ମଶା ନାଶ କରିବାର ଦେଶୀ ଉପାୟ 1 ଥର ରେ ସବୁ ମସା ଘରୁ ପଳେଇବେ – ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏକ ରିସର୍ଚ୍ଚ ଅନୁସାରେ ଏହା ଜଣା ପଡ଼ିଛି ଯେ, ଭବିଷ୍ୟତ ରେ ମ-ଶା ମାନଙ୍କ ଦଳ ରୁ ୪୦ ରୁ ୫୦ ପ୍ରତିଶତ ମ-ଶା ଙ୍କ ଦ୍ଵାରା ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁ ମାନଙ୍କୁ ମ-ଶା କା-ମୁ-ଡି-ବା ଦ୍ୱାରା କୌଣସି ଫରକ ପଡ଼ି ନଥାଏ । କିନ୍ତୁ ପାଠ ପଢିଥିବା ବ୍ୟକ୍ତି ମ-ଶା ଙ୍କ ଠାରୁ ମୁ-କ୍ତି ପାଇବା ନିମନ୍ତେ ନିଜ ଘରେ ମ-ଶା କଏଲ ଲଗାଇ ଥାଆନ୍ତି । କିନ୍ତୁ ଏହାର ଧୂଆଁ ବହୁତ ହା-ନି-କା-ର-କ ହୋଇଥାଏ । ଯାହା ଶରୀର କୁ କ୍ଷ-ତି ପହଞ୍ଚାଇ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ମ-ଶା ମାନଙ୍କ ଠାରୁ ପ୍ରାକୃତିକ ଜରିଆରେ ମୁ-କ୍ତି ପାଇ ପାରିବେ ଏବଂ ଏହାଦ୍ବାରା ଆପଣଙ୍କୁ କୌଣସି କ୍ଷ-ତି ମଧ୍ୟ ହେବ ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ସର୍ବ ପ୍ରଥମେ କିଛି ରସୁଣ ର ପାଖୁଡ଼ା କୁ ଛଡ଼ାଇ ତାକୁ ହେମ ଦସ୍ତା ରେ ଛେ-ଚି ଏକ ପାତ୍ର ରେ ରଖନ୍ତୁ ଏବଂ ଏହାପରେ ଏକ ଛୋଟ ଅଦା ଖଣ୍ଡ କୁ ଭଲ ଭାବରେ ଛେ-ଲି ଦିଅନ୍ତୁ । ଏହାପରେ ଏହି ଦୁଇଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଏକ ପାତ୍ର ରେ ରଖି ଦିଅନ୍ତୁ । ଅଦା ଏବଂ ରସୁଣ ରେ ଆଣ୍ଟି ଫଁଗଲ ଗୁଣ ରହିଥାଏ । ଯାହା ମ-ଶା ମାନଙ୍କୁ ନା-ଶ କରିବାରେ ସହାୟକ ହୋଇଥାଏ । ଏହାପରେ ଆପଣ ଏହି ମିଶ୍ରଣ ରେ ଶୁଦ୍ଧ ଦେଶୀ ଗାଈ ଘିଅ ମିଶାଇ ଦିଅନ୍ତୁ । ଶେଷ ରେ ଏଥିରେ ୪ ରୁ ୫ଟି କର୍ପୂର ଖଣ୍ଡ କୁ ଗୁଣ୍ଡ କରି ପକାଇ ଦିଅନ୍ତୁ ଏବଂ ଗୋଟିଏ କର୍ପୂର କୁ ମଝିରେ ରଖନ୍ତୁ । ଯାହା ଏହାକୁ ଜଳାଇବାରେ ସହାୟକ ହେବ । ବର୍ତ୍ତମାନ ଏହି ଉପଚାର ଟି ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ମଝିରେ ରଖିଥିବା କର୍ପୂର ରେ ନି-ଆଁ ଲଗାଇ ସେହି ମିଶ୍ରଣ କୁ ଜ-ଳା-ନ୍ତୁ ଏବଂ ଆପଣଙ୍କ ଘରର କୌଣସି ଗୋଟିଏ କୋଣ ରେ ରଖି ଦିଅନ୍ତୁ । ୧୦ ରୁ ୧୫ ମିନିଟ ଏହାର ଧୂ-ଆଁ ଆପଣଙ୍କ ଘରେ ବିସ୍ତାର ହୋଇଯିବା ପରେ ଆପଣ ଦେଖିବେ ଯେ, ଆପଣଙ୍କ ଘରେ ଗୋଟିଏ ବି ମ-ଶା ରହିବେ ନାହିଁ । ଏହି ଉପଚାର ଦ୍ବାରା ଆପଣଙ୍କ ଶରୀର କୁ ମଧ୍ୟ କୌଣସି କ୍ଷ-ତି ହେବ ନାହିଁ । ତେବେ ଯଦି ଆପଣ ମଧ୍ୟ ଘରେ ଥିବା ମ-ଶା ମାନଙ୍କ ଠାରୁ ମୁ-କ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଏହା ଅତ୍ୟନ୍ତ ଲାଭକାରୀ ଅଟେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *