
ପ୍ର 14- କେଉଁ ଜନ୍ତ୍ର ବିଦ୍ୟୁତ୍ ଶକ୍ତି ଧ୍ବନିଶକ୍ତି ରେ ରୂପାନ୍ତରିତ କରେ ?
ଉ : ରେଜିଓ ଟେଲିଭିଜନ ।
ପ୍ର 15- କେଉଁ ଜୀବ ତା’ର ଛୁଆ କୁ ନ ଦେଖି ମରିଯାଏ ?
ଉ : ପ୍ରଜାପତି ।
ପ୍ର 16- ଟାଇଫଏଡ୍ ଜ୍ଵର କେଉଁ ଜୀବାଣୁ ଯୋଗୁଁ ହୁଏ ?
ଉ : ଟାଇଫଏଡ୍ ମ୍ୟାକସିମସ୍ ।
ପ୍ର 17- କେଉଁ ଗ୍ଯାସ ନିଜେ ଜଳେ ନାହିଁ କିନ୍ତୁ ଜଳିବାରେ ସାହାର୍ଯ୍ୟ କରେ ?
ଉ : ଅମ୍ଳଜାନ ଗ୍ଯାସ ।
ତେବେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ