ବଡ ଖବର:- ପୁଣି ଓଡ଼ିଶାକୁ ଫେରିବ ଭୟଙ୍କର Lockdown, ସରକାର କଲେ ବଡ ଘୋଷଣା, ହେବ ସମ୍ପୂର୍ଣ ତାଲା ବନ୍ଦ…

ବନ୍ଧୁଗଣ କୋରୋନା ର ଭୟଙ୍କର ପ୍ରକୋପ ପରେ ଏବେ ପୁଣି ଥରେ ମାଡ଼ିଆସିଲାଣି ଓମିକ୍ରନ । ବର୍ତ୍ତମାନ ଆସୁଛି ସବୁଠାରୁ ବଡ ଖବର WHO କରିଦେଇଛି ସମସ୍ତଙ୍କୁ ସତର୍କ । କହିଛି ଜାନୁଆରୀ ମାସ ରେ ଓମିକ୍ରନ ନିଜର ପିକ ନେବ ଆଊ ସାରା ଭାରତରେ ମାଡ଼ିଯିବ । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପୁନଃ ଥର ପାଇଁ ଲକଡାଉନ ଏବଂ ସଟଡାଉନ କରିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଆସନ୍ତା ଜାନୁଆରୀ ର ପହିଲା ସପ୍ତାହରୁ ଲକଡାଉନ ର ପ୍ରଚାର କରାଯିବ । ରାଜ୍ୟର ଏହି ସବୁ ଜିଲ୍ଲାକୁ ହେବ ଲକଡାଉନ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ବର୍ତ୍ତମାନ ର ସବୁଠୁ ବଡ ଖବର କୋରୋନା ମହାମାରୀର ନୂଆ ଭାରେଣ୍ଟ ଓମିକ୍ରନ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାର ନୂଆ ଗାଇଡ ଲାଇନ ପ୍ରସ୍ତୁତ କରୁଛନ୍ତି । ବିଶେଷଜ୍ଞ ନିଜର ସତର୍କ ବାଣୀ ଦେଇସାରିଛନ୍ତି କି ଜାନୁଆରୀ ପ୍ରଥମ ସପହରେ ଓମିକ୍ରନ ନିଜର ପିକ ନେବାକୁ ଯାଉଛି ।

ତେବେ ଜାନୁଆରୀ ମାସରେ ଆୟତ ବାହାରେ ହୋଇଯିବ ଓମିକ୍ରନ ଯାହା ଦ୍ଵାରା ସରକାର ଲକଡାଉନ ପାଇଁ ଘୋଷଣା କରିବେ । ସାରା ଦେଶରେ ବଢିବ ଓମିକ୍ରନ ଏ ଭୟ । UK ରେ ଜାନୁଆରୀ ମାସରେ ଏକ ବଡ଼ ଧରଣର ଓମିକ୍ରନ ଲହର ଆସିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ ଙ୍କ ଟିମ । ଅଧିକ ସଂକ୍ରମଣ ହୋଇପାରେ ବୋଲି ସତର୍କ ରହିଛନ୍ତି ସରକାର ।

ବିଶ୍ଵାସ ସୁସ୍ଥ ସଂଗଠନ ସୂଚନା ଦେଇଛନ୍ତି କି ସଟଡାଉନ ଲକଡାଉନ ର ପରିସ୍ଥିତି ଫେରିବାର ବହୁତ ଚାନ୍ସ ରହିଛି ବୋଲି କହିଛନ୍ତି । ଓମିକ୍ରନ ଚିହ୍ନଟ ପାଇଁ ଏକ ନୂଆ କିଟ ମଧ୍ୟ ପ୍ରସ୍ତୁତି କରାଯାଇଛି । ଏହା ଖୁବ ଶୀଘ୍ର ବଜାରରେ ମଧ୍ୟ ମିଳିବ । ଏହା ସାହାଯ୍ୟରେ ମାତ୍ର ଦୁଇ ଘଣ୍ଟାରେ ଏହି ଭାରେଣ୍ଟ ଚିହ୍ନଟ ହୋଇଯିବ । ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *