ସକାଳୁ ଉଠି ମରିଗଲେବି ଦେଖନ୍ତୁ ନାହିଁ ଏହି 5ଟି ଜିନିଷ, ହେବ ସର୍ବନାଶ- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମହାନ ଜ୍ଞାନୀ ଚାଣକ୍ୟ ନିଜ ଗ୍ରନ୍ଥ ମାଧ୍ୟମରେ ଅନେକ ମହତ୍ତ୍ୱପୂର୍ଣ୍ଣ ଉପଦେଶ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ତାଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ତାଙ୍କ ଗ୍ରନ୍ଥ ରେ ଥିବା ଗୁରୁତ୍ୱପୂର୍ଣ୍ଣ ଉପଦେଶ ମଧ୍ୟରୁ ଏହା ମଧ୍ୟ ଉଲ୍ଲେଖନୀୟ ରହିଛି ଯେ, ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ ହୋଇଥାଏ ଏବଂ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥାଏ ।

ଚାଣକ୍ୟ ଙ୍କ ନୀତି ରେ ଏଭଳି କିଛି ଜିନିଷ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖନୀୟ ରହିଛି ଯାହା ସକାଳୁ ଉଠି ଦର୍ଶନ କରିବା ଆଦୋୖ ଉଚିତ ନୁହେଁ ଏବଂ କିଛି ଏଭଳି ଶୁଭ ଜିନିଷ ସମ୍ବନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯାହାକୁ ଦେଖିଲେ ସମ୍ପୂର୍ଣ୍ଣ ଦିନ ଭଲ ରେ କଟିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଉଠିବା ପରେ ସର୍ବ ପ୍ରଥମେ ଭୁଲ ରେ ବି ଆଇନା କୁ ଦେଖିବା ଉଚିତ ନୁହେଁ । କାରଣ ଏହି ସମୟ ରେ ଆଇନା ରେ ନକରାତ୍ମକ ଉର୍ଜା ର ବାସ ରହିଥାଏ । ତେଣୁ ଯଦି ବ୍ୟକ୍ତି ସକାଳୁ ଉଠି ଆଇନା ର ଦର୍ଶନ କରିଥାଏ ତେବେ ବ୍ୟକ୍ତି ର ସମ୍ପୂର୍ଣ୍ଣ ଦିନ ନକରାତ୍ମକତା ରେ କଟିଥାଏ । ତେଣୁ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ ।

୨. ପ୍ରତ୍ୟେକ ବ୍ୟକ୍ତି ଙ୍କୁ ସକାଳୁ ଉଠି ସର୍ବ ପ୍ରଥମେ, ନିଜର ଦୁଇ ହାତର ପାପୁଲି କୁ ଦେଖିବା ଉଚିତ । ଏହାର ଆଗ୍ର ଭାଗରେ ମାତାଲକ୍ଷ୍ମୀ ବାସ କରନ୍ତି । ମଧ୍ୟ ଭାଗରେ ମାଆ ସରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣ ବାସ କରନ୍ତି । ଯେଉଁ ବ୍ୟକ୍ତି ନିକ ହାତ ପାପୁଲି ର ଦର୍ଶନ ସର୍ବ ପ୍ରଥମେ କରିଥାଏ ତା’ର ଭାଗ୍ୟ ର ଦ୍ୱାର ଖୋଲିଯାଏ ଏବଂ ସେ ଜୀବନରେ ଅଗ୍ରଗତି କରିଥାଏ ।

ସେମାନଙ୍କ ଜୀବନ ସୁଖ ଓ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ । ଏହା ସହିତ ସକାଳୁ ଉଠିବା ପରେ ପୃଥିବୀ ମାତା ଙ୍କୁ କ୍ଷମା ମାଗିବା ଉଚିତ ଏବଂ ଏହାପରେ ହିଁ ନିଜର ପାଦ ଚଟାଣ ରେ ରଖିବା ଉଚିତ । ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ନକାରାତ୍ମକତା ଦୂର ହେବ ଏବଂ ଏକ ସକାରାତ୍ମକ ଉର୍ଜା ର ସୃଷ୍ଟି ହେବ ।

୩. ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଉଠି ସ୍ନାନ କରି ସାରିବା ପରେ ଏକ ତମ୍ବା ର ପାତ୍ର ତଥା ଲୋଟା ରେ ଜଳ ପୁର୍ଣ୍ଣ କରି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହାଦ୍ବାରା ବ୍ୟକ୍ତି କୁ ସୂର୍ଯ୍ୟ ଦେବ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଦିନର ଆରମ୍ଭ ସକାରାତ୍ମକ ଏବଂ ଶୁଭମୟ ହୋଇଥାଏ ।

୪. ଯେଉଁ ବ୍ୟକ୍ତି ସକାଳୁ ଉଠି ସର୍ବ ପ୍ରଥମେ ନିଜ ମାତାପିତା ଓ ଗୁରୁଜନ ଙ୍କ ଆଶୀର୍ବାଦ ଗ୍ରହଣ କରିଥାଏ ସେହି ବ୍ୟକ୍ତି ର ସମ୍ପୂର୍ଣ୍ଣ ଦିନ ଶୁଭ ଦାୟକ ହୋଇଥାଏ ଏବଂ ସେ ସଫଳତା ର ମାର୍ଗ ରେ ଅଗ୍ରସର ହୋଇଥାଏ ।

୫. ଯେଉଁ ବ୍ୟକ୍ତି ସକାଳୁ ଉଠିବା ପରେ ଗୋମାତା ର ଦର୍ଶନ କରିଥାଏ ସେହି ବ୍ୟକ୍ତି ର ଦିନ ଶୁଭମୟ ହୋଇଥାଏ । ଗୋମାତା ଙ୍କ ଦର୍ଶନ ମିଳିବା ଦ୍ୱାରା ବ୍ୟକ୍ତି ନିଜ କର୍ମ କ୍ଷେତ୍ରରେ ଅବଶ୍ୟ ସଫଳ ହୋଇଥାଏ । ପ୍ରତ୍ୟେକ ଦିନ ଗୋମାତା ଙ୍କୁ ରୁଟି ଖାଇବାକୁ ଦେବା ଦ୍ୱାରା ମଧ୍ୟ ଭଗବାନ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *