Cyclone Alert; ଓଡିଶାକୁ ପୁଣି ମାଡି ଆସୁଛି ବାତ୍ୟା ! ସତର୍କ କରିଲା ପାଣିପାଗ ବିଭାଗ… ଦେଖନ୍ତୁ କେବେ ଓ କେଉଁଠି ଏହା କରିବ ଲ୍ୟାଣ୍ଡଫଲ

ବନ୍ଧୁଗଣ ପୂର୍ବ ବର୍ଷ ଓଡ଼ିଶାରେ ବହୁତ ଥର ବାତ୍ୟା ଆସିଥିଲା ଯାହା ଆଗରୁ କେବେ ମଧ୍ୟ ହୋଇନଥିଲା । ପୁଣି ଓଡ଼ିଶାକୁ ବାତ୍ୟା ଭୟ । ମାର୍ଚ୍ଚ ରେ ଆସୁଛି ବାତ୍ୟା । ଭୁକୁଳରେ ହୋଇପାରେ ଗତି ପଥରେ ପରିବର୍ତ୍ତନ । ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଘୂର୍ଣି ପ୍ରଳୟ । ୨୪ ଘଣ୍ଟାରେ ଭାରତ ମହା ସାଗର ଏବଂ ଦକ୍ଷିଣ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣି ପାଗ ପୂର୍ବା ଅନୁମାନ କରିଛି ।

ଆଊ ଏହି ସୂଚନା ପାଇବା ପରେ ଉପକୂଳ ଲୋକଙ୍କ ମନରେ ଛନକା ପସିଛି କାରଣ ବାରମ୍ବାର ଓଡ଼ିଶା ଉପକୂଳ ମୁହାଁ ହେଉଛି ବାତ୍ୟା । ଆଊ ଥରେ ବାତ୍ୟା ଆସିଲେ ଓଡ଼ିଶାରେ କେତେ କ୍ଷତି ହେଉଛି ତାହା ସମସ୍ତେ ଜାଣିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ୨୨ ତାରିଖରେ ଘୁର୍ଣିବଳ ବାତ୍ୟାର ରୂପ ନେବ ବୋଲି ପାଣି ପାଗ ବିଜ୍ଞାନୀ ମାନେ କହିଛନ୍ତି ।

ଉତ୍ତର ପଶ୍ଚିମରେ ଗତି କରିବା ସହ ଓଡ଼ିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହା ଗତି ପଥ ପରିବର୍ତ୍ତନ କରିବ । କୋଉଠି ଗତି ପଥ ପରିବର୍ତ୍ତନ କରିବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ । ପାଣିପାଗ ବିଭାଗ ସୂଚନା ଅନୁସାରେ ଗତିପଥ ପରିବର୍ତନ କରିବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ର ସ୍ଥଳ ଭାଗରେ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି ।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ସ୍ଥାନିୟେ ସ୍ଥାନିଏ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିନ୍ତୁ ଅଧ୍ୟକ୍ତରିନ ଗ୍ରୀଷ୍ମ ର ପ୍ରଭାବ ଜାରି ରହିବ । ତେବେ ବର୍ତ୍ତମାନ ସୁଦ୍ଧା ପାଣିପାଗ ବାତ୍ୟା ହେବ ବୋଲି କୌଣସି ସ୍ପ୍ରଷ୍ଟ ସୂଚନା ଦେଇନଥିବା ବେଳେ ସୋସିଆଲ ମିଡ଼ିଆରେ ବାତ୍ୟା କୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ବାତ୍ୟା କେଉଁଠି ହେବ କେବେ ହେବ ତାହାର ପ୍ରଭାବ କେତେ ରହିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *