ପୁରୁଣା ରୁ ପୁରୁଣା କାଶ 5 ମିନିଟରେ ମୂଳରୁ ହୋଇଯିବ ଶେଷ- Cough Remedy

ଶରୀର କୁ ସୁସରହ କରିବା ପାଇଁ ଅନେକ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି ଯଦି ଆମେ ଦେଖିବା ପାଇଁ ଯିବା ତା ଆମେ ଜାଣି ପରିବା କି ଆମେ କୁଁ ଭଳି ସ୍ଥିତି ରେ ରହୁଛୁ ଆପଣ ଜାଣି ଥିବେ କିଛି ଲୋକମାନେ କରନା ସମୟରେ ଅନେକ କଷ୍ଟ ପାଇଁ ଥିଲେ ସେମାନଞ୍ଜୁ ସାମାଜିକ ଦୂରତା ର ସମାନ କରିବା ପାଇଁ ପଡିସିଛି । ଏହି ଭଳି ଆତଙ୍କ ହୋଇ ଯାଇଥିଲା କି ଲୋକମାନେ ନିନର ପର ଭିତରେ ଭେଦ ଭୁଲି ଯାଇଥିଲେ । କିଛି ଲୋକମାନେ ଏବେ ଏହା ପାଇଁ ନିଜର ଇମ୍ୟୁନିଟି ଜୁ ସ୍ତ୍ରୋଙ୍ଗ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଆଜି କହିବା ପାଇଁ ଯାଉଥିବା କଥା ଅନୁସାରେ ଆମେ କେ କାଦା ଭଳି ଔଷଧ କହିବା ଯାହା କୁ ଖାଇବା ଦ୍ୱାରା ଆପଣ ଙ୍କ ବହୁତ କିଛି ସମସ୍ୟା ଦୂର ହୋଇକିବ । ଏହି ବସ୍ତୁ ଆପଣ ରୋଷେଇ ଘରୁ ଆରମାରେ ପାଇଯିବେ । ଆପମ ନିଜ ରୋଷେଇ ଘର ରେ ଥିବା ଅଦା କୁ ନେବେ ଏହା ପରେ ଆପଣ ଏହାର ଚୋପା ଭଲ ଭାବରେ ଛଡେଇ ନେବେ ଆପଣ ଏହାର ଚୋପା ଛଡ଼େଇବା ପରେ ଏହାକୁ ଧୋଇକି ଏକ ସଫା ଜାଗାରେ ରଖିବେ ।

ଏହା ପରେ ଏକ ର ଦୁଇ ଲବଙ୍ଗ ନେବେ ଏହା ପରେ ଏହାକୁ କିଛି ସମୟ ପାଇଁ ଭାଜି ନେବେ । କିଛି ଗୋଲମରିଚ ମଧ୍ୟ ଆପଣ ନେବେ ତା ପରେ ଆପଣ ଏହଲୁ ମଧ୍ୟ ଭାଜି ନେବ୍ବେ । କିଛି ସମୟ ଛାଡିବା ପରେ ଏହାକୁ ଗୁଣ୍ଡ କରି ନିଅନ୍ତୁ । ଏହାକୁ ଓଲ୍ହାଇ ବା ପରେ ଆପଣ କିଛି ଅଦା କୁ ନେବେ ଓ ଏହା ପରେ ଆପଣ ଏହାକୁ ଭାଜି ନେବେ ଏହାକୁ ଭାଜିବା ପରେ ଆପଣ ଏହାକୁ ମଧ୍ୟ ଗୁଣ୍ଡ କରିନେବେ ।

ଆପଣ ଏବେ ଏକ ପତ୍ର କି କାଢ଼ିନେବେ । ପ୍ରଥମେ କିଛି ମହୁ ନେବେ ତା ପରେ ଏହା ମଧ୍ୟରେ ଆପଣ କିଛି ଗୋଲମରିଚ ଗୁଣ୍ଡ ପକେଇବେ ଓ କିଛି ଲବଙ୍ଗ ଗୁଣ୍ଡ ମଧ୍ୟ ପକାଇବେ । ଛୋଟ ପିଲାଙ୍କ ପାଇଁ ଆପଣ ଏହାକୁ ବନେଇଲେ ଏହା କୁ କମ କରିକି କରିବେ । ଯଦି ଆପଣ ଅଧିକା କରିବେ ଏହାକୁ ତେବେ ଏହା ଦେହ ଖରପ କରି ଦେବ ।

ଆପଣ ଏହା ଶବ ଅଦା ସେତେବେଳେ ମିସେଇବେ ଯେବେ ଆପଣ ଏହାକୁ ବଡ଼ ଲୋକଙ୍କୁ ଦେବେ । ଆପଣ ଏହାକୁ ସେବନ କରିବା ପରେ ଅଳ୍ପ କିଛି ଉଷୁମ ପାଣି କୁ ପିବେ । ଏହା ଆପଣ କିଛି ଦିନ ଖାଇବା ପରେ ଦେଖିବେ କି ଆପଣଙ୍କ ଦେହ ରେ ଥିବା ସବୁ ପ୍ରକାର ଥଣ୍ଡା କମିବାରେ ଲାଗିବ ।

ଯେଉଁ ଅନଙ୍କ ପିଲା ମାନେ ଥଣ୍ଡା ପାଇଁ କଫ ସମସ୍ୟାରେ ଅଛନ୍ତି ସେମାନେ ଏହାକୁ ସେବନ କରିବା ପରେ ଭଲ ଅନୁଭବ କରିବେ । ଏହାକୁ ଆପଣ ସକାଳେ ଖାଇ ପାରିବେ ।

Leave a Reply

Your email address will not be published. Required fields are marked *