Vastu Tips – ଯଦି ଘରକୁ ଆସୁଛନ୍ତି ଏହି 4 ଟି ପକ୍ଷୀ ତେବେ ହୋଇଯାଆନ୍ତୁ ସାବଧାନ, ବରବାଦ ହେବା ସୁନିଶ୍ଚିତ

ବନ୍ଧୁଗଣ ଆପଣଙ୍କୁ ଜଣାଥିବ କି ଆମର ଜୀବନ ଆଖ ପାଖରେ ଥିବା ବାତାବରଣ ଦ୍ୱାରା ପ୍ରଭାବିତ ହୋଇଥାଏ । ତାହା ସହିତ ପଶୁ ପକ୍ଷୀ ଆମ ଜୀବନର ଏକ ଭିନ୍ନ ଅଙ୍ଗ ଅଟନ୍ତି । ଋଷି, ତାନ୍ତ୍ରିକ, ତାହା ଆଧ୍ୟାତ୍ମିକ ବାକିମାନେ ପଶୁ ପକ୍ଷୀ ମାନଙ୍କୁ ନା କେବଳ ଜ୍ୟୋତିଷ ତଥା ମନୁଷ୍ୟ ର ଭାଗ୍ୟ ସହିତ ଯୋଡ଼ିଛନ୍ତି ବରଂ ପକ୍ଷୀମାନଙ୍କ ଉପଯୋଗ ସମ୍ପୂର୍ଣ୍ଣ ଜ୍ୟୋତିଷ, ପ୍ରଶ୍ନ ଜ୍ୟୋତିଷ, ତାନ୍ତ୍ରିକ ଉପଚାର ଏବଂ ଶାରିରୀକ ଓ ମାନସିକ ରୋଗ ନିବାରଣରେ କରାଯାଇଥାଏ ।

ସେହିପରି କିଛି ପକ୍ଷୀ ମାନଙ୍କର ଘରକୁ ଆସିବା ଏବଂ ଦେଖିବା ଅଶୁଭ ଫଳଦାୟକ ହୋଇଥାଏ ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ବିଶେଷ ପକ୍ଷୀ ମାନଙ୍କ ଘରକୁ ଆସିବା ଏବଂ ରହିବା ମିଳିବାକୁ ଥିବା ଶୁଭ ଏବଂ ଅଶୁଭ ଫଳ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ପାରା:- ସକାଳ ସମୟରେ ପାରା ଦେଖିବା ପ୍ରେମ ସମ୍ବନ୍ଧ ଦୃଢ଼ ହୋଇଥାଏ ବୋଲି ମାନ୍ୟତା ରହିଛି । ସେହିପରି ଯଦି ସଂଧ୍ୟା ସମୟରେ ଆପଣ ପାରା ଦେଖୁଛନ୍ତି ତେବେ ଏହା ଘରେ ଚୋରି ହେବା ଏବଂ ଲଢେଇ ଝଗଡ଼ା ହେବାର ସଂକେତ ଦେଇଥାଏ । ପାରା ଏକ ଶାନ୍ତ ପକ୍ଷୀ ଅଟେ କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଘରକୁ ପାରା ଆସିବା ଅଶୁଭ ବୋଲି କୁହାଯାଇଥାଏ । କାରଣ ପାରା ରାହୁ ସହିତ ସମ୍ବନ୍ଧ ରହିଥାଏ ତେଣୁ ପାରା ଘରକୁ ନକାରାତ୍ମକ ଉର୍ଜା ଆଣିଥାଏ ।

ପେଚା:- ବନ୍ଧୁଗଣ ପେଚା ମା ଲକ୍ଷ୍ମୀ ଙ୍କ ବାହନ ହୋଇଥାଏ । କିନ୍ତୁ ଘରକୁ ପେଚା ଆସିବା ଅଶୁଭ ବୋଲି ମାନା ଯାଇଥାଏ । କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳୀ ଦିନ ଘରକୁ ପେଚା ଆସିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ । ଏହି ଦିନ ଏହା ମା ଲକ୍ଷ୍ମୀ ସ୍ଵୟଂ ଘରକୁ ଆସିବାର ସଂକେତ ଦେଇଥାଏ । କିନ୍ତୁ ଅନ୍ୟ ଦିନ ମାନଙ୍କରେ ଏହା ଘରକୁ ଆସିବା ହାନିକାରକ ହୋଇଥାଏ । ଘରକୁ ପେଚା ଆସିବ ଦ୍ୱାରା ଘରେ ନକରାତ୍ମକ ଶକ୍ତିର ବାସ ହୋଇଥାଏ । ଏବଂ ଘରର ଉନ୍ନତି କମିଯାଇଥାଏ ।

ଶାଗୁଣା:- ଆପଣ ଜାଣିଥିବେ କି ଶାଗୁଣା ମୃତ ଜିବଙ୍କୁ ଖାଇଥାଏ । ଏଥିପାଇଁ ହିନ୍ଦୁ ଧର୍ମରେ ଏହାକୁ ଅଶୁଭ ପକ୍ଷୀ ଭାବରେ ମାନାଯାଇଥାଏ । ଏହା ସହିତ ଶାଗୁଣା ଘରକୁ ଆସିବା ମଧ୍ୟ ଅଶୁଭ ବୋଲି କୁହାଯାଇଥାଏ । ଯେଉଁ ଘରେ ଏମାନଙ୍କ ବାସ ହୋଇଥାଏ ସେହି ଘରର କେବେବି ବିକାଶ ହୋଇନଥାଏ । ସେହି ଘରର ସଦସ୍ୟ ମାନଙ୍କ ଭିତରେ ଆସନ୍ତି ଲାଗିରହିଥାଏ । ଘରୁ ସକାରାତ୍ମକ ଉର୍ଜା ସବୁଦିନ ପାଇଁ ସମାପ୍ତ ହୋଇଯାଇଥାଏ । ଏବଂ ଧନର ହାନି ମଧ୍ୟ ଘଟିଥାଏ ।

କାଉ:- କୁହାଯାଇଥାଏ କି କାଉ ଏକ ଏମିତି ପକ୍ଷୀ ଅଟେ ଯାହାକୁ ଆଗକୁ ଘଟିବାକୁ ଯାଉଥିବା ଘଟଣା ବିଷୟରେ ପୂର୍ବରୁ ହିଁ ଆଭାସ ହୋଇଯାଇଥାଏ । ଯଦି କାଉ କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ବସିଯାଇଥାଏ ତେବେ ସେହି ବ୍ୟକ୍ତିର ମାନ ସମ୍ମାନ ରେ କୌଣସି ଆଞ୍ଚ ଆସିବାର ଅଛି । ଧନର ମଧ୍ୟ ଅଭାବ ହେବାକୁ ଯାଉଅଛି । ଯଦି ବହୁତ ଗୁଡେ କାଉ ଆପଣଙ୍କ ଘର ଉପରେ ଆସି ରାବିଥାଆନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହା ଆପଣଙ୍କ ପାଇଁ ସଂକଟର ଚିହ୍ନ ହୋଇଥାଏ । ତେଣୁ ସତର୍କ ରୁହନ୍ତୁ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *