ମୁଠାଏ ସୋରିଷ ଆପଣଙ୍କୁ କରିବ କୋଟିପତି, ଘରେ କରନ୍ତୁ ଏହି ଉପାୟ I

ନମସ୍କାର ବନ୍ଧୁଗଣ । ଯଦି ଆପଣ ମାନେ ନିଜର ଦୁର୍ଭାଗ୍ୟ କୁ ସୌଭାଗ୍ୟ ରେ ପରିଣତ କରିବାକୁ ଚହୁଁଛନ୍ତି ତେବେ ଥରେ ଏହି ଉପାୟ ଟିକୁ କରି ଦେଖନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଥିବା ଦୁର୍ଭାଗ୍ୟରୁ ଆପଣ ମୁକ୍ତ ହୋଇଯିବେ । ବନ୍ଧୁଗଣ ଆଜିର ଏହି ଉପାୟ ଟି ପାଇଁ ଆପଣଙ୍କର ଆବଶ୍ୟକ ପଡିବ ସୋରିଷ ର ଦାନା, ଯାହାକି ଆପଣ ଙ୍କୁ ଅତି ହିଁ ସହଜରେ ନିଜ ଘରର ରୋଷେଇ ଘରୁ ପ୍ରାପ୍ତ ହୋଇଯିବ ।

ସାଧାରଣତଃ ବସ୍ତୁ ପୂଜା ବା କୌଣସି କିଛି ପୂଜା ରେ ସାଧକ ବା ପୂଜାରୀ ସୋରିଷ ମାଗିବା ବା ସୋରିଷ ର ପୂଜା ରେ ଲାଗିବା ତ ଆପଣ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଉପାୟ ର ବ୍ୟବହାର କରି ଆପଣ ଘରକୁ ଧନ ଆକର୍ଷିତ କରି ପାରିବେ ।

ବନ୍ଧୁଗଣ ଯାଇଦ ଛୋଟ ପିଲା ଙ୍କୁ କାହର ଦ୍ରୁଷ୍ଟି ଲାଗି ଯାଇଥାଏ ବ ଆ ସେହି ପିଲା ଟି ସବୁବେଳେ ଚିଡଚିଡା ହୋଇ କାନ୍ଦୁ ଥାଏ, ତେବେ ସେହି ପିଲା ର ଦ୍ରୁଷ୍ଟି କୁ ଛଡାଇବା ପାଇଁ ବାମ ହାତ ରେ ୭ ଟି ସୋରିଷ ଦାନା ରଖି ତାହା ଉପରେ ଏକ ଚାମଚ ଲୁଣ ଓ ତାହା ପରେ ୨ ଟି ଗୋଟା ଶୁଖିଲା ଲଙ୍କା ରଖି ହାତ କୁ ମୁଠା କରନ୍ତୁ ।

ଏହା ପରେ ହାତ ରେ ସେହି ସାମଗ୍ରୀ ଗୁଡିକୁ ଧରି ପିଲା ର ମୁଣ୍ଡ ଉପରେ ୭ ଥର ଘୂରାଇ ଆଣନ୍ତୁ । ଏହା ପରେ ସେହି ସାମଗ୍ରୀ ଗୁଡିକୁ ଆମ୍ବ କାଠରେ ପ୍ରଜ୍ଵଳିତ ନିଆଁ ରେ ପକାଇ ଦିଅନ୍ତୁ । ଦେଖିବେ ପିଲା କୁ ଲାଗିଥିବା ଦ୍ରୁଷ୍ଟି ଦୂର ହୋଇଯିବ । ବନ୍ଧୁଗଣ ଯଦି ଆପଣ ଙ୍କର କୌଣସି କିଛି କାମ ରେ ଅର୍ଚନ ଆସୁଥାଏ ବା କାମ ହେଉ ନଥାଏ, ତେବେ ଆପଣ ଗୁରୁବାର ଦିନ ସୋରିଷ ଦାନ କରନ୍ତୁ । ଏହା ଦ୍ଵାରା ଆପଣ ଙ୍କର ସବୁ ଅଟକି ରହିଥିବା କାମ ହେବାକୁ ଲାଗିବ । ଏବଂ ଜୀବନରେ ମଧ୍ୟ ଉନ୍ନତି ହେବ ।

ବନ୍ଧୁଗଣ ଯଦି ଜୀବନରେ ଦରିଦ୍ରତା ବା ଶନିଦଶା ଅଥବା କୌଣସି କିଛି ସମସ୍ଯା ଲାଗି ରହିଥାଏ, ତେବେ ଆପଣ ପ୍ରତ୍ଯେକ ଶନିବାର ଦିନ ମୁଠାଏ ସୋରିଷ ର ଦାନା କୁ ନେଇ ନଦୀ ରେ ପ୍ରବାହିତ କରି ଆସନ୍ତୁ। ଦେଖିବେ ଜିଆବ୍ନ୍ରେ ଥିବା ସମସ୍ତ ସମୟ ଦୂର ହୋଇଯିବ ଓ ଜୀବନରେ ଧନ ର ଆଗମନ ମଧ୍ୟ ହେବାକୁ ଲାଗିବ । ତୀବ ଆପଣ ମନକୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଆଲଗେ ତେବେ ଆପଣ ମାନେ ଆମର ଏହି ପୋସ୍ତ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *