ରବିବାର ଦିନ ଖାଆନ୍ତୁ ନାହିଁ ଏହି ଜିନିଷ, ଆସିଥାଏ ଭୟଙ୍କର ଗରିବୀ

ଆମ ଶାସ୍ତ୍ର ଅନୁସାରେ କୁହାଯାଏ କି ଗ୍ରହ ମାନଙ୍କ ଗତିର ଚାଳନ ର ପ୍ରଭାବ ଗୁଡିକ ବିଭିନ୍ନ ରାଶି ଉପରେ ପଡିଥାଏ । ଏହି ରାଶିର ବ୍ୟକ୍ତି ମାନଙ୍କୁ ସେହି ପ୍ରଭାବ ଅନୁସାରେ ଫଳ ମିଳିଥାଏ । ତେବେ ସପ୍ତାହ ରେ ବୁଧବାର ଦିନ ବୁଧ ଗ୍ରହଙ୍କ ପୂଜା ଓ ଉପାସ କରିଥାଉ । ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ର ପୂଜା ଓ ଆରାଧାନା କରିଥାଉ । ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ର ପୂଜା ଓ ଆରାଧନା କରିଥାଉ । କିନ୍ତୁ ଯେତେବେଳେ ସପ୍ତାହ ରେ ରବିବାର ଦିନ ଟି ଆସିଥାଏ ତେବେ ଆମେ ସେହି ଦିନ ଟିକୁ ଛୁଟିର ଦିନ ମାନିଥାଉ ।

ତେଣୁ ଏହି ଦିନକୁ ଆମେ ବହୁତ ଖୁସିରେ ବ୍ଯତୀତ କରିଥାଉ । ରବିବାର ଦିନ ଟି ହେଉଛି ସୂର୍ଯ୍ୟ ଦେବଙ୍କ ବାର । ଏହି ଦିନ ଆମେ ଯଦି କିଛି ଅଧର୍ମ କାର୍ଯ୍ୟ କରିଥାଉ ତେବେ ସୂର୍ଯ୍ୟ ଦେବଙ୍କ କ୍ରୋଧ ଆମ ଉପରେ ପଡିଥାଏ । ଏହି ରବିବାର ଦିନ ଆମେ ଏପରି କିଛି କାର୍ଯ୍ୟ କରିଥାଉ ଯାହାକି ଆମେ କରିବା ଦ୍ଵାରା ଆମର ଅନିଷ୍ଠ ହୋଇଥାଏ ।

ଏହି କାର୍ଯ୍ୟ ଗୁଡିକ ଶାସ୍ତ୍ର ଅନୁସାରେ କରିବା ଅନୁଚିତ । ତେବେ ରବିବାର ଦିନ କେବେବି ସକାଳେ ବିଳମ୍ବ ରେ ଉଠିବା ଉଚିତ ନୁହେ । ଏହା ସୂର୍ଯ୍ୟ ଦେବଙ୍କ ବାର ଅଟେ ତେଣୁ ଏହି ଦିନ ଆପଣ ଚେଷ୍ଟା କରନ୍ତୁ କି ଏହି ଦିନ ପ୍ରାତଃ ସକାଳୁ ଉତିବାକୁ । ଏହା ପରେ ଆପଣ ସ୍ନାନ ସାରି ସୂର୍ଯ୍ୟ ଦେବଙ୍କୁ ତମ୍ଭା ପାତ୍ର ରେ ଜଳ ଅର୍ପଣ କରନ୍ତୁ ।

ସୂର୍ଯ୍ୟ ଦେବଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହୋଇଥାଏ । ରବିବାର ଦିନ କେବେବି ଓସ୍ତ ଗଛ ରେ ଜଳ ଅର୍ପଣ କରନ୍ତୁ ନାହି । ଏହାକୁ ଅଶୁଭ ବୋଲି କୁହାଯାଇଥାଏ । ରବିବାର ଦିନ କେବେବି ମସୁର ଡାଲି ର ଭକ୍ଷଣ କରନ୍ତୁ ନାହି । ଏହି ଡାଳିକୁ ଆମ ଶାସ୍ତ୍ର ଅନୁସାରେ ଆମିଷ କୁହାଯାଏ । ତେଣୁ ଏହାକୁ କୌଣସି ସାଧୁ ସନ୍ଥଙ୍କୁ ମଧ୍ୟ ଭୋଜନ ପାଇଁ ଦିଆଯାଏ ନାହି ।

ରବିବାର ଦିନ କେବେବି ନିଜର ମୁଣ୍ଡରେ ତେଲ ଲଗାନ୍ତୁ ନାହି କି କେଶ କାଟନ୍ତୁ ନାହି । ଯଦି ଆପଣ ସନ୍ତାନ ପ୍ରାପ୍ତି ର ଇଛା ରଖୁଥାନ୍ତି ଓ ସୂର୍ଯ୍ୟଙ୍କ ଭଳି ତେଜସ୍ବୀ ସନ୍ତାନ ର ଇଛା ରଖିଥାନ୍ତି ତେବେ ଆପଣ ଦିନଟି ସାରା ଉପାସ ରହି ସୂର୍ଯ୍ୟ ଦେବଙ୍କ ଆର୍ଦ୍ଧାନା କରନ୍ତୁ । ସନ୍ଧ୍ୟା ସମୟରେ ବୀନା ଲବଣର ଖାଦ୍ୟ ଖାଆନ୍ତୁ ।

ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ରାଶି ତେଲ ରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଆପଣଙ୍କୁ ସୂର୍ଯ୍ୟଙ୍କ କୃପା ପ୍ରାପ୍ତ ହୋଇଥାଏ । ରବିବାର ଦିନ ରାଶି ବା ଲୁଣ ଖାଇବା ନିଷେଧ ଅଟେ । ଶନିବାର ଦିନ ପିଆଜ ରସୁଣ ର ଖାଦ୍ୟ ଖାଇବା ଉଚିତ ନୁହେ । ରବିବାର ଦିନ ମାଛ ଖାଇବା ଶାସ୍ତ୍ର ଅନୁସାରେ ଅନିଷ୍ଟ ଓ ଅଶୁଭ ମଣାଯାଇଥାଏ ।

Leave a Reply

Your email address will not be published. Required fields are marked *