ଖୋଲିଲା ରତ୍ନ ଭଣ୍ଡାରର ରହସ୍ୟ । ଦେଖିଲେ ଆପଣ ବି ହାତ ଯୋଡି ଦେବେ

ପୁଣି ଆସିଚ୍ଛି ରତ୍ନ ଭଣ୍ଡାର ର ଖୋଲିବ । ପୁଣି ଏହି କଥାକୁ ନେଇକି ବିବାଦ ଆରମ୍ମ୍ଭ ହୋଇଛି । ଆଜି ଆମେ କହିବା କି ଜଗନ୍ନାଥ ଙ୍କ ବର୍ଷ ବର୍ଷ ଧରି ବନ୍ଦ ହୋଇଥିବା ରତ୍ନ ଭଣ୍ଡାରେ ଠିଆବ ରହସ୍ୟ କୁ ଆଜି ଯାଏ କ୍କେହୀ ଖୋଲିବା ପାଇଁ ଚେଷ୍ଟା କରି ନାହାନ୍ତି କି ସାହାଶ ମଧ୍ୟ କରି ନଥିଲେ । ମାତ୍ର କେତେ ସମ୍ପତ୍ତି ଅଛି ତାହାର ଆକଳନ କରିଇବା ପାଇଁ ଅନେକ ଥର ଚେଷ୍ଟା କରାଯାଇ ଥିଲା । ଏହାକୁ ମନ୍ଦିର ଅନେକ ଥର ଅଟକାଇବା ପାଇଁ ଚେଷ୍ଟା ଅକରିଛି ।

ଏହା ସତ୍ବେ  ମଧ୍ୟ  ଏବେ ପୁଣି ଖୋଲିବା  ପାଇଁ ଯାଉଛି ରତ୍ନ ଭଣ୍ଡାର । ଏହାର କାରଣ ହେଉଛି କି ସରକାର କୁ ସବୁ ମନ୍ଦିରର ଆକଳନ ଦରକାର ଥାଏ । ଓଡିଶା ସରକାର ଏହା ପାଇଁ ଚେଷ୍ଟା ମଧ୍ୟ କରିଛି । ଏହା ପାଇଁ ଏବେ ହାଇ କୋର୍ଟ ମଧ୍ୟ ମତ ଦେଇଛି କି ରତ୍ନ ଭଣ୍ଡାର ଖୋଲିବ ।

ଏହାକୁ ନେଇକି ଅନେକ ଲୋକମାନେ ଚିନ୍ତାରେ ଅଛନ୍ତି ଓ ଅନେକ ଲୋକମାନେ ଏହାକୁ ନେଇକି ଦାରୁ ଛନ୍ତି ମଧ୍ୟ । ତାଙ୍କ ମତ ଅନୁସାରେ ଯଦି ଏହା ହୁଏ ତ ମହା ପ୍ରଳୟ ଆସିବା ପାଇଁ ଯାଉଛି ଜାଣି ନିଅନ୍ତୁ । ଏହା ସହ ଅନେକ ଲୋକମାନେ ଏହାକୁ ସମର୍ଥନ କରି ନାହାଁନ୍ତି ଦିଲ୍ଲୀ ରୁ ଏକଦା ଏହି ମନ୍ଦିର ର ଖୋଜ କରିବା ପାଇଁ ଆସିଥିବା ଟିମ କୁ ବହୁତ କିଛି ।

ସହିବା  ପାଇଁ ପଡିଥିଲା ଏହା କଥା ସୁନା ଯାଇଛି । ତେବେ ଏବେ ଓଡିଶା ବାଶି ମାନେ ଯଦି ଏହି ବଳି ପଦେକ୍ଷେପ ନେବେ ତେବେ ଏହା କିଭଳି କଥା ହେବ । ରତ୍ନ ଭଣ୍ଡାର ବାହାରେ ଯେତେବେଳେ ରଖା ଯାଇଥାଏ ତାହା ସକାଳ ହେବା ମାତ୍ରେ ସେହି ଜାଗାରେ ନଥାଏ ବୋଲି ପଣ୍ଡା ମାନଙ୍କ ପାଖରୁ ଆମେ ଅନେକ ଥର ଶୁଣିଛେ ।

ଅନେକ ଆବାଜ ମଧ୍ୟ ତାହା ମଧ୍ୟରୁ ଆସିଥାଏ । ଯେଉଁ ଭଳି କେହି ସାପ ଗର୍ଜନ କରୁଛି ସେହି ଭଳି ଆବାଜ ହୋଇ ଥାଏ । ଏହା ତଳେ ଅନେକ ପ୍ରକାର ଅଳଙ୍କାର ଅଛି । ପ୍ରଥମ ଭଣ୍ଡାର ଘର କୁ ଦୁଇ ଭାଗରେ ଭାଗ କରା ଯାଇଛି । ପ୍ରଥମ ଭଣ୍ଡାରେ ଆମେ ଭଗବାନ ଙ୍କ ଅଳଙ୍କାର ଅଛି ।

ଏହା ସହ ସୁନା ବେଶରେ  ଥିବା ଅଳଙ୍କାର କୁ ଆମେ ରଖୀ ଥାଉ ମାତ୍ର ଏହାର ଭିତର ଭାଗରେ ଏହାକୁ ଖୋଲିବା ପାଇଁ କେହି ସାହାଶ କରି ନାଠାନ୍ତି । ଆଗ କାଳରେ ରାଜା ମାନେ ଜିତୁ ଥିବା ସୁନା ଆଦି କୁ ସୁରକ୍ଷିତ ରଖିବା ପାଇଁ ଏହାକୁ ଭଣ୍ଡାର ଘରେ ରଖୀ ଥାନ୍ତି ।

ଏବେ କୋର୍ଟ ନିଷ୍ପତ୍ତି ନେଇଛି କି ମାର୍ଚ 26 କିମ୍ବା ମାର୍ଚ 25 ରେ ଏହାକୁ ଖୋଲାଯିବ ମାତ୍ର କିଛି କାରଣ ପାଇଁ ଏହାକୁ ଖୋଲା ଯାଇ ନଥିଲା । ତେଣୁ ଏହାକୁ ଏପ୍ରିଲ ମାସରେ ଏହାକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେତେ ମାତ୍ରାରେ ଏହା ଅଛି ଓ କେଉଁ କେଉଁ ନୂଆ ଅଳଙ୍କାର ଦେଖିବା ପାଇଁ ମିଳିବ ଏହା ଦେଖିବା ବାକି ରହିଲା । ତେବେ ବନ୍ଧୁଗଣ କମେନ୍ଟ ରେ ଲେଖନ୍ତୁ ଜୟ ଜଗନ୍ନାଥ ଏବଂ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *