ସିନ୍ଦୁର ଡବାରେ ରଖି ଦିଅନ୍ତୁ ଏହି ଗୋଟେ ଜିନିଷ ସ୍ୱାମୀ ହେବେ ଧନବାନ୍, ମିଳିବ ସୁଖଶାନ୍ତି – Ajira Anuchinta

ପ୍ରତେକ ମଣିଷ ଜୀବନରେ ବହୁତ ଖୁସିର ମୁହୂର୍ତ ଆସିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ବିବାହ । ପ୍ରତେକ ମଣିଷ ନିଜର ଜୀବନରେ ବିବାହ ଦିନକୁ ବହୁତ ଆନନ୍ଦ ର ମୁହୂର୍ତ କରିଥାଏ । ଏହି ବିବାହ ଦ୍ଵାରା ଦୁଇଟି ପରିବାର ଓ ଦୁଇଟି ଆତ୍ମା ର ମଧ୍ୟ ମିଲନ ହୋଇଥାଏ । ତେବେ ଏହି ବିବାହ ରେ ଅନେକ ରୀତି ରେ କରାଯାଇଥାଏ । ସବୁ ଦେବାଦେବୀ ଅତିଥି ମାନେ ମଧ୍ୟ ନୂଆ ବିବାହିତ ଯୋଡିଙ୍କୁ ନିଜର ଆଶ୍ରିବାଦ ଦେଇଥାନ୍ତି । ତେବେ ଆମ ହିନ୍ଦୁ ଶାସ୍ତ୍ର ରେ ବିବାହିତ ନାରୀ ମାନଙ୍କର ଅଳଙ୍କାର ହେଉଛି ସିନ୍ଦୁର , ମଙ୍ଗଳସୂତ୍ର , ଶଙ୍ଖା ଆଦି ।

ତେବେ ଏହି ସିନ୍ଦୁରର ବହୁତ ବେଶୀ ସହତ୍ଵ ରହିଥାଏ । ତେଣୁ କରି ବିବାହ ସମୟରେ ସିନ୍ଦୁର ଦାନ ରୀତି ରହିଥାଏ । ସିନ୍ଦୁର ଦାନ ପରେ ହିଁ ବିବାହ ସମ୍ପୂର୍ଣ ହୋଇଥାଏ । ପ୍ରତେକ ବିବାହିତ ନାରୀ ସିଂଦୂର ପିନ୍ଧିବା ଉଚିତ । ଆଜିକାଲୀର ନାରୀମାନେ ବିବାହ ପରେ ସିନ୍ଦୁର ଲ୍ଗାନ୍ତି ନାହି । ଏପରି କରିବା ଦ୍ଵାରା ସ୍ବାମୀର ଆୟୁ ଓ ଧନର ହାନି ହୋଇଥାଏ ।

ମହିଳା ମାନେ ସର୍ବଦା ସିନ୍ଦୁର କୁ ରୂପା କଏନ ବା ଝିଙ୍କ କାଠିରେ ଲଗାଇବା ଉଚିତ । କେବେବି ସିନ୍ଦୁର କୁ ଆଙ୍ଗୁଠିରେ ଲଗାଇବା ଉଚିତ ନୁହେ । କୌଣସି ବିବାହିତ ମହିଳା କେବେବି ସିନ୍ଦୁର ଲଗାଇବା ରେ ସ୍ନାନ କରିବା ଉଚିତ ନୁହେ । ଏହା ସ୍ଵାମୀ ର ଆୟୁ ପାଇଁ ଖରାପ ହୋଇଥାଏ । ସିନ୍ଦୁର ସର୍ବଦା ନିଜର ପଇସା ରେ ପିନ୍ଧିବା ଉଚିତ ।

ସିନ୍ଦୁର କେବେବି ଅନ୍ୟ କାହା ପଇସା ରେ ପିନ୍ଧିବା ଉଚିତ ନୁହେ । ଅନ୍ୟ ମହିଳାଙ୍କ ସିନ୍ଦୁର କୁ କେବେବି ନିଜ ମଥାରେ ଲଗାଇବା ଉଚିତ ନୁହେ । ଅନ୍ୟ ମହିଳା ର ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀ ର ଧନ ହାନି ହୋଇଥାଏ । ବିବାହ ସମୟରେ ମିଳିଥିବା ସିନ୍ଦୁର ଲଗାଇବା ଠାରୁ ବଞ୍ଚିବା ଦରକାର କାରଣ ଶାସ୍ତ୍ର ଅନୁସାରେ ମିଳିଥିବା ସିନ୍ଦୁର ଲଗାଇବା ଅଶୁଭ ଅଟେ ।

ସିନ୍ଦୁର ଲଗାଇବା ସମୟରେ ସ୍ବାମୀର ଦୀର୍ଘାୟୁ ଓ ଉନ୍ନତି ସଫଳତା ର କଥା ସ୍ମରଣ ଓ ମା ପାର୍ବତୀଙ୍କ ସ୍ମରଣ କରି ସିନ୍ଦୁର ଲଗାଇବା ଉଚିତ । ମାସିକ ଧର୍ମ ବେଳେ ସିନ୍ଦୁର ଲଗାଇବା ଉଚିତ ନୁହେ । ସିନ୍ଦୁର କେବେବି ତଳେ ପଡିବା ଉଚିତ ନୁହେ , । ଏହା ଦ୍ଵାରା ଘରକୁ ନକାରାତ୍ମକ ଜିନିଷ ଆସିଥାଏ । ସିନ୍ଦୁର କୁ କେବେବି କାହା ଆଗରେ ଲଗାଇବା ଉଚିତ ନୁହେ ।

ଏହା ଦ୍ଵାରା ସମ୍ପର୍କ ରେ ନଜର ଲାଗିଥାଏ । ସିନ୍ଦୁରକୁ ଚୁଟି ଭିତରେ ଲଗାଇବା ଉଚିତ ନୁହେ । ସେମାନଙ୍କ ସ୍ଵାମୀ ସମାଜରେ ଲୁଚି ଯାଇଥାନ୍ତି । ସସିନ୍ଦୁର ଲଗାଇବା ବେଳେ ମଥାରେ ଓଢଣା ଦେଇ ପିନ୍ଧିବା ଉଚିତ । ବିବାହ ବେଳେ ଲଗା ଯାଇଥିବା ସିନ୍ଦୁରକୁ ଦାୟିତ୍ଵ ରେ ରଖନ୍ତୁ । ଏହି ସିନ୍ଦୁରକୁ କୌଣସି ଶୁଭ ବା ପୂଜା ପର୍ବ ରେ ଲଗାଇବା ଉଚିତ ।

Leave a Reply

Your email address will not be published. Required fields are marked *