ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 1 କାମ, ଜାଣନ୍ତୁ ଶନିବାର ରେ କଣ କରିବେ କଣ ନୁହେଁ ? ଶନିଦୋଷ ଥିଲେ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସପ୍ତାହ ର ସାତୋଟି ଦିନ ର ପ୍ରତ୍ୟେକ ଦିନ କିଛି କାର୍ଯ୍ୟ କରିବା ଶୁଭ ଓ କିଛି କାର୍ଯ୍ୟ କରିବା ଅଶୁଭ ଅଟେ । ଯାହାର ଫଳ ଆମକୁ ଭୋଗିବାକୁ ପଡ଼ିଥାଏ । ଯେମିତି କି ଯେଉଁ କାର୍ଯ୍ୟ ନ କରିବା କଥା ତାହା କରିବା ଦ୍ୱାରା ଆମକୁ କଷ୍ଟ ମିଳିଥାଏ । ସାଧାରଣ ସବୁ ଲୋକ ମାନେ ବା ଅନେକ ଲୋକମାନେ ଜାଣିନଥାନ୍ତି ଓ ଯେଉଁ କାର୍ଯ୍ୟ କରିବା କଥା ନୁହେଁ ତାହା ଅଜାଣତରେ କରିବା ଦ୍ୱାରା ଏହାର ପ୍ରଭାବ ସେମାନଙ୍କ ଜୀବନରେ ପଡିଥାଏ ।

ତେବେ ସୂର୍ଯ୍ୟ ଙ୍କ ପୁତ୍ର ବା ନ୍ୟାୟ ର ଦେବତା ଶନି ଦେବଙ୍କ ର ବାର ଶନିବାର । ଭଗବାନ ଶନି ଦେବ ଙ୍କୁ ପଶୁ ପକ୍ଷୀ ଙ୍କୁ ଆଦର କରୁ ଥିବା ଓ ଗରିବ ଲୋକଙ୍କୁ ସାହାଜ୍ଯ କରୁଥିବା ଲୋକମାନେ ଅଧିକ ଭଲ ଲାଗନ୍ତି । ତେବେ କିଛି ଲୋକ ମାନେ ଶନି ଦେବଙ୍କ ନାମ ଶୁଣିଲେ ଡଋ ଯାନ୍ତି କିନ୍ତୁ କେବଳ ସେମାନେ ଡରିବା କଥା ଯେଉଁ ମାନେ କିଛି ଖରାପ କିମ୍ବା ଭୁଲ କାମ କରି ଥାନ୍ତି ।

ତେବେ ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ବିଷୟରେ । ପ୍ରଥମରେ ଶନିବାର ଦିନ କେବେ ମଧ୍ୟ ସହବାସ କରନ୍ତୁ ନାହିଁ । ଏହି ଦିନ ସହବାସ କରିବା ଦ୍ୱାରା ସନ୍ତାନ ଖରାପ ପ୍ରକୃତିର କିମ୍ବା କିନ୍ନର ରୂପେ ଜନ୍ମ ହୋଇଥାଏ । ତେଣୁ ଏହି ଦିନ ଭୁଲରେ ବି ସହବାସ କରନ୍ତୁ ନାହିଁ  ।

ଦ୍ଵିତୀୟ ରେ ଶନିବାର ଦିନ କୌଣସି ଜିନିଷ ଭାଙ୍ଗିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଭାଙ୍ଗି ଯାଇଥିବା ଜାଣରେ ବସି ଯାତ୍ରା କରିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଖରାପ ପ୍ରଭାବ ପଡିଥାଏ ।

ତୃତୀୟ ରେ ଶନିବାର ଦିନ ଯଦି ଆପଣଙ୍କ ଘରେ କୌଣସି ବିଲେଇ କିମ୍ବା କୁକୁର ଆସି ରୋଦନ କରନ୍ତି ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଆଗକୁ ଆସୁଥିବା ବିପଦ ବା କୌଣସି ବାଡ ବିବାଦ ର ସଂକେତ ଦେଇଥାଏ ।

ଚତୁର୍ଥ ରେ ଶନିବାର ଯଦି ଘରେ ଧନର ଅଭାବ ହୋଇଥାଏ ତେବେ ଏହାକୁ ବହୁତ ଅଶୁଭ ମାନାଯାଇଅଛି । ଏହାଦ୍ଵାରା ଘରେ ଗରିବୀ ଆସିବାର ସଙ୍କେତ ହୋଇଥାଏ । ଝଗଡା ମଧ୍ୟ ଘରେ ହୋଇପାରେ ।

ପଞ୍ଚମ ରେ ଶନିବାର ଦିନ ଭଗବାନ ଶନିଦେବଙ୍କ ପୂଜା କରିବା ପରେ ପ୍ରଭୁ ହନୁମାନଙ୍କ ଦର୍ଶନ କରିବା ଶୁଭ ହୋଇଥାଏ । ଏହି ଦିନ ସୋରିଷ ତେଲର ଦୀପ ଶନିଦେବଙ୍କୁ ଅରପଣ କରିଲେ ସବୁ ଦୁଖ କଷ୍ଟ ଦୂର ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *