Vastu Tips – ପର୍ସ ରେ କାହାକୁ କିଛି ନକହି ରଖିଦିଅନ୍ତୁ ଏହି 1 ଜିନିଷ, ଦେଖିବେ ଟଙ୍କାର ଅଭାବ ହେବନି

ବନ୍ଧୁଗଣ ଆଜିର ଆମେ ଜାଣିବା ମନିପର୍ଷ ରେ କେଉଁ ଜିନିଷ ରଖିଲେ ଧନର ବୃଦ୍ଧି ହୋଇଥାଏ । ଏବଂ କେଉଁ ଜିନିଷ ରଖିଲେ ଖର୍ଚ୍ଚ ବଢ଼ିଥାଏ ଆଊ ଧନ ହାନି ମଧ୍ୟ ହୋଇଥାଏ । ଆପଣ ସକାଳୁ ପର୍ଷ ରେ ପଇସା ନେଇଥାନ୍ତି କିନ୍ତୁ ସନ୍ଧ୍ୟା ବେଳକୁ ତାହା ଖାଲି ହୋଇଯାଇଥାଏ । ଏହି ସବୁ ଠାରୁ କିପରି ରକ୍ଷା ପାଇବେ ଏବଂ ଧନର ଅଭାବ କିପରି ଦେଖା ନଦେବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ତେବେ ଚାଲନ୍ତୁ ଜାଣିବା ।

୧:- ବନ୍ଧୁଗଣ ଆମେ ସମସ୍ତେ ପର୍ଷ କିଣିଥାଉ କିନ୍ତୁ ଯଦି ଆପଣଙ୍କୁ କେବେ କେହି ପର୍ଷ ଟି ଉପହାର ସ୍ବରୂପ ଦେଇଥାଏ ତେବେ ତାହା ଆପଣଙ୍କ ପାଇଁ ସୁଭଦାୟକ ହୋଇଥାଏ । ଏବଂ ଧନ ଲାଭ ମଧ୍ୟ ହୋଇଥାଏ । ଯଦି ଆପଣ ଗୋଟେ ପର୍ଷ ବହୁତ ଦିନ ହେଲା ବ୍ୟବହାର କରୁଛନ୍ତି ତେବେ ତାହାକୁ ଆଊ ବ୍ୟବହାର କରନ୍ତୁ ନାହିଁ । ପ୍ରତି ଗୋଟେ ବର୍ଷରେ ନିଜର ମନିପର୍ଷ କୁ ବଦଳାଇଦିଅନ୍ତୁ ।

ବହୁତ ଲୋକ ଭାବିଥାନ୍ତି କି ଏହି ପର୍ଷ ଟି ତାଙ୍କ ପାଇଁ ଲକି ଅଟେ ତାହାକୁ ବଦଳାଇବେ ନାହିଁ କିନ୍ତୁ ଏପରି ଭାବିବା ଭୁଲ ଅଟେ । ଏମିତି ପୁରୁଣା ପର୍ଷ ରଖିବା ଦ୍ବାରା ମାତା ଲକ୍ଷ୍ମୀ ଙ୍କୁ ଆମେ ଅପମାନ ଦେଇଥାଉ । ଏବଂ ମାତା ଲକ୍ଷ୍ମୀ ଆମ ଉପରେ ନିଜର କୋପ ଦୃଷ୍ଟି ପକାଇଥାନ୍ତି । ଲକ୍ଷ୍ମୀ କେବେ ହେଲେ ଅପରିଷ୍କାର ଜାଗାରେ ରହିବାକୁ ଚାହାନ୍ତି ନାହିଁ ।

୨:- ଯେଉଁମାନେ ପ୍ରତିଦିନ ପର୍ଷ ର ବ୍ୟବହାର କରୁଛନ୍ତି ସେମାନେ ସବୁବେଳେ ପର୍ସ ରେ ତାଙ୍କ ସଜାଇ ରଖନ୍ତୁ କେବେ ମଧ୍ୟ ଟଙ୍କାକୁ ମୋଡ଼ିକି ରଖନ୍ତୁ ନାହିଁ । ବହୁତ ଲୋକ ନିଜର ପର୍ସ ରେ ଫଟୋ ରଖିଥାନ୍ତି ଏବଂ ପୁରୁଣା ବିଲ ମଧ୍ୟ ରଖିଥାନ୍ତି । ତେବେ ବନ୍ଧୁଗଣ ଏପରି କରନ୍ତୁ ନାହିଁ ଏମିତି କରିବା ଦ୍ୱାରା ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କୁ ଟଙ୍କାର ଅଭାବ ହୋଇଥାଏ । ନିଜ ପର୍ସ ରୁ ସବୁବେଳେ ଅଦରକାରୀ ଜିନିଷ ବାହାର କରିଦିଅନ୍ତୁ ଏହା ଦ୍ଵାରା ନକାରାତ୍ମକ ଉର୍ଯା ବଢ଼ିଥାଏ ।

୩:- ଚାକିରି କରୁଥିବା ବ୍ୟକ୍ତି ନିଜର କାମ ସରିବା ପରେ ଘରକୁ ଆସି ନିଜର ମାଆ,ଭଉଣୀ ବା ସ୍ତ୍ରୀ ଙ୍କୁ ଦିଅନ୍ତୁ । ଏବଂ ପର ଦିନ ସକାଳେ କର୍ମକ୍ଷେତ୍ର କୁ ଯିବା ପୂର୍ବରୁ ପର୍ସ ଟି ମାଗିକି ନେଇଯାନ୍ତୁ । ଘରର ମହିଳା ମାନେ ମାତା ଲକ୍ଷ୍ମୀ ଙ୍କ ସ୍ବରୂପ ହୋଇଥାନ୍ତି । ତେଣୁ ତାଙ୍କ ପାଖରେ ଆପଣଙ୍କ ପର୍ସ ରହିଲେ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି ଏବଂ ଆପଣଙ୍କୁ ଧନର ଅଭାବ ହୋଇନଥାଏ ।

ମା ଲକ୍ଷ୍ମୀ ଙ୍କ ଗୋଟେ ରୂପ ମୁଦ୍ରା ଆଣି ନିଜ ପର୍ସ ରେ ରଖନ୍ତୁ ଦେଖିବେ ଆପଣଙ୍କ ବୃଦ୍ଧି ବହୁତ ଜଲଦି ହେବ । ଏବଂ ଆପଣଙ୍କୁ ଧନର ଅଭାବ ହେବ ନାହିଁ । ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିବ ।  ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *