Vastu Tips – ଘରେ ଯଦି ରଖିଛନ୍ତି ଶଙ୍ଖ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା ନହେଲେ…

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ଅଧିକ ମହତ୍ତ୍ଵ ରହିଛି । ପ୍ରତି ଘରେ ଘରେ ନିଶ୍ଚିନ୍ତ ରୂପରେ ଶଙ୍ଖ ଟେ ଥିବ । କିନ୍ତୁ ଶଙ୍ଖ ରଖିବାର ମଧ୍ୟ ବହୁତ ଗୁଡେ ନିୟମ ରହିଛି । ଯଦି ଆପଣ ସେହି ନିୟମ ପାଳନ କରୁନଥିବେ ତେବେ ଆପଣଙ୍କ ଘରର ଅମଙ୍ଗଳ ହୋଇଥାଏ । ଯେମିତିକି ଆପଣମାନେ ସମସ୍ତେ ଜାଣିଥିବେ କି ଭଗବାନ ବିଷ୍ଣୁ ଙ୍କ ପ୍ରିୟ ବସ୍ତୁ ହେଉଛି ଶଙ୍ଖ । ଭଗବାନ ବିଷ୍ଣୁ ଙ୍କ ହାତରେ ସଦା ସର୍ବଦା ଶଙ୍ଖ ଶୋଭା ପାଇଥାଏ ।

ଶଙ୍ଖ ଦ୍ଵାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଯେକୌଣସି ପୂଜା ଅର୍ଚ୍ଚନା ରେ ଶଙ୍ଖ ନ ବଯାଇଲେ ପୂଜା ଆରମ୍ଭ ହୋଇନଥାଏ । ଶଙ୍ଖ ସବୁବେଳେ ପୂଜା  ପାଠରେ ନିହାତି ଦରକାର ହୋଇଥାଏ ।  ତେବେ ଆଜି ଆମେ ଆପଣଙ୍କୁ ଶଙ୍ଖ ସହିତ ଜଡିତ କିଛି ନିୟମ ବିଷୟରେ କହିବାକୁ ଯାଉଛୁ । ଚାଲନ୍ତୁ ଜାଣିବା ।

ସନ୍ଧ୍ୟା ସମୟରେ ଘରକୁ ନକାରାତ୍ମକ ଶକ୍ତିର ପ୍ରେବସ ହୋଇଥାଏ ତେଣୁ ସନ୍ଧ୍ୟା ଦେବା ସମୟରେ ଶଙ୍ଖ ବଜାଇବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ଆସିନଥାଏ । ମାନେ ରଖନ୍ତୁ ତିନି ଥର ଶଙ୍ଖ ବାଯାଇବେ । କିଛି ଲୋକ ଶଙ୍ଖ ଗୋଟେ ଥର ବଜାଇଥାନ୍ତି । କିନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ୟା ଆସିଥାଏ । ତେଣୁ କେବେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

ଶଙ୍ଖ ବଜାଇଲା ବେଳେ କେବେ ମଧ୍ୟ ଭୁଲରେ ଅଧା ଖଣ୍ଡିଆ ଶଙ୍ଖ ବଜାନ୍ତୁ ନାହିଁ । ନହେଲେ ଆପଣଙ୍କ ପରିବାରରେ ଆସନ୍ତି ଦେଖା ଦେଇଥାଏ । ଏବଂ ଆପଣଙ୍କୁ ଆର୍ଥିକ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ କେବେ ମଧ୍ୟ ଅଧା ଖଣ୍ଡିଆ ଶଙ୍ଖ ବଜାନ୍ତୁ ନାହିଁ । ଯଦି ଶଙ୍ଖ ବଜାଇବାର ଅଭ୍ୟାସ ନାହିଁ ତେବେ ଶଙ୍ଖ ବଜାନ୍ତୁ ନାହିଁ । କିନ୍ତୁ ଏପରି ଭୁଲ କେବେ ମଧ୍ୟ କରନ୍ତୁ ନାହିଁ ।

ଯେଉଁ ଘରେ ଶଙ୍ଖ ରହିନଥାଏ ସେହି ଘରକୁ କେବେ ବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ମାତା ଲକ୍ଷ୍ମୀ ଙ୍କ କୃପା ରହିଥିଲେ ରଙ୍କ ରାଜା ହୋଇଥାଏ ତ କେତେବେଳେ ରାଜା ମଧ୍ୟ ରଙ୍କ ହୋଇଥାଏ ତେଣୁ ଘରେ ଗୋଟେ ଶଙ୍ଖ ନିଶ୍ଚିନ୍ତ ଭାବରେ ରଖନ୍ତୁ । ଏହା ଦ୍ବାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *