Vastu Tips- ପଇସାକୁ ଚୁମ୍ବକ ପରି ଟାଣିବ ଲୁଣ, ବାସ ଏଥିରେ ମିଶେଇ ଦିଅନ୍ତୁ ଏହି 1 ଜିନିଷ

ଆମ ସମାଜରେ ଅନେକ ପ୍ରକାର ଲୋକମାନେ ଅଛନ୍ତି ଆପଣ ଜାଣି ଛନ୍ତି କି ସବୁ ଲୋକମାନେ ଏହାକୁ ଗ୍ରହଣ କରିବା ଟିକେ ଅକ୍ଷତ ହୋଇ ଥାଏ କି ସେଆମାନେ ଯାହା ଦେଖୁଛନ୍ତି ଯାହା ଜାଣି ଛନ୍ତି ତାହା ସମ୍ପୂର୍ଣ ଭାବେ ଅଲଗା ହୋଇ ଥାଏ । ଆଜି ଆମେ ଆପଣନାକୁ କହିବା କି ଆମ ଘରେ ଥିବା ସାମାନ୍ଯ ଲୁଣ କିଭଳି ଭାବେ ଆମର ଜୀବନ ବଦଳାଇ ଦେଇ ପାରିବ । ଲୁଣ ହେଉଛି ଶୁକ୍ର ଓ ଚନ୍ଦ୍ରମାର ଏକ କାରକ ଯାହା ଦ୍ଵାରା ଆମ ଘରେ ସୁଖ ସମୃଦ୍ଧି ବଢି ଥାଏ ।

ଆପଣ ଆଜି ଜାଣିବେ କି ଏହହାକୁ କେଉଁ ଭଳି ଜାଗାରେ ରଖିବା  ଦ୍ଵାରା ଓ ଏହା ସହ କଣ ମିଶାଇକି ରଖିବା ଦ୍ଵାରା ଏହା ଭଲ ହୋଇ ଥାଏ । ଆପଣ ଏହା ଜାଣିବା ଆବଶ୍ୟକ କି କଣ ଉପାୟ କରିବେ କି ଆପଣଙ୍କ ଘରେ ସୁଖ ରହିବ ।

ଏହାକୁ ପ୍ଲାଷ୍ଟିକ କିମ୍ବା ଷ୍ଟିଲ ପାତ୍ରରେ ରଖିବା ଦ୍ଵାରା ଆପଣନାକ ସମସ୍ଯା ବଢି ଥାଏ । ଏହାକୁ ଏହି ଭଳି ଭାବେ ରଖିବା ଦ୍ଵାରା ଶନି ଓ ଚନ୍ଦ୍ରମାର ମିଲନ ହୋଇ ଥାଏ ବୋଲି କୁହାଯାଇ ଥାଏ । ଯାହା ଆମ ପାଇଁ ଠିକ ନୁହେଁ ଆପଣ ତେଣୁ କରି ଲୁଣ କୁ ସବୁ ବେଳେ କାଚ ଜାଗାରେ ରଖିବା ଭଲ ହୋଇଥାଏ ।

ଟଙ୍କା ପଇସା ର ଅଭାବ ସବୁ ବେଳେ ଥାଏ ଆପଣ ଏହା ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି ଏହା ର ଅଭାବ ଦ୍ଵାରା ଆମର ସବୁ ବେଳେ କ୍ଷତି ହୋଇ ଥାଏ ଓ ଦାରିଦ୍ରତା ଠାରୁ ବଡ ଆଉ କିଛି କଷ୍ଟ ଏହି ଦୁନିଆରେ ନାଇ । ଆପଣ ଙ୍କ ଧନ ଯଦି ସଞ୍ଚଯ ହେଉନି କିମ୍ବା ଆପଣଙ୍କ ପଇସା ଯଦି ଖରଚ ହୋଇ ଯାଉଛି ।

ଆପଣ ଗୁରୁବାର ଦିନକୁ ଛାଡିବା ପରେ ଆଉ ସବୁ ଦିନ ଲୁଣ ପାଣିରେ ଘର କୁ ପୋଛି ପାରିବେ । ଟଙ୍କା ବଢାଇବା ପାଇଁ ଆପଣ ଏକ କାଚ ପାତ୍ରରେ କିଛି ପାଣି ନେଇକି ଏହା ମଧ୍ୟରେ କିଛି ଲୁଣ ପକାଇ ଦିଅନ୍ତୁ ଏହାକୁ ପୂଜା ଘରର କେଉଁ ଜାଗାରେ ରାଖୀ ଦିଅନ୍ତୁ । ଏହି ପାଣି କୁ ଆପଣ ସବୁ ଶନି ବାର ଦିନ ବଦଳାଇ ଦେବେ । ଯଦି କଲି ଝଗଡା ହେଉଛି ସେହି ଭଳି ପାଣି ରେ କିଛି ଲୁଣ ଓ ସିନ୍ଦୁର ମିଆଇ ଦିଅନ୍ତୁ

ଓ ଏହାକୁ ନିଜ ମୁଣ୍ଡର ଉପରେ ବୁଲାଇ ଦେଇ ଏହାକୁ ଗାଧୁଆ ପାଣିରେ ମିଶାଇ ଗାଧାନ୍ତୁ ଏହାକୁ ମୁଣ୍ଡ ଉପର ଦେଇ ବୁଲାଇବା ବେଳେ “ଓମ ସଂ ସନିଶ୍ଚରାୟ ନମଃ” ର ଜପ କରନ୍ତୁ । ଏହା ଦ୍ଵାରା କଲି ଝଗଡା କମ ହୋଇ ଯାଇଥାଏ । ଯଦି କାହାକୁ ନଜର ଦୋଷ ଲାଗି ଥାଏ ତେବେ ଆପଣ ଲୁଣ 7 ମୁଠା ନେଇକି ଆପଣ ସାତ ଥର ଏହାର ମୁଣ୍ଡରେ ବୁଲାଇ ଏହାକୁ ପାଣିରେ ଭିଯାଇ ଦିଅନ୍ତୁ ଯଦି ଜଳାଶୟ ନାଇ ତେବେ ଆପଣ କଳା ପାଣିରେ ଏହାକୁ ଧୋଇ ପାରିବେ ।

ଆପଣଙ୍କ ଶତ୍ରୁ ରୁ ଦୂରେଇ ରହିବା ପାଇଁ ଆପଣ ମୁଠାଏ ଲୁଣ ନେଇକି ଏହାକୁ ନିଜ ମୁଣ୍ଡରେ ବୁଲାଇ ବାହାରେ ପକାଏ ଦିଅନ୍ତୁ । ଆପଣ ଯଦି ଏକ ଲବଙ୍ଗ ଲୁଣ ଡବାରେ ପକାଇ ରଖିବେ ତେବେ ଏହା ମଧ୍ୟ ଆପଣନାକୁ ଶୁଭ ପରିଣାମ ଦେବ । ଆପଣ ଧ୍ୟାନ ରଖିବେ କି ଯେଉଁ ଭଳି ଏହି ଲୁଣ କୁ କେହି ନ ଖାଏ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *