ଶୋଇବା ଘରେ ଆଇନା ରଖୁଛନ୍ତି କି ? ତେବେ ଜାଣନ୍ତୁ ଭୟଙ୍କର କଥା- Ajira Anuchinta

ବନ୍ଧୁଗଣ ଆମେ ମାନେ ପ୍ରତିଦିନ ନିଜ ଘରକୁ ସଫାସୁତୁରା କରିଥାଉ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଅମାବାସ୍ୟା ଦିନ ଘରକୁ ଭଲ ଭାବରେ ସଫା ରଖିବା ନିହାତି ଦରକାର ହୋଇଥାଏ । ଘରୁ ସବୁ ଅନାବଶ୍ୟକ ଜିନିଷକୁ ଘରୁ ବାହାର କରି ଫୋପାଡି ଦେବା ଉଚିତ । ଏହା ଦ୍ବାରା ଘରର ମଙ୍ଗଳ ହେବ ସହିତ ଉନ୍ନତି ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅନୁଚିନ୍ତା ବିଷୟରେ କହିବୁ ଯାହାର ପାଳନ କରିବା ଦ୍ୱାରା ଜୀବନରେ ସଫଳତା ଆସିଥାଏ । ତେବେ ଚାଲନ୍ତୁ ଜାଣିବା ।

୧:- ବନ୍ଧୁଗଣ ଯଦି ପିଲା ମାନଙ୍କୁ ପାଠ ପଢ଼ିବାରେ ମନ ଲାଗୁନଥାଏ ବା ପିଲା ବାରମ୍ବାର ଅନ୍ୟମନସ୍କ ହେଉଥାଏ ତେବେ ପିଲାଙ୍କୁ କଂସା ଗ୍ଲାସରେ ପାଣି ପିଇବା ପାଇଁ ଦିଅନ୍ତୁ । ଏହା ଦ୍ବାରା ପିଲାର ସ୍ମରଣ ଶକ୍ତି ବଢ଼ିଥାଏ ଆଊ ସେ ପାଠ ପଢିବାରେ ଆଗ୍ରହ ମଧ୍ୟ ହୋଇଥାଏ ।

୨:- ଯଦି ଆପଣଙ୍କ ପର୍ସ ଚିଡିଯାଇଛି ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ । ପକେଟ ରେ କୌଣସି ଚିରା ଫଟା ନୋଟ ମଧ୍ୟ ରଖନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଥାଏ ।

୩:- ପରଦିନ ରାତିରେ ଶୋଇବା ପୂର୍ବରୁ ଆଇନା ଉପରେ ଯେକୌଣସି ଏକ କପଡା ପକାଇ ଶୁଅନ୍ତୁ । କାରଣ ଆଇନା ଆଗରେ ଶୋଇବା ଦ୍ୱାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତିର ଆଗମନ ହୋଇଥାଏ ।

୪:- ଆପଣମାନେ ମନ୍ଦିର ଗଲେ ମନ୍ଦିରରେ ଦୀପ କିଣି ଜାଲୁଥିବେ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଦିପରେ ସଳିତା ତ ସଂଖ୍ୟା ଅଯୁଗ୍ମ ହେବା ଦରକାର । ଏମିତି କଲେ ଆପଣଙ୍କ ସଂସାରର ମଙ୍ଗଳ ହୋଇଥାଏ ।

୫:- ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ନିହାତି ଜରୁରୀ ହୋଇଥାଏ । କାରଣ ଧନ ପ୍ରାପ୍ତି ହେଉ ବା ଜୀବନରେ ଉନ୍ନତି ପାଇଁ ହେଉ ଭଗବାନ ସୂର୍ଯ୍ୟ ଙ୍କ ଆଶୀର୍ବାଦ ରହିବ ଅତ୍ୟନ୍ତ ଆବଶ୍ୟକ । ୧୨ ମାସରେ ପ୍ରତେକ ଦିନ ସ୍ନାନ ସରିବା ପରେ ସୂର୍ଯ୍ୟ ଦେବତାଙ୍କୁ ତାଙ୍କର ଅଲଗା ଅଲଗା ନାମରେ ପୂଜା କରିବା ଉଚିତ ।

ଆଜିର ଅନୁଚିନ୍ତା :- ବୈଶାଖ ମାସରେ ପ୍ରତେକ ଦିନ ସକାଳୁ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ‘ ଓମ ତପତନ ନଥାୟ ନମଃ ‘ ନାମରେ ପ୍ରଣାମ କରନ୍ତୁ । ଜେଷ୍ଟ ମାସରେ ‘ ଓମ ମିତରାୟ ନମଃ ‘ ନାମ କହି ପ୍ରଣାମ କରନ୍ତୁ । ଆଷାଢ଼ ମାସରେ ପ୍ରତେକ ଦିନ ସୂର୍ଯ୍ୟଙ୍କୁ ‘ ଓମ ରବୟେ ନମଃ ‘ ଉଚ୍ଚାରଣ କରି ପ୍ରଣାମ କରନ୍ତୁ । ତେବେ ବନ୍ଧୁଗଣ ଏହା ଥିଲା ଆଜିର ଅନୁଚିନ୍ତା ଯାହା ପାଳନ କଲେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିଥାଏ । ଏବଂ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ । ତେବେ ଏହି ପୋଷ୍ଟ ଟି ସେୟାର କରନ୍ତୁ ଏବଂ ଆମେ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *