Vastu Tips – ସିନ୍ଦୁର ଡାବାରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ, ସ୍ୱାମୀଙ୍କୁ ସଫଳ ହେବାରେ କେହି ରୋକିପାରିବେ ନାହିଁ ।

ସିନ୍ଦୁର ଡବାରେ  ଆପଣ ଏହି ଜିନିଷ ରାଖୀ ଦିଅନ୍ତୁ ଓ ଦେଖିବେ ଏହାର ପରିଣାମ ।  ଆପଣ ସାଧରାନ ଭାବରେ ମାଶୀକ ଧର୍ମ ଚାଲିବା ବେଳେ ଆପଣ ଏହାକୁ ଲଗାଇବେ କି ନାଇ । ଆଉ କିଛି  ଭୁଲ ବିଷୟରେ କହିବା ଯାହା ମହିଳା ମାନେ ସାଧାରଣ ଭାବେ କରି ଥାନ୍ତି । ଏହା ଦ୍ଵାରା ଆପଣନାକ ସ୍ଵାମୀ ଙ୍କ ଜୀବନରେ ବିପଦ ଆସିଥାଏ ନ ହେଲେ ଆପଣାଙ୍କ ସ୍ଵାମୀ ଆପଣଙ୍କ ପାଖରୁ ଦୂରେଇ ଯାଇ ଥାଏ । ବିବାହ ସମୟରେ ସିନ୍ଦୁର ଦାନ କରାଯାଇ ଥାଏ ।

ସବୁ ବିବାହ ରେ ଠାରେ ବିବାହ ହେବା ପରେ ସିନ୍ଦୁର ଲଗାଇବା ବାଧ୍ୟ । ଏହାର ଏକ ଧାର୍ମିକ ପରମ୍ପରା ନାଇ ଏହା ପାଇଁ ବୈଜ୍ଞାନିକ ମତ ମଧ୍ୟ ଅଛି । ଆପଣ ଜାଣି ଥିବେ କି ସିନ୍ଦୁର ଲଗାଇବା ଦ୍ଵାରା ସିନ୍ଦୁର ମହିଳା ମାନଙ୍କ ସ୍ଵାମୀ ମାନେ ବିପଦ ରୁ ମୁକ୍ତି ପାଇ ଥାନ୍ତି ।

ତେବେ ଆସନ୍ତୁ ଜାଣିବା କଣ କଣ କେଉଁ ଭଳି ଲଗାଇବା ଭଲ । ସିନ୍ଦୁର ସବୁ ବେଳେ ନିଜ ଟଙ୍କାରେ ଲଗାଇବା ଭଲ । ଯାହାଭି ପରିସ୍ଥିତି ହେଲେ ମଧ୍ୟ ଅନ୍ୟର ମହିଳା ମାନଙ୍କ ସିନ୍ଦୁର କୁ ଆମେ ମଥାରେ ଲଗାଇବା ଭଲ କଥା ନୁହେଁ । ଶାସ୍ତ୍ର ଅନୁସାରେ ଆପଣ ସବୁ ବେଳେ ସିନ୍ଦୁର କୁ ଗାଧୋଇବା ପରେ ଲଗାଇବା ଉଚ୍ଚିତ ଅଟେ ।

କିଛି ଜଣ ଅଛନ୍ତି ଯେଉଁ ମାନେ ସିନ୍ଦୁର କୁ ଲଗାଇବା ପାଇ ପସନ୍ଦ କରନ୍ତି ନି ଏହି ମହିଳା ଙ୍କ ଜୀବନରେ ଅସାନ୍ତି ବଢି ଚାଲି ଥାଏ । ଆପଣ ସବୁ ବେଳେ ପୂଜା କରିବା ପରେ ସିନ୍ଦୁର ଲଗାଇବା ଭଲ କିନ୍ତୁ ସିନ୍ଦୁର ଲଗାଇବା ପରେ ଗାଧୋଇବା ଭଲ ନୁହେଁ । ସିନ୍ଦୁର ଲଗାଇବା ବେଳେ ସବୁ ବେଳେ ନିଜ ସ୍ବାମୀର ଆୟୁ କଥା ଚିନ୍ତା କରିବା ଭଲ ।

ଆପଣ ଏହାକୁ ମଥାରେ ଲଗାଇବା ବେଳେ ମା ପାର୍ବତୀ ଙ୍କୁ ମନରେ ଭାବିବେ ଏହା ଦ୍ଵାରା ଆପଣ ଅଖଣ୍ଡ ସୌଭାଗ୍ୟ ପାଇବେ । ଆପଣ ସିନ୍ଦୁର କୁ ମାଶୀକ ଧର୍ମ ବେଳେ ଲଗାନ୍ତୁ ନି କାରଣ ଏହା ଦ୍ଵାରା ଆପଣ ଅସୁବିଧାରେ ପଡି ପାରନ୍ତି । ଆପଣ ସବୁ ବେଳେ ପିଲାଙ୍କ ପାଖରୁ ସିନ୍ଦୁର କୁ ଦୂରେଇ ରଖିବା ଭଲ ହୋଇ ଥାଏ ।

କାରଣ ସିନ୍ଦୁର ବାର ବାର ତଳେ ପଡିବା ଭଲ କଥା ନୁହେଁ । ଆପଣ କାହା ଆଗରେ ଏହାକୁ ମଥାରେ ଲଗାଇବା ଅନୁଚିତ କୁହାଯାଏ କି ଏହାକୁ ନଜର  ଲାଗି ଥାଏ ଯାହା ଦ୍ଵାରା ସମ୍ପର୍କ ରେ ଖରାପ ପ୍ରଭାବ ପଡିଥାଏ । ଏହା ପାଇଁ ଆପଣ ମୁଣ୍ଡରେ ଓଢଣି ଦେଇକି ଲଗାନ୍ତୁ ଆପଣ ସବୁ ବେଳେ ଶୁଖିଲା ସିନ୍ଦୁର ଲଗାନ୍ତୁ ଆପଣ ପାଣି ସିନ୍ଦୁର ଲଗାନ୍ତୁ ନି । ଏହାକୁ ଲଗାଇବା ପାଇଁ ହଳଦୀ କାଠି କିମ୍ବା ଝିଙ୍କ କାଠି ରେ ଲଗାନ୍ତୁ ।

ଶାସ୍ତ୍ର ରେ ଏହା କୁହାଯାଇଛି କି ନାକ ସିଧା ରେ ମଥାରେ ଲଗାଇବା ଭଲ ହୋଇ ଥାଏ । ଯେଉଁ ମାନେ ମଥାରେ ସିନ୍ଦୁର କୁ ଲୁଚାଇକି ଚୁଟି ମଧ୍ୟରେ ଲଗାନତି ସେମାନଙ୍କ ସ୍ଵାମୀ ମଧ୍ୟ ସମାଜ ଓ ପରିବାର ମଧ୍ୟରେ ଲୁଚି ଯାଇ ଥାନ୍ତି । ଆପଣ ସବୁ ବେଳେ ଏକ ପଇସା ନିଜ ସିନ୍ଦୁର ରେ ପକାଇ ଦିଅନ୍ତୁ ଏହା ଭଲ ଅଟେ  । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *