Vastu Shastra- ପୁରୁଣା ଝାଡୁ କେଉଁ ଦିନ ଫୋପାଡିବେ ଓ କେଉଁଠି ଫୋପାଡିବେ ? କରନ୍ତୁ ଝାଡୁର ସଠିକ ଉପଯୋଗ ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ଛପର ଫାଡି ବର୍ଷିବ ଟଙ୍କା, ଦରିଦ୍ରତା ହେଇଯିବ ଦୂର

ବନ୍ଧୁଗଣ ଏହି ଦୁନିଆରେ ସମସ୍ତେ ସୁଖମୟ ଜୀବନ ଯାପନ କରିବାକୁ ଚାହିଁଥାନ୍ତି । ଏହି ଆନନ୍ଦମୟ ଜୀବନ ପାଇଁ ପ୍ରତେକ ବ୍ୟକ୍ତି ଅକ୍ଲାନ୍ତ ପରିଶ୍ରମ କରି ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ କିଛି ବ୍ୟକ୍ତି ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଦିନ ରାତି ପରିଶ୍ରମ କରି ମଧ୍ୟ ଧନ ଲାଭ କରିପାରନ୍ତି ନାହିଁ । ବନ୍ଧୁଗଣ ହିନ୍ଦୁ ଧର୍ମରେ ଝାଡୁକୁ ମା ଲକ୍ଷ୍ମୀ ଙ୍କ ସୂଚକ ବୋଲି କୁହାଯାଇଛି । ଝାଡୁ ସହିତ ଜଡିତ କିଛି ଏପରି ନିୟମ ଅଛି ଯାହା ଦ୍ଵାରା ମାତା ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ସବୁ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

୧:- ବନ୍ଧୁଗଣ ସକାଳ ସମୟରେ ପ୍ରତିଦିନ ଘରେ ହଳଦୀ ପାଣି ଚିଞ୍ଚି ଝାଡୁ କରନ୍ତୁ । ଏହା ପରେ ସ୍ନାନ କରି ମାତା ଲକ୍ଷ୍ମୀ ଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ନିଶ୍ଚୟ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ ହେବ । ଆପଣଙ୍କୁ କୌଣସି ଜିନିଷର ଅଭାବ ହେବ ନହିଁ ।

୨:- ବନ୍ଧୁଗଣ ବହୁତ ଲୋକ ରାତ୍ରି ସମୟରେ ଘରେ ଝାଡୁ ମାରୁଥାନ୍ତି କିନ୍ତୁ ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ସେହି ଘରୁ ଚାଲିଯାଇଥାଆନ୍ତି । ଏବଂ ଆପଣ ଆପଣ ନିଜର ଆଗାମୀ ଭବିଷ୍ୟତରେ ଦରିଦ୍ରତାର ଶିକାର ହୋଇଥାନ୍ତି । ତେଣୁ କେବେବି ଭୁଲରେ ବି ରାତ୍ରି କାଳରେ ଘରେ ଝାଡୁ କରନ୍ତୁ ନାହିଁ ।

୩:- ବନ୍ଧୁଗଣ ପ୍ରତିଦିନ ଘର ଝାଡୁ କରିବା ଦ୍ୱାରା ଘରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଏବଂ ପରିବାରରେ ଆସନ୍ତି ଦେଖା ଦେଇନଥାଇ । ସବୁବେଳେ ଘରେ ଥିବା ଝାଡ଼ୁ ଲୁଚାଇକି ରଖନ୍ତୁ ଯେପରି ଘରର ସଦସ୍ୟ ମାନଙ୍କ ବ୍ୟତୀତ ଆଊ କେହି ମଧ୍ୟ ଦେଖି ପାରିବେ ନାହିଁ ।

୪:- ବନ୍ଧୁଗଣ କେବେ ମଧ୍ୟ ଭଙ୍ଗା ବା ପୁରୁଣା ଝାଡୁକୁ ଘରେ ରଖନ୍ତୁ ନାହିଁ । ଏପରି କଲେ ମାତା ଲକ୍ଷ୍ମୀ କୋପ ଦୃଷ୍ଟି ପକାଇଥାନ୍ତି । ଏହି ପୁରୁଣା ଝାଡୁକୁ ଆପଣ ଶନିବାର ଦିନ ଫୋପାଡି ଦିଅନ୍ତୁ । ଯଦି ଆପଣ ନୂଆ ଝାଡୁ ଘରକୁ ଆଣିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ନୂଆ ଝାଡୁ କିଣି ଆଣନ୍ତୁ । ଏହା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ସମସ୍ତ ସମସ୍ୟା ଦୁର କରିଥାନ୍ତି ।

Leave a Reply

Your email address will not be published. Required fields are marked *