Vastu Tips – ରବିବାର ଦିନ କେବଳ ଏହି 3 ଟି କାମ କରୁଥିବା ବ୍ୟକ୍ତି ବନିଥାନ୍ତି କୋଟିପତି, ଧନବାନ ଲୋକଙ୍କର ସଫଳତାର ରହସ୍ୟ

ବନ୍ଧୁଗଣ ପ୍ରତେକ ଦିନ ଆମେ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିଥାଉ । କିନ୍ତୁ ସବୁଦିନ ସକାଳୁ ନିଜର ନିତ୍ୟକର୍ମ ସାରି ଆମେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାଉ । ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହା ରବିବାର ଦିନ କରିବା ଦ୍ଵାରା ଆପଣ ସଫଳ ହେବେ । ରବିବାର ସୂର୍ଯ୍ୟଙ୍କ ବାର ହୋଇଥାଏ । ଯେଉଁ ବ୍ୟକ୍ତିର ଜାତକରେ ସୂର୍ଯ୍ୟ ଉଚ୍ଚ ସ୍ଥାନରେ ଥାଆନ୍ତି ତାଙ୍କୁ ସବୁ କ୍ଷେତ୍ରରେ ମାନ ସମ୍ମାନ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି ୩ଟି କାମ ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣ ଖୁବ ଶୀଘ୍ର କୋଟିପତି ହେବେ । ତେବେ ଚାଲନ୍ତୁ ଜାଣିବା ।

ପ୍ରତେକ ରବିବାର ଦିନ ସକାଳୁ ଉଠନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ଏହା ଦ୍ବାରା ସୂର୍ଯ୍ୟଦେବ ଙ୍କ କୃପା ଆପଣଙ୍କ ଉପରେ ରହିବ ଏବଂ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଏହା ସହିତ ପ୍ରତେକ ବ୍ୟକ୍ତି ଆପଣଙ୍କ କଥା ମଧ୍ୟ ଶୁଣିବେ ।

ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ଭା କଳସରେ ଜଳ ଚଢ଼ାନ୍ତୁ ଏହା ସହ ସେହି ପାଣିରେ ଗୋଟେ ନାଲି ମନ୍ଦାର ଫୁଲ ଦିଅନ୍ତୁ ଏହା ଦ୍ବାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବ ଏବଂ ଆପଣ ଏକ ସୁଖମୟ ଜୀବନ ଅତିବାହିତ କରିବେ । ଏହା ସହ ଯଦି ଆପଣଙ୍କ କୌଣସି କମ ଅଟକି ରହିଥାଏ ତେବେ ତାହା ମଧ୍ୟ ଶୀଘ୍ର ପୂରଣ ହେବ ।

ଯଦି ଘରେ ସବୁବେଳେ କଳହ ଲାଗିରହୁଛି, ଆର୍ଥିକ ସମସ୍ୟା ଦେଖା ଦେଉଛି ତେବେ ୨ ତ ଶୁଖିଲା ଲଙ୍କା ନିଅନ୍ତୁ, ଏହା ସହିତ ଟିକେ ଲୁଣ ଓ ଅଳ୍ପ ଗୋଲମରିଚ ନେଇ ଗୋଟେ କପଡ଼ାରେ ବାନ୍ଧି ପରିବାରର ସମସ୍ତ ସଦସ୍ୟ ଙ୍କ ଚାରିପଟେ ବୁଲାନ୍ତୁ । ଏବଂ ଏହି ମନ୍ତ୍ର ଜପ କରନ୍ତୁ ଓମ ହରିମ୍ କ୍ଲିମ୍ ଲକ୍ଷ୍ମୀ କର୍ୟମ କ୍ରୁମ୍ ସ୍ୱାହା । ଏହି ମନ୍ତ୍ରକୁ ୭ ଥର ଜପ କରନ୍ତୁ । ଏହାପରେ ସେହି କପଡ଼ାକୁ ରବିବାର ଦିନ ଘରର ମୁଖ୍ୟ ଦ୍ଵାରରେ ଜଳାଇ ଦିଅନ୍ତୁ । ଏହା ଦ୍ବାରା ଘରେ ଆଊ ସମସ୍ୟା ଦେଖା ଦେବ ନାହିଁ ।

ଯଦି ଆପଣ ଧନବାନ ହେବାକୁ ଚାହୁଁଛନ୍ତି ତେବେ ଆପଣ ଜନ୍ଦା ମାନଙ୍କୁ ଅଟା ଓ ଗୁଡ ଖାଇବାକୁ ଦିଅନ୍ତୁ, ମାଛକୁ ଅଟା ଖାଇବାକୁ ଦିଅନ୍ତୁ । ଏହି କାମ କରିବା ଦ୍ଵାରା ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ଏବଂ ଆପଣଙ୍କ ଆଗାମୀ ଜୀବନ ସୁଖମୟ ରହିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *