ବାଛନ୍ତୁ ଏଥି ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରଜାପତି ଓ ଜାଣନ୍ତୁ ଆଗାମୀ 5 ଦିନ ଭିତରେ ଆପଣଙ୍କୁ କଣ ମିଳିବ ? ( Personality Test )

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆଉ ଏକ ନୂତନ ବିଷୟ, ଆଜିର ଏହି ବିଷୟ ବସ୍ତୁ ସହାୟତା ରେ ଆପଣ ଜାଣି ପାରିବେ କି ଆସୁଥିବା ସମୟ ଟି ଆପଣ ଙ୍କ ପାଇଁ କେଉଁ ଭଳି ରହିବ । ବା ଆପଣଙ୍କ ସହ କଣ ଘଟିବ । ଏହା ପାଇଁ ମାତ୍ର ଆପଣଙ୍କୁ ତଳେ ଥିବା ତିନୋଟି ରଙ୍ଗ ର ପ୍ରଜାପତି ମାନଙ୍କ ମଧ୍ୟରୁ କୌଣସି ଏକ ରଙ୍ଗ ର ପ୍ରଜାପତି ର ଚୟନ କରିବାକୁ ପଡିବ । ଆସନ୍ତୁ ଆରମ୍ଭ କରିବା,

ଯେଉଁ ମାନେ ମଧ୍ୟ ପ୍ରଥମେ ଥିବା ହଳଦିଆ ରଙ୍ଗର ପ୍ରଜାପତି ଟିକୁ ଚୟନ କରିଛନ୍ତି, ସେମାନଙ୍କ ର ଜୀବନ ରେ ନାନା ମନ୍ଦ ଦଶା ସବୁ ଚାଲୁଥିଲା । ଯାହା କାରଣରୁ ସବୁବେଳେ ଚିନ୍ତାଗ୍ରସ୍ତ ହୋଇ ରହୁଥିଲେ । କିନ୍ତୁ ଈଶ୍ୱର ଙ୍କ କୃପା ରୁ ଆପଣ ଙ୍କ ଜୀବନ ରେ ଶୁଭ ସମୟ ର ଆଗମନ ହେବାକୁ ଯାଉଛି ।

ଧନ ଜନିତ ଚିନ୍ତା ରୁ ମଧ୍ୟ ଆପଣ ମୁକ୍ତ ହୋଇଯିବେ । ଉନ୍ନତି ରେ ଆଉ କୌଣସି ବାଧା ମଧ୍ୟ ରହିବ ନାହିଁ । ଶତ୍ରୁଜୟ ମଧ୍ୟ ଘଟିବ । ଆସନ୍ତୁ 2 ନମ୍ୱର ଯୁକ୍ତ ନୀଳ ରଙ୍ଗର ପ୍ରଜାପତି କୁ ଚୟନ କରିଥିବା ବ୍ୟକ୍ତି ବିଶେଷ ଙ୍କ ବିଷୟରେ ଜାଣିବା, ଆପଣ ମାନଙ୍କ ଜୀବନରେ ଆଗାମୀ ଏକ ସପ୍ତାହ ପରେ ଖୁସି ର ଦିନ ପ୍ରାରମ୍ଭ ହେବାକୁ ଯାଉଛି ।

କାରଣ ଖୁବ ଶୀଘ୍ର ଆପଣଙ୍କ ରାଶି ରେ ଥିବା ମନ୍ଦ ଦଶା ଶେଷ ହେବାକୁ ଯାଉଛି । ଅଟକି ରହିଥିବା କାର୍ଯ୍ୟ ରେ ଉନ୍ନତି ଦେଖିବେ । ସନ୍ତାନ ସୁଖ ର ମଧ୍ୟ ସୁଯୋଗ ପାଇବେ । ବ୍ୟାପାର ରେ ବା କାର୍ଯ୍ଯ କ୍ଷେତ୍ରରେ ମଧ୍ୟ ଲାଭ ଦେଖିବାକୁ ପାଇବେ ।

ମାନସିକ ଚିନ୍ତା ରୁ ମଧ୍ୟ ଆପଣ ମୁକ୍ତ ହେବେ । ଆସନ୍ତୁ ଜାଣିବା ଅନ୍ତିମ 3 ନମ୍ୱର  ଯୁକ୍ତ ନାଲି ରଙ୍ଗର ପ୍ରଜାପତି କୁ ଚୟନ କରିଥିବା ବ୍ୟକ୍ତି ବିଶେଷଙ୍କ ବିଷୟରେ, ଦେଖନ୍ତୁ ଆପଣ ଜୀବନ ଏହି ସମୟରେ ଏକ ଜଟିଳତା ପୂର୍ଣ୍ଣ ସମୟ ଦେଇ ଅତିବାହିତ କରୁଛି ।

କିନ୍ତୁ ଏବେ ଠାରୁ ରାତ୍ରି ଶେଷ ହେଲା ବୋଲି ଜାଣି ରଖନ୍ତୁ । ବର୍ତ୍ତମାନ ଠାରୁ କ୍ଷତି ସ୍ଥାନ ରେ ଆପଣ ସବୁ ସ୍ଥାନ ରୁ ଲାଭ ପ୍ରାପ୍ତ କରିବେ । ବ୍ୟୟ ଠାରୁ ଆୟ ଅଧିକ ରହିବ ସ୍ବାସ୍ଥ୍ୟ ଜନିତ ସମସ୍ୟା ରୁ ମଧ୍ୟ ଆପଣ ମୁକ୍ତ ହେବେ । ଆପଣଙ୍କ ଜୀବନରେ ଭଲ ସମୟ ର ଶୁଭାରମ୍ଭ ହେବାକୁ ଯାଉଛି । ଆପଣ ଏହି ସମୟ ର ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗୁ ଥିଲେ, ଆପଣ ଆମ ପୋଷ୍ଟ ଟି କୁ ଲାଇକ ଓ ସେୟାର୍ କରି ଆମର ପୋତ୍ସାହନା ବଢ଼ାଇବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *