Vastu Tips- ସୋମବାରରେ ଭୁଲରେ ବି କରନ୍ତୁ ନାହିଁ ଏହି 3ଟି କାମ, ହେବ ସର୍ବନାଶ

ବନ୍ଧୁଗଣ ସପ୍ତାହରେ ସାତ ଦିନ ରହିଥାଏ ଏବଂ ଏହି ସାତ ଦିନ ଭିନ୍ନ ଭିନ୍ନ ଭଗବାନ ଙ୍କ ଦିନ ହୋଇଥାଏ । ଆମେ ପ୍ରତେକ ଦିନ ବା ବାର ଅନୁଯାଇ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ଶାସ୍ତ୍ର ଅନୁଯାୟୀ ଯଦି ବାର ଅନୁସାରେ ଆପଣ କୌଣସି ଖରାପ କାମ କରୁଛନ୍ତି ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ କହିବୁ କୁ ସୋମବାର ଅର୍ଥାତ ଭଗବାନ ଶିବଙ୍କ ବାରରେ କଣ ପିନ୍ଧିବା ଏବଂ କରିବା ଉଚିତ । ତେବେ ଚାଲନ୍ତୁ ଜାଣିବା ।

ସୋମବାର ଆମେ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିଥାଉ କିନ୍ତୁ ଏହି ବାର ଚନ୍ଦ୍ର ଙ୍କ ବାର ମଧ୍ୟ ହୋଇଥାଏ ତେଣୁ ଏହି ଦିନ ସନ୍ଧ୍ୟା ସମୟରେ ଚନ୍ଦ୍ରଙ୍କ ପୂଜା ମଧ୍ୟ କରିବା ଦରକାର ହୋଇଥାଏ । ଏହି ଦିନ ଆପଣ ସକାଳୁ ସ୍ନାନ କରି ଶିବ ମନ୍ଦିର ଯାଆନ୍ତୁ ଏବଂ ଭଗବାନ ଶିବଙ୍କ ଦର୍ଶନ କରନ୍ତୁ । ଏହା ଦ୍ବାରା ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ଭଗବାନ ଶିବଙ୍କୁ ସଫା ବସ୍ତ୍ର ପସନ୍ଦ ହୋଇଥାଏ ତେଣୁ ସୋମବାର ଦିନ ସବୁବେଳେ ସଫା ବସ୍ତ୍ର ଧାରଣ କରନ୍ତୁ । ସୋମବାର ଦିନ ଭୁଲରେ ବି କଳା ବସ୍ତ୍ର ପିନ୍ଧନ୍ତି ନାହିଁ ଏହା ବହୁତ ଅଶୁଭ ହୋଇଥାଏ । ଏହି ଦିନ ଆପଣ ଧଳା ବସ୍ତ୍ର ପିନ୍ଧିପାରିବେ ।

ସୋମବାର ଦିନ କୌଣସି ପକ୍ଷୀ ବା ପଶୁ ଙ୍କର ଅପମାନ କରନ୍ତୁ ନାହିଁ କାରଣ ଭଗବାନ ଶିବଙ୍କୁ ପଶୁ ପକ୍ଷୀ ବହୁତ ଭଲ ଲଗିଥାଆନ୍ତି । ତେଣୁ ଏହି ଦିନ କିଛି ପଶୁ ବା ପକ୍ଷୀ ମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ।   କେବଳ ସେତିକି ନୁହେଁ ଆପଣ ଯଦି ଏହି ଉପାସ କରୁଛନ୍ତି କିମ୍ବା ନିଜର ମାନଶିକ କାମନା କରୁଛନ୍ତି ତେବେ ଆପଣ କିଛି କାମ କରିବା ଠାରୁ ଦୂରେଇ ରୁହନ୍ତୁ ।

ଆପଣ ଏହି ଦିନ ସକାଳୁ ଉଠି କିଛି ବେଲପତ୍ର ଆଣିକି ତାକୁ ଗଙ୍ଗାଜଳ କିମ୍ବା କ୍ଷୀର ସହ ଅର୍ପଣ କରନ୍ତୁ । ଦେଖିବେ ଆପଣ ଆପଣଙ୍କୁ ସବୁ ପ୍ରକାର ଖୁସି ପାଇବେ । ମହାଦେବ ଙ୍କ କୃପା ପାଇଥିବା ବ୍ୟକ୍ତି ନିଜ ଜୀବନରେ ସଦା ସର୍ବଦା ଶିଖି ରହିଥାଏ । ତେବେ ବନ୍ଧୁଗଣ ମହାଦେବ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଓମ ନମଃ ଶିବାୟ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *