Vastu Tips- ମାଣବସା ଶେଷ ଗୁରୁବାର ଦିନ ରାତିରେ କରନ୍ତୁ ଏହି ଗୋଟିଏ ଖାସ ଉପାୟ, ରାତା ରାତି ହୋଇଯିବେ ମାଲାମାଲ

ବନ୍ଧୁଗଣ ମା ଲକ୍ଷ୍ମୀ ହେଉଛନ୍ତି ଧନ ର ଦେବୀ । ବର୍ଷର ପ୍ରତେକ ଗୁରୁବାର ମା ଲକ୍ଷ୍ମୀ ଙ୍କ ବାର ହୋଇଥାଏ । କିନ୍ତୁ ଏହା ସତ୍ତ୍ୱେ ମାର୍ଗଶିର ମାସର ପ୍ରତେକ ଗୁରୁବାର କିଛି ଖାସ ହୋଇଥାଏ କାରଣ ଏହି ଗୁରୁବାରରେ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର ସୁଯୋଗ ସମସ୍ତଙ୍କୁ ମିଳିଥାଏ । ଏହି ଦିନ ଗରିବ,ଧନୀ,ଉଚ୍ଚ ଜାତି, ନୀଚ୍ଚ ଜାତି ସମସ୍ତେ ମାଣ ବସାଇ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ କହିବୁ କି ମାଣବସା ଶେଷ ଗୁରୁବାର ଦିନ ସକାଳେ ପୂଜା ଅର୍ଚ୍ଚନା ସରିବା ପରେ ମଧ୍ୟ ରାତିରେ ଏପରି କଣ କଲେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି । ଏବଂ ଆପଣଙ୍କ ଉପରେ ନିଜର କୃପା ବର୍ଷା କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ମାଣବସା ଗୁରୁବାର ଦିନ ବିଧି ବିଧାନ ସହିତ ମାତା ଲକ୍ଷ୍ମୀ ଙ୍କର ପୂଜା ଅର୍ଚ୍ଚନା କରନ୍ତୁ । ପୀଠ ପଣା, ଝୋଟି, ଚିତା, ଦୀପ,ଧୂପ,ଫୁଲ, ଫଳ ଦେଇ ମା ଲକ୍ଷ୍ମୀ ଙ୍କ ଧ୍ୟାନର ସହିତ ପୂଜା କରନ୍ତୁ । ଏବଂ ରାତିରେ ମାତ୍ର ଦୁଇଟି କଦଳୀ ନିଅନ୍ତୁ । ମନେ ରଖନ୍ତୁ କଦଳୀ ଯେପରି ସଫା ଥିବ ସେଥିରେ କୌଣସି ଦାଗ ହୋଇନଥିବ । ଏହି କଦଳିଟି ନେଇ ମା ଙ୍କ ପାଖରେ ରଖନ୍ତୁ ।

ଏହାପରେ ମାଙ୍କୁ ହାତ ଯୋଡ଼ି ପାର୍ଥନା କରି ନିଜର ସମସ୍ତ ଦୁଃଖ ଓ ମନସ୍କାମନା କୁହନ୍ତୁ । ଏହାପରେ ସିନ୍ଦୂର o ତେଲ ନିଅନ୍ତୁ ଏହାକୁ ଭଲ ଭାବରେ ମିଶାଇ ସେହି କଦଳୀରେ ସ୍ଵସ୍ତିକ ର ଚିହ୍ନ ବାନାନ୍ତୁ । ସେହି କଦଳିକୁ ହାତରେ ଧରି ମାତା ଲକ୍ଷ୍ମୀ ଏବଂ ବିଷ୍ଣୁ ଙ୍କୁ ସ୍ମରଣ କରି ଓମ ନମଃ ଭଗବତେ ବାସୁଦେବାୟ ନମଃ, ଏହି ମନ୍ତ୍ର କି ୨୧ ଥର ଜପ କରନ୍ତୁ । ଏହାପରେ ସେହି କଦଳୀକୁ ମାତା ଲକ୍ଷ୍ମୀ ଙ୍କ ପାଖରେ ରାତିସାରା ରଖିଦିଅନ୍ତୁ ।

ପର ଦିନ ପ୍ରାତଃ କାଳରୁ ଉଠି ସ୍ନାନ କରି ମାତା ଲକ୍ଷ୍ମୀ ଙ୍କ ପୂଜା କରି ସେହି କଦଳୀ ଟିକୁ ଅନି ଘରେ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଟିକେ ଟିକେ ବାଣ୍ଟି ଦିଅନ୍ତୁ ଏବଂ ନିଜେ ମଧ୍ୟ ଖାଆନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଏବଂ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ କୃପା ସବୁବେଳେ ରହିବ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *