ବାଛନ୍ତୁ ଏଥି ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରଜାପତି ଓ ଜାଣନ୍ତୁ ଆଗାମୀ 7 ଦିନ ଭିତରେ ଆପଣଙ୍କୁ କଣ ମିଳିବ ? ( Personality Test )

ବନ୍ଧୁଗଣ ଦୁନିଆରେ ପ୍ରତେକ ବ୍ୟକ୍ତିର ବ୍ୟକ୍ତିତ୍ଵ, ଚିନ୍ତାଧାରା, ସ୍ଵଭାବ ଯେଉଁପରି ଅଲଗା ହୋଇଥାଏ ସେହିପରି ବ୍ୟକ୍ତିର ପସନ୍ଦ ଏବଂ ନାପସନ୍ଦ ମଧ୍ୟ ଅଲଗା ହୋଇଥାଏ । ଉଦାହରଣସ୍ୱରୂପ କେଉଁ ବ୍ୟକ୍ତି ଶାନ୍ତ ବାତାବରଣ ରେ ରହିବାକୁ ଇଚ୍ଛା କରିଥାନ୍ତି ତ କେଉଁ ବ୍ୟକ୍ତିଙ୍କୁ ଜନ ଗହଳି ରେ ରହିବା ପସନ୍ଦ ହୋଇଥାଏ । ଠିକ ସେହିପରି ମଣିଷର ଭାବନା ମଧ୍ୟ ଅଲଗା ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଙ୍ଗର ପ୍ରଜାପତି ର ଚିତ୍ର ନେଇ ଆସିଛୁ ଯାହାକୁ ବାଛିବା ଦ୍ୱାରା ଆପଣ ଆଗାମୀ ୭ ଦିନ ମଧ୍ୟରେ ଏମିତି କଣ ପାଇବାକୁ ଯାଉଛନ୍ତି ଆମେ ଆପଣଙ୍କୁ କହିବୁ । ତେବେ ପ୍ରଥମେ ଆପଣ ଏହି ଚିତ୍ର ମଧ୍ୟରୁ ଗୋଟିଏ ପ୍ରଜାପତି ବାଛି ନିଅନ୍ତୁ ଏବଂ ନିଜର ଭବିଷ୍ୟତ ଜଣାନ୍ତୁ ।

ପ୍ରଥମ ପ୍ରଜାପତି:- ଯଦି ଆପଣ ପ୍ରଥମ ପ୍ରଜାପତି ବାଛିଛନ୍ତି ତେବେ ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସମସ୍ତଙ୍କର ମନ ମୋହିନବା ଭଳି ବ୍ୟକ୍ତି ଅଟନ୍ତି । ଯିଏ ଆପଣଙ୍କ ସହିତ ଗୋଟେଥର ମିଶିଥାନ୍ତି ସେ ଜୀବନରେ କେବେହେଲେ ଆପଣଙ୍କୁ ଭୁଲି ପାରନ୍ତି ନାହିଁ । ଆପଣଙ୍କ ହୃଦୟ ପୂର୍ଣ୍ଣ ଭାବରେ ସଫା ହୋଇଥାଏ କେବେ କେବେ ସହଜରେ ଆପଣ ଠକାମିରେ ଶାକାର ହୋଇଥାନ୍ତି । ଆପଣଙ୍କର ସବୁଠାରୁ ରୁଚି ରଚନାତ୍ମକ କାର୍ଯ୍ୟରେ ରହିଥାଏ ।

ଏହା ସହିତ ଆପଣଙ୍କ ଭିତରେ କଠିନ ରୁ କଠିନ ସ୍ଥିତିକୁ ସହଜରେ ସମ୍ମୁଖୀନ ହେବାର କଳା ଆପଣଙ୍କୁ ଜଣା । ଆଗାମୀ ସାତ ଦିନ ମଧ୍ୟରେ ଆପଣଙ୍କୁ ଏମିତି ଏକ ଖୁସି ଖବର ମିଳିବାକୁ ଯାଉଛି ଯାହାର ଅପେକ୍ଷା ଆପଣ ବହୁତ ସମୟ ଧରି କରିଆସୁଥିଲେ । ଆପଣଙ୍କ ପାଇଁ ଏହା ଭାଗ୍ୟବଦଳାଇ ଦେବା ପରି ଖବର ରହିବ ।

ଦୂତୀୟ ପ୍ରଜାପତି:- ଯଦି ଆପଣ ଦୂତିୟ ପ୍ରଜାପତି ବାଛିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟରେ ବ୍ୟକ୍ତି ଅଟନ୍ତି । ଆପଣ କେବେ ମଧ୍ୟ କାହାକୁ ଦୁଃଖ ଦିଅନ୍ତି ନାହିଁ । ଆପଣ କେବେ କାହାରି ଅନିଷ୍ଠ ଚିନ୍ତା କରନ୍ତି ନାହିଁ । ଆପଣ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି । ଆପଣ ସବୁବେଳେ ଖୁସିରେ ରହିବାକୁ ଇଚ୍ଛା କରିଥାନ୍ତି । ଆପଣ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ଆପଣ ବହୁତ କଥା କହିଥାନ୍ତି ଯେଉଁ କାରଣରୁ ଆପଣଙ୍କୁ ମଧ୍ୟ ସମସ୍ତେ ଭଲ ପାଇଥାନ୍ତି । ତେବେ ଏହି ସାତ ଦିନ ମଧ୍ୟରେ ଆପଣଙ୍କୁ ଚାକିରି କ୍ଷେତ୍ରରେ ଉନ୍ନତି ମିଳିବାକୁ ଯାଉଛି । ଯଦି ଚାକିରି ଖୋଜୁଛନ୍ତି ତେବେ ଏହି ଦିନ ମଧ୍ୟରେ ଆପଣଙ୍କୁ ଚାକିରି ମିଳିବ ।

ତୃତୀୟ ପ୍ରଜାପତି:- ଯଦି ଆପଣ ତୃତୀୟ ପ୍ରଜାପତି ବାଛିଛନ୍ତି ତେବେ ଆପଣ ବହୁତ ବାହାଦୂର ଓ ସାହସୀ ଅଟନ୍ତି । ଆପଣ ଜୀବନରେ ସକରାତ୍ମକ ବିଚାର ସହିତ ଆଗକୁ ବଢନ୍ତି । ଆପଣଙ୍କୁ ଆପଣଙ୍କ ଗୁଣ ଓ ଯୋଗ୍ୟତା ହିଁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରିଥାଏ । ଆପଣ ଜାଣିଶୁଣି କାହାକୁ ଦୁଃଖିତ କରନ୍ତି ନାହିଁ । ଆପଣଙ୍କ ଅନୁସାରେ ଜୀବନରେ ଛୋଟ ମୋଟ ନୋକ ଝୋକ ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ । ଆପଣ ଜୀବନରେ ସ୍ୱତନ୍ତ୍ର ହୋଇ ବଞ୍ଚିବାକୁ ଚାହାନ୍ତି ।

ଆପଣ ଭିଡ଼ରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ଆପଣ କେବେ ମଧ୍ୟ ଅନ୍ୟାୟ ଦେଖି ଚୁପ ରୁହନ୍ତି ନାହିଁ । ଆପଣ ସବୁ କାର୍ଯ୍ୟ ଠିକ ଭାବେ କରିବାକୁ ଚାହିଁଥାନ୍ତି । ତେବେ ଏହି ସାତ ଦିନ ମଧ୍ୟରେ ଆପଣଙ୍କୁ ଆପଣଙ୍କ ପ୍ରେମ ଜୀବନ ସମ୍ବନ୍ଧିତ କୌଣସି ଖୁସିର ଖବର ମିଳିବାକୁ ଯାଉଛି । ଅର୍ଥାତ ବିବାହ ଯୋଗ ମଧ୍ୟ ବନିପାରେ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *