ସ୍ତ୍ରୀ ଲୋକମାନେ ରୋଷେଇ ଘରେ ଏମିତି ରଖନ୍ତୁ ‘ତାୱା’ ରାତା ରାତି ବଦଳିଯିବ ଆପଣଙ୍କ ଭାଗ୍ୟ – କାଙ୍ଗାଳ ରୁ ହୋଇଯିବେ କୋଟିପତି

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ କୁହାଯାଏ ଯେ, ରୋଷେଇ ଘର ହେଉଛି ମାତା ଲଷ୍ମୀ ଙ୍କ ବାସ ସ୍ଥାନ । ସେଥିପାଇଁ ରୋଷେଇ ଘର ର ସ୍ୱଚ୍ଛତା ଓ ବାସ୍ତୁ ଉପରେ ଧ୍ୟାନ ଦେବା ଉଚିତ । ବିଶେଷକରି ତାୱା ଓ କଢେ଼ଇ କୁ କେଉଁ ସ୍ଥାନ ରେ ରଖିଲେ ମାତାଲକ୍ଷ୍ମୀ ପ୍ରସନ୍ନ ହେବେ ତା’ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ । ରୋଷେଇ ଘରେ ରଖା ଯାଇଥିବା ସବୁ ଵସ୍ତୁ ର ଅଲଗା ଅଲଗା ମହତ୍ତ୍ୱ ଥାଏ । ତାୱା ଓ କଢେଇ ରାହୁ ଙ୍କ ପ୍ରତିନିଧିତ୍ୱ କରିଥାଏ । ସେଥିପାଇଁ ସବୁ ବାସନ ଠାରୁ ଏହି ଦୁଇ ଟି ଜିନିଷ ସମ୍ମାନ ର ଅଧିକାରୀ ଅଟନ୍ତି । ଅନେକ ଲୋକମାନଙ୍କର ମନରେ ଦ୍ୱନ୍ଦ ଆସେ ଯେ ତାୱା ଓ କଢେଇ କୁ ସିଧା ରଖାଯିବା ଉଚିତ ଅଥବା ଓଲଟା । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ରୋଷେଇ ଘର ସମ୍ବନ୍ଧୀୟ ଏଭଳି କିଛି ନିୟମ ଯାହା ସଠିକ ଭାବରେ କରିଲେ ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ରୋଷେଇ ଘର ହେଉଛି ମାତାଲଷ୍ମୀ ଙ୍କ ବାସସ୍ଥାନ । ତେଣୁ ଏହି ସ୍ଥାନ କୁ ସର୍ବଦା ପରିଷ୍କାର ପରିଛନ୍ନ ରଖନ୍ତୁ । ରାତି ଖାଇବା ଖାଇସାରିଲା ପରେ ସେଇ ଅଇଁଠା ବାସନ କୁ ଶୋଇବା ପୂର୍ବରୁ ସ-ଫା କରିଦିଅନ୍ତୁ । ଆଳସ୍ୟ ଯାଗୁଁ ଅନେକ ଲୋକ ଅଇଁଠା ବାସନ କୁ ସକାଳ ପଯ୍ୟନ୍ତ ନଧୋଇ ରଖିଦିଅନ୍ତି । ଯାହାକି ବାସ୍ତୁ ହିସାବରେ ଅନୁଚିତ ଅଟେ । ତେଣୁ ଆପଣ ରାତି ବାସନ ସକାଳ ପର୍ଯ୍ୟନ୍ତ ରଖନ୍ତୁ ନାହିଁ । ବିଶେଷକରି ତାୱା ଓ କଢେ଼ଇ କୁ ନ ଧୋଇ ସକାଳ ପର୍ଯ୍ୟନ୍ତ ଛାଡିବା ଉଚିତ ନୁହେଁ ।
୨. ବନ୍ଧୁଗଣ ଦ୍ବିତୀୟତଃ, ବେଳେବେଳେ ଘରର ସଦସ୍ୟ ଙ୍କ ମଧ୍ୟରେ ଛୋଟ ଛୋଟ କଥା କୁ ନେଇ ଝ-ଗ-ଡା ହୋଇଥାଏ ,ଏହା ରା-ହୁ ଙ୍କ ପ୍ରଭାବ ଯୋଗୁ ହୋଇଥାଏ । ତେଣୁ ଆପଣ ସକାଳୁ ତାୱା ଗରମ କରି ସେଥିରେ ଟିକେ ପାଣି ପକାନ୍ତୁ, ଏହା ଦ୍ୱାରା ଘର ର ସଦସ୍ୟଙ୍କ ମନରେ କ୍ରୋ-ଧି ଶାନ୍ତ ହୋଇଥାଏ ଏବଂ ସକାଳ ଖାଇବା ବନାଇବା ପୂର୍ବରୁ ଘରେ ବ୍ୟବହୃତ ଲୁଣ କୁ ଟିକେ ତାୱା ଉପରେ ପକାଇଦିଅନ୍ତୁ,ପରେ ଗୋଟେ ଛୋଟ ରୁଟି ତିଆରି କରି ଗୋଟେ ଘରେ ରଖିଦିଅନ୍ତୁ । ଯେପରି କି ସେ ରୁଟି କୁ ପଶୁ କିମ୍ଵା ପକ୍ଷୀ ନିଜ ଭୋଜନ ଭାବେ ଗ୍ରହଣ କରିବେ । ଘର ର ପ୍ରଥମ ରୁଟି ଗାଈ ଙ୍କୁ ଦିଆଯାଏ,କିନ୍ତୁ ଆପଣ କାଉ କି ପାରା କିମ୍ବା ମାଛ କୁ ରୁଟି ଖୁଆଇପାରିବେ ।

୩- ବନ୍ଧୁଗଣ ତୃତୀୟତଃ, ଘରେ ଯେତେବେଳେ ତାୱା ର ବ୍ୟବହାର କରାଯାଉ ନଥିବ ସେତେବେଳେ ତାୱାକୁ ଘୋଡାଇ ରଖନ୍ତୁ ଏବଂ ଖାଇବା ରନ୍ଧା ପରେ ତାୱା କୁ ସେମିତି ଖୋଲା ରେ ରଖନ୍ତୁ ନାହିଁ । କଢେ଼ଇ ଓ ତାୱା କୁ ଆପଣଙ୍କ ଚୁଲା ର ଡାହାଣ ପଟେ ରଖନ୍ତୁ । ଏହି ଦୁଇ ବସ୍ତୁ କୁ କେବେହେଲେ ସିଧା ରଖିବା ଓ ଅଇଁଠା କରିବା ଉଚିତ ନୁହେଁ । ବାସନ ଧୋଇବା ବେଳେ ତାୱା ଓ କଢେଇ ଉପରେ ଅନ୍ୟ ଅଇଁଠା ବାସନ ରଖନ୍ତୁ ନାହିଁ । ବନ୍ଧୁଗଣ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଘରେ ସୁଖ ଶାନ୍ତି ସର୍ବଦା ବଜାୟ ରହୁ ଏବଂ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ସଦା ସର୍ବଦା ପ୍ରସନ୍ନ ରୁହନ୍ତୁ ତେବେ ଆପଣ ନିଶ୍ଚିତ ଭାବରେ ଏହି ନିୟମ ଗୁଡ଼ିକ ର ପାଳନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନ ସୁଖମୟ ହେବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *