Vastu Tips- ପବିତ୍ର ସରସ୍ଵତୀ ପୂଜା ରେ ବାସ ଗୋଟିଏ କଉଡି ରେ କରନ୍ତୁ ଏହି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଆଗକୁ ଆସୁଛି ମା ସରସ୍ଵତୀ ଙ୍କ ପୂଜା ଅର୍ଥର ବସନ୍ତ ପଞ୍ଚମୀ । ଯାହା ଏହି ଫେବୃଆରୀ ୫ ତାରିଖରେ ପଡୁଛି । ଏହି ଦିନକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ତାହା ସହ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହା ସବୁଠାରୁ ଉତ୍ତମ ଦିନ ମଧ୍ୟରୁ ଗୋଟିଏ ଅଟେ ବୋଲି କୁହାଯାଇଛି । ଯଦି ଆପଣ ଏହି ଦିନ ଏମିତି କିଛି କାମ କରିନଉଛନ୍ତି ତାହେଲେ ଆପଣଙ୍କ ଘରେ ଧନର ଅଭାବ ନ ରହିବା ସହିତ ଆପଣଙ୍କ ଘରେ ସବୁବେଳେ ମାତା ଲକ୍ଷ୍ମୀ ଙ୍କ କୃପା ରହିବ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ମା ସରସ୍ଵତୀ ହେଉଛନ୍ତି ବିଦ୍ୟାର ଭଣ୍ଡାର । ସମସ୍ତଙ୍କୁ ବିଦ୍ୟା ପ୍ରଦାନ କରିଥାନ୍ତି । ଖାଲି ସେତିକି ନୁହେଁ ମା ସରସ୍ଵତୀ ଯଦି ପ୍ରସନ୍ନ ହୋଇଥାନ୍ତି ତେବେ ନିଜ ଭକ୍ତ ମାନଙ୍କ ସମସ୍ତ ଇଚ୍ଛା ମଧ୍ୟ ପୂରଣ କରିଥାନ୍ତି । ଠିକ ସେହିପରି ଭାବରେ ସରସ୍ଵତୀ ପୂଜା ଦିନ ଆପଣଙ୍କୁ ବସ ଗୋଟିଏ କଉଡ଼ି ଟେ ନେବାକୁ ପଡିବ । ଆପଣମାନେ ଜାଣିଥିବେ ସରସ୍ଵତୀ ପୂଜା ଦିନ ବହୁ ପ୍ରକାରର ଭୋଗ ରାଗ ଦେଇ ମା ସରସ୍ଵତୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ ।

ଏବଂ ସବୁ ଭକ୍ତ ନିଜର ମନରେ ମା ସରସ୍ଵତୀ ଙ୍କୁ ନିଜର ମନସ୍କାମନା ବା ଦୁଃଖ ଜଣାଇଥାନ୍ତି । ତେବେ ଏହି ପୂଜା ସମୟରେ ଆପଣଙ୍କୁ ଗୋଟିଏ କଉଡ଼ି ନେବାକୁ ପଡିବ । ଏହି କଉଡ଼ି କୁ ମା ସରସ୍ଵତୀ ଙ୍କ ପାଦ ତଳେ ରଖି ପୂଜା କରିବାକୁ ପଡ଼ିବ । ପୂଜା ସରିବା ପରେ ସେହିଦିନ ରାତିରେ ଆପଣ ଶୋଇବା ପୁର୍ବରୁ ସେହି କଉଡ଼ି ଟିକୁ ଆଣି ତାକୁ ନିଜ ମଥାରେ ଲଗାଇ ମା ସରସ୍ଵତୀ ଙ୍କୁ ସ୍ମରଣ କରି ଆପଣ ନିଜର ମନରେ ଥିବା ସବୁ ଇଚ୍ଛା କହିବେ ।

ଆପଣ ନିଜର ମନସ୍କାମନା, ବର, ଧନ, ବିଦ୍ୟା ସବୁକିଛି ମନରେ କହିଦିଅନ୍ତୁ । କହିସାରି ସେହି କଉଡ଼ି ଟିକୁ ନିଜ ତକିଆ ତଳେ ରଖିଦିଅନ୍ତୁ ଯେଉଁ ତକିଆ ଉପରେ ଆପଣ ଶୋଇବେ । ଦେଖିବେ ଆପଣ ଯାହାବି ମନସ୍କାମନା ଭାବିଥିବେ ସେହି କଉଡ଼ି ଟିକୁ ତକିଆ ତଳେ ରଖିବା ପରେ ଆପଣଙ୍କ ସେ ସବୁ ମନସ୍କାମନା ପୂର୍ଣ୍ଣ ହେବ । ବହୁତ ଜଲ୍ଦୀ ମା ସରସ୍ଵତୀ ଆପଣଙ୍କ ଦୁଃଖ ସବୁ ଦୂର କରିବେ ।

ତେବେ ସରସ୍ଵତୀ ପୂଜା ଦିନ ଏହି ଗୋଟିଏ କାମ କରି ଦେଖନ୍ତୁ ଆପଣଙ୍କ ଯାହା ବି ମନସ୍କାମନା ରହିଛି ସବୁକିଛି ପୂର୍ଣ୍ଣ ହେବ । ମା ସରସ୍ଵତୀ ଆପଣଙ୍କ ଜୀବନରେ ଖୁସି ଆଣିବେ । ତେବେ ବନ୍ଧୁଗଣ ମା ସରସ୍ଵତୀ ଙ୍କ କୃପା ଲାଭ କରିବା ପାଇଁ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *