ଆଜି ପବିତ୍ର ରାମନବମୀ, 25 ବର୍ଷ ପରେ ବନୁଛି ମହାସଂଜୋଗ…. ନିଶ୍ଚୟ କରନ୍ତୁ ଏହି ଉପାୟ, ହେବ ଧନ ଲାଭ

ରାମନବମୀ ହେଉଛି ଭଗବାନ ରାମ ଙ୍କ ଜନ୍ମ ଦିନ ଓ ଏହା ପାଇଁ ଅନେକ ଜାଗାରେ ଅନେକ ପ୍ରକାତ ପୂଜା ମଧ୍ୟ କରା ଯାଇଥାଏ । ଏହାର ମାନ୍ୟତା ଓଡିଶାରେ ମଧ୍ୟ ଅଛି । ମାତ୍ର କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ମାନିବା ସହ ଭଗବାନ ଙ୍କ ପାଇଁ ନିଜକୁ ଉପବାଷ ମଧ୍ୟ ରଖୀ ଥାନ୍ତି ଏହା ତାଙ୍କର ଭକତି କହିଲେ ଭୁଲ ହେବନି । ଆପଣ ଏହା ଜାଣି ଥିବେ କି କିଛି ଜଣ ଅଛନ୍ତି ଯେଉଁ ମାନେ ବାହାରେ ରହି ମଧ୍ୟ ଭଗବାନ ଙ୍କୁ ଖୁବ ମାନି ଥାନ୍ତି ଏହାକୁ ଭାରତ ରେ କେବଲ ନୁହେଁ ଭାରତ ବାହାରେ ମଧ୍ୟ ବହୁତ ଜଣ ମାନି ଥାନ୍ତି । ଏହାକୁ ଭାରତ ବାହରେ ରହୁଥିବା ଭାରତୀୟ ମାନେ ମଧ୍ୟ ପାଳନ କରି ଥାନ୍ତି ଏହାକୁ ଖୁବ ଧୂମ ଧାମ ରେ ।

ଆପଣ ଜାଣି ଥିବେ କି କିଛି ଜଣ ଅଛନ୍ତି ଯେଉଁ ମାନେ ମା ସୀତା ଙ୍କୁ ମଧ୍ୟ ପୂଜା କରି ଥାନ୍ତି ଏହି ଦିନ ଭଗବାନ ରାମ ଙ୍କ ସହ ଏହା ଖୁବ ଭଲ କଥା ଆମେ ଆଜି ଆପଣଙ୍କୁ କହିବା କି ଆପଣ କଣ କଣ କରିବା ଭଲ ଏହି ଦିନ । ଆପଣ ଏହି ଦିନ କେଉଁ ଭଳି ଭଗବାନ ଙ୍କ ପୂଜା କରିବେ ଯଦି ।

ଆପଣ ଭଗବାନ ରାମଙ୍କ ଜନ୍ମ ଦିନକୁ ପାଳନ କରିବା ଭଲ ହୋଇଥାଏ । ଆପଣ ଏହାକୁ ହିନ୍ଦୁ ମାନଙ୍କ ପାଇଁ ଏକ ବଡ ପର୍ବ ବୋଲି ମଧ୍ୟ କହି ପାରିବା । ଆପଣ ଯଦି ଭଗବାନ ରାମ ଙ୍କୁ କିଛି ସଠିକ ଉପାଯରେ ପୂଜା କରିବେ ତେବେ ଏହା ଦ୍ଦ୍ଵାରା ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ ।

ଆପଣ ସକାଳୁ ଉଠିବା ମାତ୍ରେ ନିଜର କର୍ମ ସାରିକି ଆଗ ଆପଣ କିଛି ପୁଷ୍ପ କୁ ଆଣି କି ଭଗବାନ ଙ୍କ ପୂଜା କରିବା ଆରମ୍ଭ କରି ଦିଅନ୍ତୁ ଏହି ଦିନ ଆପଣ କିଛି ଭୋଗ କରିବା ପାଇଁ ଅଜଦି ଭାବୁଛନ୍ତି ତେବେ ଆପଣ ଏହି ଦିନ ସାଧାରଣ ଭାବେ ଖିରୀ ଓ କିଛି ଶାଗୁ ଦାନାର ଖେଚେଡି ବନେଇ ଦେଇ ପାରିବେ ।

ଆପଣ ଯଦି କିଛି ଫଳ ଆଣି ପାରିବେ ନିଜ ସକ୍ଷମ ଅନୁସାରେ ତେବେ ଏହା ମଧ୍ୟ ଭଲ ଅଟେ । ଆପଣ ଭଗବାନ ଙ୍କ ପ୍ରତିମା କୁ ପୂଜା କରିବା ପରେ ହନୁମାନ ଚାଳିଶା, ରାମରାକ୍ଷସ ସ୍ରୋତ, ବଜରଙ୍ଗବାଣ, ସୁନ୍ଦରାକାଣ୍ଡ କୁ ପଢିବେ ଏହା ଆପଣଙ୍କ ପରିବାର କୁ ଆକହ ପାଖ ଜାଗାକୁ ଖୁବ ପବିତ୍ରମୟ କରିଦେବ ।

ଏହା କରିବା ଦ୍ଵାରା ଆପଣଙ୍କ ଧନ ରେ ନିରନ୍ତର ବୃଦ୍ଧି ହେବ । ଆପଣ ଏହି ଦିନ ଆପଣ ଭଗବାନ ଙ୍କ ଦେହରୁ କିଛି ସିନ୍ଦୁର ନେଇକି ମା ସୀତା ଙ୍କ ପାଦରେ ଲଗାଇ ଦିଅନ୍ତୁ । ଏହା ପରେ ଆପଣ ନିଜ ମନସ୍କାମନା କଥା କହି ପାରିବେ ମାତା ସୀତା ଙ୍କୁ ଏହି ଦିନ ଆପଣ କିଛି ଜିନିଷ ଦାନ କରିଲେ ଏହା ଆଗକୁ ଯାଇକି ଆପଣଙ୍କୁ ଖୁବ ଭଲ ପରିଣାମ ଦେବ ।

ଆପଣ ଏହି ଦିନ କୁକୁମ ଦେବା ପାଇଁ ଭୁଲିବେନି ଭଗବାନ ଙ୍କୁ । ଭଗବାନ ଆଗରେ ଏହି ଦିନ ଆମେ ଯେତେ ସମୟ ବସିବା ଆମ ପାଇଁ ଭଲ ଆପଣ ଯଦି ଉପବାଷ କରି ନାହାଁନ୍ତି ଆପଣ ପୂଜା ପରେ କିଛି ଖାଦ୍ଯ ଖାଇ ନେଇ ପାରିବେ ।

Leave a Reply

Your email address will not be published. Required fields are marked *