ଜାଣନ୍ତୁ Sarthak ଟିଭିର ଅଭିନୟ କରୁଥିବା ଏହି ହିରୋଇନ ମାନଙ୍କ ମଧ୍ୟରୁ କାହର ଦରମା ସବୁଠୁ ଅଧିକ

ଆମେ ଜାଣିଛେ ଯେଉଁ ଭଳି ଭାବେ ଓଡିଆ ଜଗତ ଆଗକକୁ ଯାଉଛି ସେହି ଭଳି ଭାବେ ଅଭିନେତା ମାନେ ମଧ୍ୟ ବଢିବା ରେ ଲାଗିଛନ୍ତି । ଏହା ମଧ୍ୟ ଜାଣି ଥିବେ କି ଏବେ ଏକ ରୁ ଅଧିକା ଟିଭି ସିରିୟାଲ ହୋଇଥିବା ବେଳେ ଏକ ରୁ ଅଧିକା ଅଭିନେତା ଓ ଅଭିନେତ୍ରୀ ଦରକାର ହେଉଛନ୍ତି । ମାତ୍ର ଆପଣ କଣ ଜାଣି ଛନ୍ତି ଏହି ଦୁନିଆରେ ପାଦ ଦେଉ ଦେଉ ଏମାନଙ୍କ ଦରମା କେତେ କିମ୍ବା ଆଯ କେତେ ।

ଆଜ୍ଞା ହଁ ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କି କେଉଁ ଭଳି ଭାବେ ଏମାନେ ଏତେ କମ ବୟଶରୁ ଏତେ ଟଙ୍କା ଅର୍ଜନ କରୁଛନ୍ତି ତେବେ ବହୁତ ସାରା ସିରିୟାଲ ଥିବା ବେଳେ ଆମେ କିଛି ସିରିୟାଲ ର ମୁଖ୍ୟ ଅଭିନେତ୍ରୀ ମାନଙ୍କ କଥା ଦେଖିବା । ଓ ସେମାନେ ଏକ ଏପିଶୋଦ ପାଇଁ କିମ୍ବା ମାଶୀକ ହିସାବରେ କେତେ କଣ ନେଉଛନ୍ତି ତାହା ମଧ୍ୟ କହିବା ।

ଆପଣ ମଧ୍ୟ ଏହା ଜାଣିକି ରହିବା ଦରକାର କି ଆପଣଙ୍କ ପ୍ରିୟ ଅଭିନେତ୍ରୀ ମାନେ କେତେ ଟଙ୍କା କମଉଛନ୍ତି ଓ ଏହା ସହ କେଉଁ ସିରିୟାଲ ରେ ସେ କାମ କରୁଛନ୍ତି । ସାର୍ଥକ ର ପ୍ରସାରିତ ହେଉଥିବା ସବୁ ସିରିୟାଲ ର ନାମ କହିବା ସହ ଆମେ ଏହା ମଧ୍ୟ କହିବା କି ଏହା ଅମଧ୍ୟରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ନାମ ଓ ସେମାନଙ୍କ ଦରମା ।

ଆସନ୍ତୁ ବିଳମ୍ବ ନ କରି ଏହାକୁ ଜାଣି ନେବା ତେବେ ସର୍ବ ପ୍ରଥମେ ଆସୁଛନ୍ତି “ସୁପ୍ରିୟା ନାୟକ” ସିରିୟାଲ ର ନାମ ହେଉଛି “କେମିତି କହିବି କହ” । ଚରିତ୍ରର ନାମ “ନନ୍ଦିନୀ” ସେ କେ ଦିନର ଶୁଟିଙ୍ଗ ପାଇଁ 3000 ଟଙ୍କା ନେଇଥାନ୍ତି । ଏହା ଅପର ନାମ ହେଉଛି ମାନଶୀ ପାଲ ସିରିୟାଲ ର ନାମ ହେଉଛି “ତୋ ପାଇଁ ମୁ ମୋ ପାଇଁ ତୁ” ।

ସେ ଅଭିନୟ କରୁଥିବା ଚରିତ୍ରର ନାମ ହେଉଛି “ଜ୍ଯୋତି” ସେ ଦିନକର ଶୁଟିଙ୍ଗ ପାଇଁ 3500 ଟଙ୍କା ନେଇଥାନ୍ତି । ଏହା ପର ନାମ ହେଉଛି “ତୃପ୍ତି ମିରାମ୍ବିକା” ସେ ଅଭିନୟ କରନ୍ତି “ଶ୍ରୀ” ଚରିତ୍ରରେ ତାଙ୍କ ଅଭିନୀତ ସିରିୟାଲ ହେଉଛି “ମହାଦେବୀ” । ସେ ଏକ ଦିନର ଅଭିନୟ ପାଇଁ 3500 ଟଙ୍କା ନେଇ ଥାନ୍ତି ।

ଏହା ପରେ “ମହାଦେବୀ” ସିରିୟାଲ ରେ “ଦେବୀ” ଭୂମିକାରେ ଅଭିନୟ କରୁଛନ୍ତି “ଅର୍ପିତା କର” । ତାଙ୍କର ଏକ ଦିନର ଭୂମିକା ପାଇଁ ସେ 4000 ଟଙ୍କା ନେଇ ଥାନ୍ତି । ଏହା ପର ନାମ ହେଉଛି “ଅନନ୍ୟା ଦାସ” ସେ ସିରିୟାଲ “ଦିବ୍ୟ ଦ୍ରୁଷ୍ଟି” ରେ “ଦ୍ରୁଷ୍ଟି” ଚରିତ୍ର ରେ ଅଛନ୍ତି । ଦିନକ ପାଇଁ ସେ 5000 ଟଙ୍କା ନେଇ ଥାନ୍ତି ।

ଏହା ପର ନାମ “ଲୀପଶା ମିଶ୍ର” ଙ୍କ ଅଟେ ସେ “ହେ ପ୍ରଭୁ” ରେ କାମ କରନ୍ତି ତାଙ୍କ ଚରିତ୍ରର ନାମ ହେଉଛି “କୁହୁ” ସେ ଏକ ଦିନ ପାଇଁ 8000 ଟଙ୍କା ନେଇ ଥାନ୍ତି । ଏହା ପରେ ନାମ ଆସେ “ଜେସୀ” ସେ “ତୁ ମୋ ଜୀବନସାଥୀ” ରେ ଅଭିନୟ କରିକି ଲୋକଙ୍କ ମନ କିଣି ନେଇଛନ୍ତି । ସେ ଦିନକ ପାଇଁ 9000 ଟଙ୍କା ନେଇଥାନ୍ତି ।

Leave a Reply

Your email address will not be published. Required fields are marked *