Vastu Tips – ମରିଗଲେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହି 5ଟି କାମ, ହୋଇଯିବେ ବର୍ବାଦ

ବନ୍ଧୁଗଣ ମଙ୍ଗଳବାର ପ୍ରଭୁ ସଙ୍କଟମୋଚନ ହନୁମାନ ଙ୍କ ବାର ହୋଇଥାଏ । ଏହି ଦିନ ସମସ୍ତେ ହନୁମାନଙ୍କୁ ପୁଜା ଅର୍ଚ୍ଚନା କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ । ତେବେ ଶାସ୍ତ୍ରରେ କିଛି ଏପରି କଥା ରହିଛି ଯାହା ମଙ୍ଗଳବାର ଦିନ କରିବା ଅନୁଚିତ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି ସବୁ କାର୍ଯ୍ୟ ବିଷୟରେ କହିବୁ ଯାହା ମଙ୍ଗଳବାର ଦିନ କରିବା ଦ୍ଵାରା ପ୍ରଭୁ ବଜରଙ୍ଗବଲି ନିଜର କୋପ ଦୃଷ୍ଟି ପକାଇଥାନ୍ତି । ଏହି ସବୁ କାର୍ଯ୍ୟ ଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ । ତେବେ ଚାଲନ୍ତୁ ଜାଣିବା ।

ମଙ୍ଗଳବାର ଦିନ କଦାପି କ୍ଷୀରରୁ ତିଆରି ହୋଇଥିବା ମିଠା କିଣନ୍ତୁ ନାହିଁ । କ୍ଷୀର ଚନ୍ଦ୍ରମା ଗ୍ରହର କାରକ ହୋଇଥାଏ । ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ର ବିରୋଧୀ ଗ୍ରହ ହୋଇଥାନ୍ତି । ଏବଂ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ । ତେଣୁ ମଙ୍ଗଳବାର ଦିନ କେବେବି କ୍ଷୀର ଜାତୀୟ ମିଠା କିଣନ୍ତୁ ନାହିଁ ଏବଂ ଖାଆନ୍ତୁ ନାହିଁ ।

ମଙ୍ଗଳବାର ଦିନ କୌଣସି ଲୁହା ତିଆରି ଜିନିଷ ଘରକୁ ଆଣନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କର ଅଶୁଭ ହୋଇଥାଏ । ଆପଣଙ୍କ ଘରେ ସମସ୍ୟା ଲାଗିରହେ । ମଙ୍ଗଳବାର ଦିନ ଚୁଟି କିମ୍ବା ନଖ ମଧ୍ୟ କାଟନ୍ତୁ ନାହିଁ । ଭଗବାନ ହନୁମାନ ଋଷ୍ଟ ହୋଇଥାନ୍ତି ।

ମଙ୍ଗଳବାର ଦିନ ଶାରୀରିକ ସମ୍ବନ୍ଧ ରଖନ୍ତୁ ନହିଁ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି ହୋଇଥାଏ । ଏବଂ ଆପଣଙ୍କ ସମ୍ପର୍କ ସେସ ହୋଇଯାଏ । ତେଣୁ କଦାପି ଏହି ଭୁଲ କରନ୍ତୁ ନହିଁ । ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଙ୍କୁ ପୂଜା କରନ୍ତୁ ।

ମଙ୍ଗଳବାର ଦିନ କୌଣସି ଶୃଙ୍ଗାର କରିବା ଜିନିଷ କିଣନ୍ତୁ ନାହିଁ । ପ୍ରତେକ ମହିଳା ବିଶେଷ କରି ବିବାହିତ ନାରୀ ମଙ୍ଗଳବାର ଦିନ କେବେ ମଧ୍ୟ ଶୃଙ୍ଗାର କରୁଥିବା ସାମଗ୍ରୀ ଆଣନ୍ତୁ ନାହିଁ । ଏହା ଦ୍ବାରା ମଙ୍ଗଳ ଦୋଷ ର ପ୍ରଭାବ ପଡିଥାଏ । ଏହା ସହିତ ମଙ୍ଗଳବାର ଦିନ କଳା ବସ୍ତ୍ର ପିନ୍ଧିବା ଅଶୁଭ ର ସଂକେତ ହୋଇଥାଏ । ତେଣୁ ଏହି ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।

ମଙ୍ଗଳବାର ଦିନ ମାଛ ମାଂସ ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ବାରା ଆପଣଙ୍କ ପରିବାର ସଂସାର ବର୍ବାଦ ହୋଇଯାଇଥାଏ । ଆପଣଙ୍କ ଜୀବନରେ ହସ ଖୁସି ଚାଲିଯାଇଥାଏ । ଆର୍ଥିକ ସମସ୍ୟା ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ଏହି ସବୁ କାର୍ଯ୍ୟ କେବେବି ମଙ୍ଗଳବାର ଦିନ କରନ୍ତୁ ନାହିଁ । ପ୍ରଭୁ ହନୁମାନ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *