ଆସିଗଲା Post Office ର ଦମଦାର Scheme, ମାତ୍ର 50 ଟଙ୍କା ଜମା କରି ପାଇ ପାରିବେ 35 ଲକ୍ଷ ଟଙ୍କା ! ଜାଣନ୍ତୁ କେମିତି ?

ବନ୍ଧୁଗଣ ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା । ମାସକୁ ୧୫୦୦ ତାଙ୍କ ଜାମା କରି ପାଆନ୍ତୁ ୩୫ ଲକ୍ଷ୍ୟ ଟଙ୍କା । ଆପଣ ଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦଉଚି ଏପରି ସୁବିଧା । ନିଜ କଷ୍ଟ ଅର୍ଜିତ ଧନ କୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ଏଥିପାଇଁ ଅନେକ ବିକଳ୍ପ ରହିଛି । ଅଧିକାଂଶ ଯୋଜନା ବେଳେ ଭଲ ରେସର୍ଭେ ମିଳୁଥିବା ବେଳେ କିଛି ଯୋଜନା ରେ ଘାଟା ହେବାର ଆଶଙ୍କା ରହିଥାଏ ।

ଏଥି ପାଇଁ ସମସ୍ତେ ବିପଦ ରେ ନ ପଡ଼ିବା ପାଇ ଭଲ ଯୋଜନା କୁ ବାଛିଥାନ୍ତି । ଯଦି ଆପଣ ଏମିତି ଯୋଜନା ଖୋଜୁଥାନ୍ତି ତେବେ ପୋଷ୍ଟ ଅଫିସ ଆପଣ ଙ୍କ ପାଇଁ ଆଣିଚି ଗ୍ରାମ ସୁରକ୍ଷା ଯୋଜନା । ଏହା ଏମିତି ଏକ ସ୍କିନ୍ ଯେଉଁଥିରେ ଜଣେ ସାଧାରଣ ଲୋକ ଙ୍କୁ ମିଳିଥାଏ ଭଲ ରିଟର୍ନ । ଏବେ ଜଣନ୍ତୁ ସ୍କିନ୍ କରିବାକୁ ଚାହୁଁଥିଲେ ଏସବୁ ଥିବା ନିହାତି ଆବଶ୍ୟକ । ୧୯ ରୁ ୫୫ ବର୍ଷ ବୟସ ପର୍ଯ୍ୟନ୍ତ କେହିବି ଭାରତୀୟ ଗ୍ରାମ ସୁରକ୍ଷା ଯୋଜନା କୁ ନେଇ ପାରିବେ ।

ଏହି ଯୋଜନା ରେ ସର୍ବ ନିମ୍ନ ବିମାରାସି ୧୦,୦୦୦ ଟଙ୍କା ଓ ସର୍ବାଧିକ ବିମାରାସି ୧୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ନିବେଶ କରିହେବ । ଯୋଜନା ର ପ୍ରିମିୟମ ପେମେଣ୍ଟ ମାସିକ,ତ୍ରୈମାସିକ,ଅର୍ଧବାର୍ଶିକ ବା ବାର୍ଷିକ କରିପାରିବେ । ସବୁଠାରୁ ବଡ଼ କଥା ଏହି ବିମା ଯୋଜନା ରେ ଋଣ ସୁବିଧା ରହିଛି । ପଲିସି କିନିବର ୪ ବର୍ଷ ପରେ ଜଣେ ଋଣ ସୁବିଧା ର ଲାଭ ଉଠାଇ ପାରିବେ ।

ଖାଲି ଏତିକି ନୁହେଁ ପଲିସି ସରେଣ୍ଡର କରିବା ବେବସ୍ତା ବି ରହିଛି ୩ ବର୍ଷ ପରେ ଜଣେ ଗ୍ରାହକ ପଲିସି କୁ ସରେଣ୍ଡର୍ କରିବାର ବିକଳ୍ପ ଚୟନ କରିପାରିବେ । ତେବେ ଏହି ସ୍ଥିତି ରେ ଆପଣ ଙ୍କୁ ଏହା ସହିତ ଜଡିତ କୌଣସି ଲାଭ ମିଳି ନ ଥାଏ । ଯଦି କେହି ୧୯ ବର୍ଷ ର ବୟସ୍କ ୧୦ ଲକ୍ଷ୍ୟ ରୁ ଅଧିକ ଗ୍ରାମ ସୁରକ୍ଷା ପଲିସି କିଣନ୍ତି ତେବେ ମାସିକ ପ୍ରିମିୟମ ୧୫୧୫ ଟଙ୍କା ଦେବାକୁ ହେବ । ଦିନକୁ ହିସାବ କଲେ ପ୍ରାୟ ୫୦ ଟଙ୍କା ହେବ ।

ପଲିସି କ୍ରେତା ଙ୍କୁ ୫୫ ବର୍ଷ ପାଇଁ ୩୧.୭୦ ଲକ୍ଷ ଟଙ୍କା । ଓ ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ୍ୟ ଟଙ୍କା ମାଚୁରିଟୀ ବେନିଫିଟସ୍ ମିଳିବ । ୬୦ ବର୍ଷ ପାଇଁ ମାଚୁରିଟୀ ବେନିଫିଟ ୩୪.୬୦ ଲକ୍ଷ୍ୟ ଟଙ୍କା ରହିବ । ଗ୍ରାମ ସୁରକ୍ଷା ଯୋଜନା ର ଲାଭ ପାଇବାକୁ ଚାହୁଁଥିଲେ ସୁଯୋଗ କୁ ହାତ ଛଡା କରିବାକୁ କେବେ ବି ଭାବନ୍ତୁ ନାହିଁ ।

ତୁରନ୍ତ ପୋଷ୍ଟ ଅଫିସ ସହ ଯୋଗ ଯୋଗ କଲେ ସ୍ପେଶିଆଲ ସୁବିଧା ସହ ସଠିକ୍ ତଥ୍ୟ ମଧ୍ୟ ଆପଣ ପାଇପାରିବେ । ଅଧିକ ସୂଚନା ପାଇ ଟୋଲ ଫ୍ରି ହେଲ୍ପଲାଇନ ୧୮୦୦୧୮୦୫୨୩୨ ବା ଅଫିସିଆଲ୍ ୱେବସାଇଟ ରହିଛି । ତେବେ ବନ୍ଧୁଗଣ ଜଲଦି ଆପଣ ଏହି ସୁବିଧା କୁ ଆପଣାଇ ନିଅନ୍ତୁ । ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ନିଶ୍ଚୟ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *