ମଲା ପର୍ଯ୍ୟନ୍ତ କେବେ ବି ହେବ ନାହିଁ ଅଣ୍ଟା ବିନ୍ଧା, ଆଣ୍ଠୁଗଣ୍ଠି ବିନ୍ଧା, ଡାଇବେଟିସ, କୋଲେଷ୍ଟ୍ରୋଲ, ହାଇ BP ବି ଗାୟବ ହୋଇଯିବ, କେବଳ କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ଆଜି ଆମେ ଜାଣିବା ଏପରି ଏକ ଔଷଧୀୟ ପତ୍ର ବିଷୟରେ ଯାହାକୁ ଆୟୁର୍ବେଦ ରେ ବରଦାନ ବୋଲି ମନାଯାଇଥାଏ । କାରଣ ଶରୀର ସହ ଜଡ଼ିତ ବହୁତ ପ୍ରକାରର ରୋଗରୁ ଏହି ପତ୍ରର ସେବନ ଦ୍ୱାରା ଠିକ ହୋଇଥାଏ । ପ୍ରତେକ ରୋଷେଇଘରେ ଏହା ମିଳିଥାଏ । ଘରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନରେ ଏହି ପତ୍ରର ବ୍ୟବହାର କରାଯାଇଥାଏ । ତେବେ ବନ୍ଧୁଗଣ ଏହି ପତ୍ର ହେଉଛି ତେଜପତ୍ର । ଏହି ପତ୍ରର ଏପରି ଚମତ୍କାରି ଫାଇଦା ବିଷୟରେ ଆଜି ଆମେ କହିବୁ ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ।

ଶରୀରରେ କେଉଁଠି କଷ୍ଟ ହେଉ ବା ଫୁଲା ହେଉ, ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ପାଇଁ ଏହି ତେଜପତ୍ର ରୁ ମିଳୁଥିବା ଆଣ୍ଟିନ୍ଫ୍ଲାମେଟରି ଗୁଣ ପେନକିଲର ପରି କାମ କରିଥାଏ । ଯେଉଁମାନଙ୍କ ଆଣ୍ଠୁ ଗଣ୍ଠି ଫୁଲିଯାଇଛି ସେହି ବ୍ୟକ୍ତି ମାନେ ଏହି ତେଜପତ୍ର ସହ ଲବଙ୍ଗ ବାଟି ସେହି ଜାଗାରେ ଲେପ ଲଗାଇବା ଦ୍ୱାରା ଫୁଲା କମ ହୋଇଥାଏ ।

ଯେଉଁ ବ୍ୟକ୍ତି ନିଜର ମୋଟାପଣ ପାଇଁ ଚିନ୍ତିତ ରହିଥାନ୍ତି ଏବଂ ନିଜର ଓଜନ କମ କରିବାପାଇଁ ଚାହୁଁଥାନ୍ତି ତେବେ ତେଜପତ୍ର ର ପାଣି ସେମାନଙ୍କ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଚାରି ରୁ ପାଞ୍ଚଟି ତେଜପତ୍ର ନିଅନ୍ତୁ ଏବଂ ସାଥିରେ ଗୋଟେ ଚାମଚ ପାନମହୁରି ନିଅନ୍ତୁ । ଗୋଟେ ପାତ୍ରରେ ଗୋଟେ ଗିଲାସ ପାଣି ନିଅନ୍ତୁ । ସେଥିରେ ତେଜପତ୍ର ଏବଂ ପାନମହୁରୀ ମିଶାଇ ଧିମା ଆଞ୍ଚରେ ଫୁଟାନ୍ତୁ । ପାଣି ଭଲ ଭାବରେ ଫୁଟିବା ପରେ ଏହାକୁ ଛାଣି ଏହି ପାଣିର ସେବନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ମୋଟପଣ ଭଳି ସମସ୍ୟା ଦୂର ହେବ । ଏବଂ ଆପଣଙ୍କ ପେଟ ମଧ୍ୟ ସଫା ରହିବ ।

ଡାଇବେଟିସ ପାଇଁ ମଧ୍ୟ ତେଜପତ୍ର ବହୁତ ଲାଭଦାୟକ ଅଟେ । ଏହାର ପ୍ରତିଦିନ ସେବନ କରିବା ଦ୍ଵାରା ଡାଇବେଟିସ କମିବାରେ ଲାଗିଥାଏ । ଗୋଟେ ପାତ୍ରରେ ପାଣି ନିଅନ୍ତୁ । ଏହାକୁ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ । ପାଣି ଫୁଟିବା ପରେ ସେଥିରେ ୪ ଟି ତେଜପତ୍ର, କିଛି ଅଦା ଛେଚା, ଗୋଟେ ଚୁଟକି କଳା ଲୁଣ, ଦୁଇ ରୁ ତିନୋଟି ଗୋଲମରିଚ ମିଶାଇ ଦିଅନ୍ତୁ । ଏହା ଭଲଭାବରେ ଫୁଟିବା ପରେ ଏହାର ପାଣିକୁ ସକାଳୁ ଖାଲି ପେଟରେ ପିଅନ୍ତୁ ଦେଖିବେ ଆପଣଙ୍କ ଡାଇବେଟିସ ଖୁବ କମ ସମୟରେ କମିବାକୁ ଲାଗିବ ।

ତେଜପତ୍ର ଶରୀରର କଲେଷ୍ଟ୍ରୋଲ କୁ ମଧ୍ୟ କମ କରିଥାଏ । ଶରୀରରେ ରକ୍ତକୁ ପରିଷ୍କାର କରିଥାଏ । ଉଚ୍ଚରକ୍ତଚାପ କୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ତେଜପତ୍ର ଖାଇବା ଦ୍ଵାରା ବ୍ୟକ୍ତି ଶରୀର ସୁସ୍ଥ ରହିଥାଏ । ଯଦି ଆପଣଙ୍କୁ ମୁଣ୍ଡବିନ୍ଧା ଭଳି ସମସ୍ୟା ରହିଛି ତେବେ ଏହି ତେଜ ପତ୍ରର ଚାହା ପ୍ରସ୍ତୁତ କରି ପିଇବା ଦ୍ୱାରା ଆପଣଙ୍କ ମୁଣ୍ଡବିନ୍ଧା ମଧ୍ୟ ଭଲ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରି ତାଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *